ହୁମାର ବାବା ବିମଳେଶ୍ଵର ମନ୍ଦିର ବଙ୍କା ଥିବା ପଛରେ ଆଶ୍ଚର୍ଯ୍ୟ ଜନକ ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ଦେଶ ରେ ପ୍ରତେକ ଲୋକ ଈଶ୍ୱର ଙ୍କୁ ପୂଜା କରନ୍ତି , ତାଙ୍କୁ ଭକ୍ତି କରନ୍ତି । ତେବେ ସମସ୍ତଙ୍କର ଈଶ୍ୱର ଙ୍କର ଉପରେ ମଧ୍ୟ ପୂର୍ଣ୍ଣ ବିଶ୍ୱାସ ରହିଛି, ଆଉ ସମସ୍ତେ ଭାବନ୍ତି ଈଶ୍ୱର ଜାହା କରିବେ ସମସ୍ତ ଙ୍କ ମଙ୍ଗଳ ପାଇଁ । ତେବେ ବେଳେ ବେଳେ ଆପଣ ଭଗବାନ ଙ୍କର ଅନେକ ଲୀଳା ମଧ୍ୟ ଦେଖିବାକୁ ମିଳି ଥାଏ ,ଯାହା ଅତି ଆଶ୍ଚର୍ଯ୍ୟ ଲାଗେ । ତେବେ ଆମ ହିନ୍ଦୁ ଧରମ ରେ ଅନେକ ଦେବା ଦେବି ରହିଛନ୍ତି , ତେବେ ସେମାନେ ତାଙ୍କର ଭିନ୍ ଭିନ୍ ରୂପ ରେ ଲୀଳା ଦେଖାଇ ଆଜି ଜଗତ ରେ ପୂଜା ପାଉଛନ୍ତି। ତେବେ ପୁରାଣ କୁହେ କି ପ୍ରତେକ ଦେବା ଦେବି ଙ୍କର ଅନେକ ନାମ ରହିଛି । ତେବେ ଏହି ନାମ ରହିବାର କାରଣ ସେମାନେ ଶତ୍ରୁ କୁ ବିନାଶ କରିବା ସମୟ ରେ ଭିନ୍ ରୂପ ଧାରଣ କରି ଥିଲେ । ତେବେ ଅନେକ ଦେବା ଦେବି ଙ୍କର ଅନେକ ରହସ୍ୟ ରହିଛି , ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗି ଥାଏ।


ତେବେ ଆମ ଦେଶ ରେ ଅନେକ ମନ୍ଦିର ରହିଛି। ତେବେ ଆପଣ ମାନେ ଜାଣି ଥିବେ କି , ଅନେକ ମନ୍ଦିର ବହୁତ ପୁରୁଣା ହୋଇ ଥାଏ। ଏଥି ପାଇଁ ସେହି ମନ୍ଦିର ପଛରେ ଅନେକ କାହାଣୀ ଲୁଚି ରହିଛି। ତେବେ ଯାହା ଜାଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗେ। ତେବେ ଏମିତି ସବୁ ରହସ୍ୟ ରହିବାର କାରଣ ମଧ୍ୟ ରହି ଥାଏ। ଯାହା ଅତି ଗୁରୁତ୍ୱପୂର୍ଣ୍ଣ ହୋଇ ଥାଏ।ତେବେ ଆମ ଓଡିଶା ର ବିଭିନ୍ନ ସ୍ଥାନ ରେ ଅନେକ ଆଶ୍ଚର୍ଯ୍ୟଜନକ ମନ୍ଦିର ରହିଛି। ତେବେ ତା ପଛରେ ମଧ୍ୟ ଅନେକ କିମ୍ବଦନ୍ତି ରହିଛି। ତେବେ ଆଜି ଆମେ ଏପରି ଏକ ମନ୍ଦିର ବିଷୟ ରେ ଜାଣିବା ଯାହା ଜାଣିଲ ପରେ ବହୁତ ଆଶ୍ଚର୍ଯ୍ୟ ଲାଗେ ।


ତେବେ ସମ୍ବଳପୁର ରେ ହୁମା ଗାଁ ରେ ଶେଷ ମୁଣ୍ଡ ରେ ବହି ଯାଉ ଥିବା ମହାନଦୀ ର ପାଖରେ ବାବା ବିମଲେସ୍ଵର୍ ମନ୍ଦିର୍ ରହିଛି। ତେବେ ଏହି ମନ୍ଦିର ସମ୍ବଳପୁର ରୁ ୨୫ କିଲୋମିଟର ଦୂର ର ରେ ରହିଛି। ତେବେ ଏହି ମନ୍ଦିର ର ଆକାର ବଙ୍କା , ଏହା ଭୂମି କୁ ଲାଗି ରହିଛି। ଯାହା ପାଇଁ ଏହାକୁ ବକ୍ର ମନ୍ଦିର ବୋଲି ମଧ୍ୟ କୁହା ଯାଏ ।ତେବେ ଏହି ମନ୍ଦିର ର ଥିବା ନଦୀର ରେ ଇସତ୍ ଲାଲ ରଙ୍ଗର ମାଛ ଦେଖା ଯାଏ। ତେବେ ସମସ୍ତେ କୁହନ୍ତି କି ଜଣେ ଲୋକ ଥରେ ଏହି ମାଛ କୁ ପନିଖି ରେ କାଟିବା କୁ ଚେଷ୍ଟା କରୁ ଥିଲା ,ଆଉ ସେହି ମାଛ ଟି ପଥର ପାଲଟି ଯାଇ ଥିଲା।

ତେବେ ଏହି ମନ୍ଦିର ପଛରେ ଏକ କିମ୍ବଦନ୍ତୀ ରହିଛି।ତେବେ ଏହି ମନ୍ଦିର ରେ ପୂଜା ପାଉ ଥିବା ଶିବ ଲିଙ୍ଗ ଭୂମି ତଳୁ ବାହାରିଛି । ଆଉ ଏହି ଲିଙ୍ଗ ଉପରେ ପ୍ରତିଦିନ ଗାଈର କ୍ଷୀର ପଡି ଥାଏ ।ତେବେ ଦିନେ ଗାଈର ମାଲିକ ଦେଖିଲା କି ଗାଈର କ୍ଷୀର ରହୁ ନାହିଁ ।ତେବେ ସବୁ କ୍ଷୀର ଶିବ ଲିଙ୍ଗ ଉପରେ ପଡୁଛି ବୋଲି ଦେଖି ଆଶ୍ଚର୍ଯ୍ୟ ହୋଉ ଯାଇ ଥିଲା। ତେବେ ଏହି ମନ୍ଦିର କୁ ସମ୍ବଳପୁର ର ପଞ୍ଚମ ରାଜା ବଳିଆର ସିଂ ଦେବ ନିର୍ମାଣ କରିଥିଲେ। ତେବେ ଏହି ମନ୍ଦିର ବହୁତ ପୁରୁଣା ବୋଲି ଅନେକ କହି ଥାନ୍ତି। ତେବେ ମନ୍ଦିର ର ଉଚତା ୨୦୦ ଫୁଟ ,ଏହି ମନ୍ଦିର ର ବକ୍ର୍ ହେବାର କାରଣ କଣ କେହି ଜାଣି ନାହାନ୍ତି।ତେବେ ନଦୀ ପଖାରେ ଏହି ମନ୍ଦିର୍ ରହି ଥିବାରୁ ନଦୀର ସ୍ରୋତ ରେ ଏହା ବକ୍ର୍ ହୋଇଛି ବୋଲି ଜଣା ପଡିଛି। ତେବେ ଏହି ନଦୀ ରେ ଦେଖା ଯାଉ ଥିବା କୁଡ ମାଛ ହେଉଛି ଏହି ମନ୍ଦିର ର ବିଶେଷ ଆକର୍ଷଣ । ପ୍ରତିଦିନ ଅନେକ ଲୋକ ଏହାକୁ ଦେଖିବାକୁ ଆସିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।