ଦୁନିଆର ସବୁଠାରୁ ଲମ୍ବା କେଶ girl ଝିଅ ଭାରତରେ ରୁହନ୍ତି , ତା’ର ଲମ୍ବା କେଶର ରହସ୍ୟ କ’ଣ ? ଜାଣିଲେ ଚକିତ ହୋଇଯିବେ

0

କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ ।କିନ୍ତୁ ଆମେ ଆପଣଙ୍କୁ କହିରଖୁଚୁ ଯେ ଜଣେ ନାରୀ ର ସୁନ୍ଦର କେଶ କେବଳ ତାର ସୁନ୍ଦରତା କୁ ବୃଦ୍ଧି କରେ ନାହିଁ ବରଂ ଏହା ଏକ ପରିବାର ର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ।ଯେପରି କି ଯେଉଁ ଝିଅ ମାନଙ୍କର ସୁନ୍ଦର ,ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ବାରା ନିଜର ପରିବାରର ସୁଖ ଆଣିଦେଇଥାଏ ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି ।

କିନ୍ତୁ ଆମେ ଆଜି ଯେଉଁ ମହିଳାଙ୍କ ବିଷୟରେ ଆପଣ ଙ୍କୁ ଜଣେଇବାକୁ ଯାଉଛୁ ସେ ତାଙ୍କର ଲମ୍ବା ଓ ଘନ ବାଳ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ଅଟନ୍ତି ।ତେବେ ସେ ବର୍ତ୍ତମାନ ସୁଦ୍ଧା ଗିନିଜ ବୁକ ରେ ନିଜର ରେକର୍ଡ ମଧ୍ୟ କରିଛନ୍ତି ।ତେବେ ସେହି ଯୁବତୀ ଜଣଙ୍କ ହେଉଛନ୍ତି ନିଲମ ପଟେଲ ।ସେ ଗୁଜୁରାଟ ର ଏକ ଛୋଟ ଗ୍ରାମ ରେ ବାସ କରନ୍ତି ଆଉ ତାଙ୍କୁ ବର୍ତ୍ତମାନ ୧୮ ବର୍ଷ ହୋଇଛି ।ସୂଚନା ଅନୁସାରେ ନିଲମ ୨୦୧୮ ମସିହା ନଭେମ୍ବର ମାସରେ ନିଜର କେଶ କୁ ନେଇ ଗିନିଜ ବୁକ ରେ ରେକର୍ଡ କରିଥିଲେ ସେତେବେଳେ ତାଙ୍କର କେଶ ର ଲମ୍ବ ୫ ମିଟର ଥିଲା । ଆଉ ୨୦୨୦ ମସିହାରେ ସେ ନିଜର ପୂର୍ବ ରେକର୍ଡ କୁ ଭାଙ୍ଗି ଦେଇଛନ୍ତି ।ବର୍ତ୍ତମାନ ତାଙ୍କର ଚୁଟି ର ଲମ୍ବ ୬ ଫୁଟ ଲମ୍ବା ଅଟେ ।

ତେବେ ସେ ତାଙ୍କର ଲମ୍ବା କେଶ ରଖିବା ପଛରେ ଥିବା କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ସେ କହିଛନ୍ତି ଯେ ସେ ୬ ବର୍ଷ ହୋଇଥିବା ବେଳେ ନିଜର ବାଳ କାଟିବାକୁ ଗୋଟିଏ ସେଳୁନ କୁ ଯାଇଥିଲେ ତେବେ ସେହି ଲୋକ ଟି ତାଙ୍କର ବାଳ ଖରାପ ଭାବରେ କଟିଦେଇଥିଲା ।ତା ପରେ ନିଲମ ନିଷ୍ପତ୍ତି ନେଇଥିଲେ କି ସେ କେବେ ବି ଚୁଟି କାଟିବେ ନାହିଁ ଆଉ ସେହି ଦିନ ରୁ ସେ ତାଙ୍କର ଚୁଟି କଟିନଥିଲ ।

ତେବେ ସେ କହିଛନ୍ତି ଯେ , ତାଙ୍କର ଏହି ଲମ୍ବା ଚୁଟି ତାଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟେ ।ସେ ତାଙ୍କର ଚୁଟି ଧୋଇବା କୁ ପ୍ରାୟ ୧.୩୦ ଘଣ୍ଟା ସମୟ ନେଇଥାନ୍ତି ଏବଂ ଏହାକୁ ଶୁଖିବା କୁ ତାଙ୍କୁ ପ୍ରାୟ ୨ ଘଣ୍ଟା ସମୟ ଲାଗେ। ସେ ନିଜର ସୁନ୍ଦର କେଶ ପାଇଁ ବହୁତ ସର୍ତକ ଓ ସାବଧାନତା ଅବଲମ୍ବନ କରିଥାନ୍ତି ।ସେ ତାଙ୍କର ବାଳ କୁ ଏହିପରି ରଖିବା ପାଇଁ ଗୋଟିଏ ସପ୍ତାହ ରେ ଥରେ ମୁଣ୍ଡ ଧୋଇବା ପୂର୍ବରୁ କେଶ ର ମୂଳରେ ଗରମ ତେଲ ମାଲିସ କରିଥାନ୍ତି ଓ ପରେ ଏହାକୁ ସାମ୍ପୁ ଦ୍ବାରା ସଫା କରିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।