ଶୁଣନ୍ତୁ ଅଡିଓ : କଲେଜ ପ୍ରିନ୍ସପାଲ ଛାତ୍ରୀ ଙ୍କ ସାଙ୍ଗରେ କଥା ହେଉଛନ୍ତି ଶୁଣନ୍ତୁ କେମିତି ଶୁଣିଲେ ମୁଣ୍ଡ କାମ କରିବନି ଆପଣଙ୍କର….

0

ଆଜିର ଏହି ଯୁଗ ବହୁତ ଆଗକୁ ଗଲାଣି। ଏବେ ବିଜ୍ଞାନ ର ଅନେକ ଅଗ୍ରଗତି ହେଲାଣି,ଯାହା ଦ୍ୱାରା ଅନେକ ନୂତନତା ଦେଖା ଦେଇଛି।ଲୋକ ମାନେ ଏବେ ଆଧୁନିକତା କୁ ବେଶୀ ପସନ୍ଦ କରୁଛନ୍ତି ,ଆଉ ତା ସହ ଏହି ସମାଜ ରେ ରହୁ ଥିବା ପ୍ରତେକ ଲୋକ ଏବେ ପାଠ ପଢି ଶିକ୍ଷିତ ହୋଇ ଗଲେଣି,କିନ୍ତୁ ଆଜି ଯାଏ ଲୋକ ଙ୍କ ଚିନ୍ତାଧରା ନୀଚ ରହି ଯାଇଛି। ଲୋକ ମାନେ ଅନ୍ୟାୟ ଅତ୍ୟାଚାର ରେ ଲାଗି ରହୁଛନ୍ତି,ଯାହା ଦ୍ୱାରା ଏ ସମାଜ ରେ ରହୁଥିବା ଅନ୍ୟ ଲୋକ ଙ୍କର ଅନେକ କିଛି କ୍ଷତି ହେଉଛି। ତେବେ ଲୋକ ଙ୍କ ମନ ରେ ଅନେକ ଖରାପ ଚିନ୍ତାଧାରା ରହିଛି।

ତେବେ ଏହି ସବୁ ର ପ୍ରଭାବ ଆଗାମୀ ପିଢ଼ି ଉପରେ ପଡିବ । ତେବେ ବେଳେ ବେଳେ ସମାଜ ରେ ଏମିତି କିଛି ଘଟଣା ସବୁ ଦେଖିବାକୁ ମିଳେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ଆଜିର ନାରୀ ମାନେ ନିଜ କୁ ଏହି ସମାଜ ରେ ସୁରକ୍ଷିତ ମନେ କରୁ ନାହାନ୍ତି। ସେମାନଙ୍କ ପ୍ରତି ସବୁ ସମୟ ରେ ଅତ୍ୟାଚାର ହେଉଛି।ସେମାନେ ବାହାର କୁ ଏକା ଯିବାକୁ ମଧ୍ୟ ଉଚିତ ଭାବୁ ନାହାନ୍ତି। ତେବେ ଆପଣ ମାନେ ଦେଖୁ ଥିବେ ପ୍ରତିଦିନ ଅନେକ ଝିଅ ମାନଂକୁ ଗଣ ଦୁସ୍କର୍ମ ହେଉଛି,ତେବେ ଏହା କମୁ ନାହିଁ ଯାହା ଅନେକ ସମସ୍ୟା ଦେଖା ଦଉଚି। ତେବେ ଆଜିର ଲୋକ ମାନେ ସଂପର୍କ ର ମାନେ କଣ ଭୁଲି ଯାଉଛନ୍ତି, ନିଜର ସୁଖ ସୁବିଧା ପାଇଁ ସବୁ ସମ୍ପର୍କ କୁ ବଳି ଦେଇ ଦେଉଛନ୍ତି।

ଆଜି ର ଏହି ଯୁବପିଢି ମାନେ ଯୌନ ଲାଳସା ରେ ଅନେକ କିଛି ଖରାପ କାମ କରି ଦେଉଛନ୍ତି, ଯାହା ପାଇଁ ସେମାନେ ପର ମୁହୂର୍ତ୍ତ ରେ ଅନେକ ଅସୁବିଧା ରେ ସମୁଖୀନ ହେଉଛନ୍ତି, ଆଉ ଏହି ଯୌନ ଲାଳସା ପାଇଁ ନିଜର ସଂପର୍କ ର ମାନେ କଣ ଭୁଲି ଯାଉଛନ୍ତି, ଆଉ ଏହି ଲୋଭ ରେ ପଡି ଅନେକ ଙ୍କର ଜୀବନ ମଧ୍ୟ ନଷ୍ଟ ହୋଇ ଯାଇଛି। ତେବେ ଆପଣ ଜାଣି ଥିବେ ଗୁରୁ ଓ ଶିଷ୍ୟ ର ସମ୍ପର୍କ ଅତି ନିବିଡ଼ ରହି ଥାଏ। ତେବେ ଗୁରୁ ସବୁବେଳେ ତା ଛାତ୍ର କୁ ଭଲ ମଣିଷ ହେବା ପାଇଁ, ଭଲ କାମ କରିବାକୁ ଶିଖାଇ ଥାଏ, କିନ୍ତୁ ଆଜିର ଗୁରୁ ମାନେ ବଦଳି ଗଲେଣି। ସେମାନେ ଗୁରୁ ଓ ଶିଷ୍ୟ ର ସଂପର୍କ କୁ ଭୁଲି ଯୌନ ସମ୍ପର୍କରେ ଅଧିକ ବୁଝୁଛନ୍ତି। ତେବେ ସେମିତି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ଏହି ଘଟଣା ଟି ଓଡିଶା ରେ ଏକ କଲେଜ ରେ ଘଟିଛି। ତେବେ ସେହି କଲେଜ ର ପ୍ରିନସିପାଲ ଜଣେ ଛାତ୍ରୀ ସହ ଖରାପ ସମ୍ପର୍କ ରଖିବାକୁ ଚେଷ୍ଟା କରୁ ଥିଲେ। ତେବେ ସେ ସେହି ଝିଅ କୁ ଅନେକ ଖରାପ କଥା କହୁ ଥିଲେ, ଆଉ ସେହି ଝିଅ କୁ ବାର ବାର ଫୋନ କରି ଖରାପ କଥା କହି ତାକୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁ ଥିଲା। ତେବେ ସେହି ଝିଅ ର ପରୀକ୍ଷା ଚାଲୁ ଥିବା ସମୟ ରେ ତାକୁ ଫୋନ କରି ଡାକେ ଆଉ ଖରାପ କଥା କହି ତାକୁ ପାଖକୁ ଯିବାକୁ କୁହେ । ତେବେ ଏହି ସବୁ କଥା କହିବ ଅତି ଲଜ୍ୟାଜନକ ଅଟେ,ତେବେ ସେହି କଥାର ରେ ରେକୋର୍ଦିଙ୍ଗ୍ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ତେବେ ଯାହା ଅତି ଲଜ୍ୟାଜନକ ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।