ଆଳୁ ଖାଇବାକୁ କଣ ବେଶୀ ପସନ୍ଦ କରୁଛନ୍ତି କି ? ତେବେ ଦେଖନ୍ତୁ ଆଳୁ ସମ୍ବନ୍ଧରେ ଏପରି କିଛି କଥା ଜାଣିଲେ ଡରିଯିବେ।

0

ପ୍ରତିଦିନ ଅନେକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାକୁ ହେବ । ଯାହା ଆମ କୁ ସୁସ୍ଥ ଓ ରୋଗ ମୁକ୍ତ ରଖି ଥାଏ, ଆଉ ତା ସହ ଆମ କୁ କାମ କରିବା ପାଇଁ ଶକ୍ତି ଯୋଗାଇ ଥାଏ।ତେବେ ଡାକ୍ତର ମାନେ କୁହନ୍ତି କି , ସୁସ୍ଥ ରହିବାକୁ ହେଲେ ଆମ କୁ ପ୍ରତିଦିନ ବ୍ୟାୟାମ ଓ କିଛି ଭିଟାମିନ ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି। ତେବେ ଏହା ଆମ କୁ ବିଭିନ ରୋଗ ଠୁ ଦୁରେଇ ରଖି ଥାଏ।


ତେବେ ଆମ ଶରୀର ରେ ଅନେକ ଅଙ୍ଗ ରହିଛି। ଯାହା ଆମ କୁ କାର୍ଯ୍ୟ କରିବା ପାଇ ସହଜ୍ୟ୍ କରି ଥାଏ।ତେବେ ଆମେ ଯଦି କିଛି ପ୍ରୋଟିନ ଯୁକ୍ତ ଖାଦ୍ୟ ନ ଖାଇବା ତାହାଲେ ଆମ ଶରୀର ର ଥିବା ସମସ୍ତ ଅଙ୍ଗ କୁ ଦୁର୍ବଳ କରିଦେବ ,ଆଉ ତା ସହ ଆମ ଶରୀର ରେ ଅନେକ ରୋଗ ଦେଖା ଯିବ। ତେଣୁ ଆମେ ପ୍ରତିଦିନ ନିଜ ଖାଦ୍ୟ ରେ ଅନେକ ପ୍ରକାର ପରିବା , ଫଳ ,ମାଛ , ମାଂସ ଆଦି ମିଶାଇବା ଉଚିତ ,ଯାହା ଆମ କୁ ଶକ୍ତି ଦେବ ଓ ଆମ ଶରୀର କୁ ସୁସ୍ଥ ରଖିବ।ତେବେ ଆମେ ପ୍ରତିଦିନ୍ ଆଳୁ ର ବ୍ୟବହାର ନିଜ ଖାଦ୍ୟ ରେ କରି ଥାଉ।ଯାହା ଆମ ର ନିତିଦିନ ର ଖାଦ୍ୟ ହୋଉ ଥାଏ।

ତେବେ ଆଳୁ ରେ ଥିବା ପ୍ରୋଟିନ , ଭିଟାମିନ୍ , କାର୍ବୋହାଇଡ୍ରେଟ ଆମ ଶରୀର କୁ ସୁସ୍ଥ ଓ ଶକ୍ତି ଯୋଗାଇ ଥାଏ।ଯାହା ଦ୍ଵାରା ଆମେ କାମ କରିବା ପାଇଁ ଶକ୍ତି ପାଇ ଥାଉ। ତେବେ ଆପଣ ମାନେ ଜାଣି ଥିବେ ଅନେକ ଲୋକ ଆଳୁ ଖାଇବାକୁ ପସନ୍ଦ୍ କରନ୍ତି ନାହିଁ। ତେବେ ସେମାନେ ଜାଣି ନାହାନ୍ତି । ଆଳୁ ରେ ଅନେକ ପ୍ରକାର ଭିଟାମିନ , ଫସଫରସ ,ଆଇରନ୍ , ଜିଙ୍କ୍ , ପୋଟାସିଅମ , ମିନିରାଲ ରହିଛି। ଏହା ଆମ ସ୍ଵାସ୍ଥ୍ ସହ ଆମ ଚେହେରା କୁ ସୁନ୍ଦର ରଖି ଥାଏ।ତେବେ ଆପଣ ମାନେ ଦେଖି ଥିବେ କି ଆଳୁ ର ରସ କୁ ଅନେକ ଲୋକ ନିଜ ମୁହଁ ର ସୁନ୍ଦରତା ପାଇଁ ବ୍ୟବହାର କରି ଥାନ୍ତି। ତେବେ ଆଳୁ ଆମ କୁ ସବୁ ଋତୁ ରେ ମିଳି ଥାଏ।


*ତେବେ ଆଳୁ ଖାଇବା ଦ୍ୱାରା ଆମ ହାର୍ଟ ଠିକ ରହି ଥାଏ।ଏଥିରେ ଥିବା ଭିଟାମିନ , ମିନେରଲ୍ , ଅନେକ ପୋସୋକ ତତ୍ଵ ରହି ଥାଏ।ଯାହା ଆମ ହାର୍ଟ ପାଇଁ ବହୁତ ଭଲ,ଆଉ ତା ସହ ଆମ ହାର୍ଟ କୁ ମଧ୍ୟ ମଧ୍ୟ ସୁସ୍ଥ ରଖି ଥାଏ।
* ତେବେ ଯେଉଁ ମାନେ ମୋଟା ଅଛନ୍ତି ,ସେମାନେ ଆଳୁ ଖାଇବେ ନାହିଁ,କାରଣ ଆଳୁ ରେ ଥିବା କାର୍ବୋହାଇଡ୍ରେଟ ଶରୀର କୁ ଅଧିକ ମୋଟା କରାଇ ଦିଏ।
* ତେବେ ଆଳୁ ଖାଇବା ଦ୍ୱାରା ମସ୍ତିସ୍କ୍ ର ବିକାଶ ହୋଇ ଥାଏ ।ମସ୍ତିଷ୍କ ର ବିକାଶ ପାଇଁ ଅନେକ ହରମୋନ୍ , ଭିଟାମିନ , ଆମିନୋଏସିଡ ଆଦି ଆବଶ୍ୟକ ହୋଇ ଥାଏ। ତେବେ ଏହି ସବୁ ଜିନିଷ ଆମେ ଆଳୁ ରେ ପାଇ ଥାଉ ଯାହା ଆମ ମସ୍ତିଷ୍କ ର ବିକାଶ ହେବାରେ ସାହାଯ୍ୟ କରି ଥାଏ।


* ଆମ ଆଣ୍ଠୁ , ହାଡ଼ ପାଇଁ ଆଳୁ ବହୁତ ଗୁଣକାରି ହୋଇ ଥାଏ। ଏଥିରେ ଥିବା ମେଗେନେସିୟମ୍ , କ୍ୟଲ୍ସିୟମ୍ ହାଡ଼ ଶକ୍ତ ହେବାରେ ସାହାଯ୍ୟ କରି ଥାଏ,ଆଉ ଆଳୁ ଖାଇବା ଦ୍ୱାରା ଅନେକ ବାତ ମଧ୍ୟ ଦୂର ହୋଇ ଥାଏ।
*ତେବେ ଆଳୁ ଖାଇବା ଦ୍ୱାରା ରକ୍ତ ଚାପ ଠିକ ରହି ଥାଏ।ତେବେ ଆଳୁ ରେ ପୋଟାସିଅମ ରକ୍ତ ଚାପ କୁ ନିୟନ୍ତ୍ରଣ କରିବା ରେ ସହାଜ୍ୟ କରି ଥାଏ,ଆଉ ଆମ କୁ ସୁସ୍ଥ ରଖି ଥାଏ।
* ତେବେ ଆଳୁ ଖାଇବା ଦ୍ୱାରା କେନ୍ସର୍ ରୁ ମଧ୍ୟ ମୁକ୍ତି ମିଳି ଥାଏ। ଏଥିରେ ଥିବା ପ୍ରୋଟିନ କେନେସର୍ ରୁ ଦୁରେଇ ରଖି ଥାଏ। ତେବେ ଆଳୁ ଖାଇବା ଦ୍ୱାରା କେନେସର୍ ଭଳି ରୋଗ ମଧ୍ୟ ଭଲ ହୋଉ ଯାଇ ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।