ବାର ମାସରେ କେତୋଟି ପର୍ବ ? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

1 – ଝିଅ ମାନେ ଏକ ଘରେ ଥିଲେ କଣ କରିବାକୁ ଭଲ ପାନ୍ତି ?
ଉତ୍ତର:- ଘର ସଜେଇବା , ଶାଢ଼ୀ ପିନ୍ଧିବା , ନାଚିବା , ରୋଷେଇ କରିବା

2 – ହାତୀ ଗୁମ୍ଫା ଭାରତ ର କେଉଁ ରାଜ୍ୟ ରେ ରହିଛି ?
ଉତ୍ତର:-ଓଡିଶା

3 -ନିଆଁ ବର୍ସୁ ଥିବା ଗଛ କେଉଁ ଦେଶ ରେ ଦେଖା ଯାଏ ?
ଉତ୍ତର:-ମଲେସିଆ

4 – ବୁଢ଼ାବଳଙ୍ଗ ନଦୀର ଉତ୍ପତିସ୍ଥଳ ର ନାମ କଣ ?
ଉତ୍ତର:-ଶିମିଳିପାଳ

5 – ସେ କିଏ ଯାହାକୁ ବୁଡି ଯିବାର ଦେଖି ମଧ୍ୟ କେହି ବଂଚେଇବା କୁ ଯାନ୍ତି ନାହିଁ ?
ଉତ୍ତର:-ସୂର୍ଯ୍ୟ

6 – ଏମିତି କେଉଁ ଜିନିଷ ଯାହା ଗରିବ ଲୋକ ପାଖରେ ଅଛି କିନ୍ତୁ ଧନୀ ଲୋକ ପାଖରେ ନାହିଁ ?
ଉତ୍ତର:-ଗରିବୀ

7 – ସେଇଟା କଣ ଯାହା ଝିଅ ମାନେ ପ୍ରଥମ ଥର କରିଲେ ସେମାନ ଙ୍କୁ କଷ୍ଟ ହୁଏ ?
ଉତ୍ତର:- କାନ ଫୁଡ଼ିଲେ

8 -ସେଟା କଣ ଯାହାର ଦୁଇଟା ଗୋଡ଼ ଅଛି କିନ୍ତୁ ସେ ଚାଲି ପରେ ନାହିଁ ।
ଉତ୍ତର:- ପେଣ୍ଟ

9 -କଣ ଟାଣ ଖରାରେ ମଧ୍ୟ ସୁଖୀ ନ୍ ଥାଏ ?
ଉତ୍ତର:-ଝାଳ

10 – ସୂର୍ଯ୍ୟ ପୃଥିବୀ ପୃଷ୍ଟ ରେ କଣ ଦେଖି ନାହିଁ ?
ଉତ୍ତର:-ଅନ୍ଧାର

11 -ଏମିତି କଣ ଅଛି , ଯାହା ପାଣି ପିଇବା ଦ୍ୱାରା ମରି ଯାଏ ?
ଉତ୍ତର:- ଶୋଷ

12 -କେଉଁ ମାଛ ସମୁଦ୍ର ରେ ପହଁରି ପରେ ନାହିଁ ?
ଉତ୍ତର:- ସେଲଫିସ୍

13 – ଏପରି କେଉଁ ଠାରେ ଅଛି ଯେଉଁଠି ନଦୀ ଅଛି କିନ୍ତୁ ପାଣି ନାହିଁ , ଜାଗା ଅଛି ଘର ନାହିଁ , ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ ?
ଉତ୍ତର :- ମାନଚିତ୍ର

14 – କେଉଁ ଦେଶ ରେ ଖଟା ମହୁ ମିଳି ଥାଏ ?
ଉତ୍ତର :- ବ୍ରାଜିଲ

15 -ଓଡିଶା ର କଳା ପୋଗୋଡା କାହାକୁ କହନ୍ତି ?
ଉତ୍ତର:- କୋଣାର୍କ

16 – ମାଇଦା କେଉଁଥିରୁ ତିଆରି ?
ଉତ୍ତର:-ଗହମ

17  – ଖଟା ମହୁ କେଉଁ ଦେଶ ରେ ମିଳି ଥାଏ ?
ଉତ୍ତର:- ବ୍ରାଜିଲ୍

18 -କେଉଁ ଜିବ ତା ପାଦ ରେ ଖାଦ୍ୟ ପଦାର୍ଥ ର ସ୍ୱାଦ ବାରି ଥାଏ ?
ଉତ୍ତର:- ପ୍ରଜାପତି

19 -ରକ୍ତ ପରି ନାଲି ରଙ୍ଗ ର ନଦୀ କେଉଁ ଠାରେ ପ୍ରବାହିତ୍ ହେଉଛି ?
ଉତ୍ତର:- ରିଓ ଟିନ୍ତୋ – ସ୍

20 – ପୃଥିବୀ ର ସବୁଠୁ ଧନୀ ଦେଶ କିଏ ?
ଉତ୍ତର୍ :- କତର୍

21 -ବାର ମାସରେ କେତୋଟି ପର୍ବ ?

ଉତ୍ତର – 13 ପର୍ବ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।