ପ୍ରତିଦିନ ଘରକୁ ଆସୁଥିଲା ଡେଲିଭରି ବୟ, ଦୁଇ ଘଣ୍ଟା ପରେ ଫେରୁଥିଲା,ପଡ଼ିଶା ମିଶ୍ର ବାବୁ କଲେ ଭିଡ଼ିଓ ସୁଟିଂ ତାପରେ…

0

ତେବେ ଧୀରେ ଧୀରେ ଦେଶ ରେ ଅନେକ ଅନ୍ୟାୟ ହେଉଛି। ଅନେକ ଲୋକ ବିଭିନ ପ୍ରକାର ଖରାପ କାମ କରି ଏ ସମାଜ କୁ ଖରାପ କରୁଛନ୍ତି। ତେବେ ଏହି କାମ ରେ ମହିଳା ମାନେ ମଧ୍ୟ ବାଦ ପଡି ନାହାନ୍ତି। ସମାଜ ରେ ରହୁ ଥିବା ଲୋକ ମାନେ ଧୀରେ ଧୀରେ ବହୁତ ତଳକୁ ଖସି ଗଲେଣି। ଏ ଶିକ୍ଷିତ ସମାଜ ରେ ମଣିଷ ମାନେ ଅଶିକ୍ଷିତ ଭଳି କାର୍ଯ୍ୟ କରୁଛନ୍ତି। ଏ ଲଜ୍ୟଜନକ ଘଟଣା ଗୁଡିକୁ ଅଟକାଇବା ପାଇଁ ଆମ କୁ ପ୍ରଥମେ ଲୋକ ଙ୍କ ଚିନ୍ତାଧର କୁ ବଦଳାଇବା କୁ ହେବ ।


ତେବେ ସ୍ୱାମୀ ଓ ସ୍ତ୍ରୀ ର୍ ସମ୍ପକ ବହୁତ ସୁନ୍ଦର । ସେହି ସମ୍ପର୍କ ଭିତରେ ବିଶ୍ୱାସ ଓ ଭଲ ପାଇବା ନିହାତି ଥିବା ଦରକାର। ତେବେ ଜଣେ ଯଦି ବିଶ୍ୱାସଘତକ କରେ । ତେବେ ଆସନ୍ତୁ ଜାଣିବା ସେହି ଘଟଣା ଟି କଣ। ତେବେ ଆମ ରାଜ୍ୟ ସୁନ୍ଦରଗଡ଼ ବାଲି ମୁଁହା ଏନ୍ ଏ ସି ରେ ଘଟିଛି ଗୋଟେ ଲଜ୍ୟା ଜଣକ ଘଟଣା। ତେବ ସ୍ୱାମୀ ଅଫିସ କୁ ଯିବା ପରେ ସ୍ତ୍ରୀ ଅନ୍ୟ ପୁରୁଷ ସହ ସମ୍ବନ୍ଧ ରଖୁ ଥିଲେ। ତେବେ ଏହି ଦୁଇ ଦମ୍ପତି ଜଣକ ଏନ ଏସ ସି ରେ ଦେବି କଲୋନୀ ରେ ରହୁ ଥିଲେ। ତେବେ ଏହି ମହିଳା ଙ୍କ ନାମ ଶୁଭଶ୍ରୀ ପଣ୍ଡା।

ତେବେ ସେ ଯେଉଁ ପୁରୁଷ ସହ ସମ୍ବନ୍ଧ ରଖୁ ଥିଲେ । ତେବେ ସେହି ପୁରୁଷ ଗୋଟେ ଡେଲିଭରି ବୟ ଥିଲେ। ତେବେ ଏହି ମହିଳା ଜଣକ ଅନଲାଇନ୍ ରେ ଅନେକ ଜିନିଷ କିଣା କିଣି କରୁଥିଲେ ।ତେବେ ସେ ଶାଢ଼ୀ ,ଗହଣା , ଗ୍ରୋସରି ଆଦି ଜିନିଷ ନେଇ ଆସୁ ଥିଲେ ଏହି ଡେଲିଭରି ବୟ । ତେବେ ସେହି ଜିନିଷ ଗୁଡିକୁ ଦେବା କୁ ଆସୁ ଥିଲେ ରାକେଶ ନାମକ ଜଣେ ଯୁବକ । ତେବେ ସେହି ମହିଳା ଜଣକ ନିଜ ସ୍ୱାମୀ କଥା ନ ଭାବି ସେ ଏହି ଯୁବକ କୁ ନିଜର ମନ ଦେଇ ବସିଲେ।


ପ୍ରତି ଦିନ ସେ ସେହି ଯୁବକ ସହ ନିଜ ବେଡ଼ ରେ ଶାରିରିକ ସମ୍ପର୍କ ରଖୁ ଥିଲେ। ହେଲେ ଦିନେ ତାଙ୍କ ଘର ପାଖ ପୋଡ଼ଷି ମିଶ୍ର ବାବୁ ଆସି ତାଙ୍କ ରୁମ ଝରକା ପାଖରେ ଆସି ଶୁଣିବାକୁ ଚେଷ୍ଟା କରୁ ଥିଲେ। ତାଙ୍କୁ କିଛି ଶବ୍ଦ ଶୁଣା ଗଲା। ତେଣୁ ସେ ଝରକା ଟିକେ ଖୋଲି ଏ ସବୁ ଘଟଣା ଦେଖିଲେ। ତେବେ ସେ ଏହି ଘଟଣା କୁ ନିଜ ଫୋନ ରେ ରେକର୍ଡ କରି ନେଲେ। ଏବଂ ପରେ ତାଙ୍କ ସ୍ୱାମୀ ଙ୍କୁ ଦେଖାଇଲେ। ତେବେ ତାଙ୍କ ସ୍ୱାମୀ ଏହା ଦେଖି ସେ ଯୁବକ ଙ୍କ ନାମ ରେ ଥାନା ରେ ଅଭିଯୋଗ କରି ଛନ୍ତି।

ତେବେ ଏଭଳି ଲଜ୍ୟା ଜଣକ କାର୍ଯ୍ୟ କରିବା ବନ୍ଦ କରା ଯାଉ। ନହେଲେ ଆମ ସମାଜ ଉପରେ ଏହାର ଖରପ ପ୍ରଭାବ ପଡିବ।ଆଗାମୀ ପିଢ଼ି ଉପରେ ମଧ୍ୟ ଏହାର ପ୍ରଭାବ ପଡିବ। ତେବେ ଶିକ୍ଷିତ ସମାଜ ଧୀରେ ଧୀରେ ଅଶିକ୍ଷିତ ଆଡକୁ ଗତି କରୁଛି। ଏଭଳି କାର୍ଯ୍ୟ କରିବା ଅନୁଚିତ।