ମକର ରାଶିଫଳ ୨୦୨୧ – କେମିତି କଟିବ ଧନୁ ରାଶି ପାଇଁ ୨୦୨୧ ବର୍ଷ – ଏହି ୫ଟି ବଡ ଲାଭ ହେବାକୁ ଯାଉଛି !

0

୨୦୨୧ ମସିହା ରେ ରାଶି ମାନଙ୍କ ପାଇଁ ଅନେକ ଭଲ ସମୟ ଆସିବାକୁ ଯାଉଛି। ଗ୍ରହ ମାନଙ୍କର ଚଳନ ହେତୁ ରାଶି ମାନଙ୍କ ନକ୍ଷେତ୍ର ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ଏହି ରାଶି ମାନଙ୍କ ପାଇଁ ଅନେକ ଶୁଭ ଖବର ମିଳିବା ସହିତ ଧନ ପ୍ରାପ୍ତି ର ମଧ୍ୟ ଯୋଗ ରହିଛି। ତେବେ ମଙ୍ଗଳ ଗ୍ରହ ଏବଂ ବୃହସ୍ପତି ଙ୍କ ଦିଗ ପରିବର୍ତ୍ତନ ରେ ଏହି ସବୁ ଗ୍ରହଙ୍କ ପାଇଁ ବ୍ୟବସାୟୀ ଏଵଂ ଚାକିରୀ ସମ୍ପର୍କିତ ମାମଲା ରେ ଶୁଭ ଖବର ମିଳିବ। ତେବେ ଆସନ୍ତୁ ଜାଣିବା ୧୨ ରାଶିର କିପରି ୨୦୨୧ ବର୍ଷ ଟି ଅତି ବାହିତ ହେବାକୁ ଯାଉଛି ଜାଣିବା।

ମେଷ:- ଏହି ରାଶି ର ବ୍ୟକ୍ତି ମାନେ ଆଗାମୀ ବର୍ଷରେ ପାରିବାରିକ ସୁଖ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ମାନେ ପଢାରେ ମନ ଦେବେ। ଚାକିରୀ କ୍ଷେତ୍ରରେ ମଧ୍ୟ ପ୍ରୋମସନ୍ ହେବାର ସମ୍ଭାବନା ରହିଛି।

ବୃଷ:- ଏହି ରାଶି ଥିବା ବ୍ୟକ୍ତି ମାନେ ଅନେକ ସମୟରେ ଚାକିରୀ ସମ୍ବୋଧିତ ଭଲ ଖବର ପାଇବେ। ଏହା ସହିତ ପଢା କ୍ଷେତ୍ରରେ ମଧ୍ୟ ଭଲ ଫଳ ପାଇବେ। ସମ୍ପର୍କ ଅଧିକ ଗଭୀର ହେବ।

ମିଥୁନ:- ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ପୁର୍ବରୁ ଲାଗି ରହିଥିବା ସମସ୍ୟା ର ସବୁ ସମାଧାନ ମିଳିଯିବ। ଶୁଭ ରଙ୍ଗ ନାଲି। ଭଗବାନ ଶିବଙ୍କୁ କ୍ଷୀର ଅର୍ପଣ କଲେ ସବୁ ବିପଦ କଟିଯିବ।

କର୍କଟ:- ଏହି ରାଶି ଥିବା ବ୍ୟକ୍ତି ମାନେ ଯଦି ଚାକିରୀ ପାଇଁ ଆଗ୍ରହୀ ଥାନ୍ତି ତାହାଲେ ଆଶା ଅନୁଯାୟୀ ଫଳ ମିଳିବ। ଶୁଭ କାର୍ଯ୍ୟ ଆରମ୍ଭ କରିବେ ଯାହା ପୁର୍ବରୁ ମନରେ ଆଶା ରଖିଥିଲେ।

ସିଂହ:- ଏହି ରାଶି ଥିବା ବ୍ୟକ୍ତି ମାନେ ଦୂର ଯାତ୍ରା କରି ପାରନ୍ତି। ଏହା ସହିତ ପରିବାର ରେ ଉତ୍ତମ ସମ୍ପର୍କ ରଖିବାକୁ ଚେଷ୍ଟା କରିବେ। ଶନି ଙ୍କ ମନ୍ଦିର କୁ ଯାଇ ତାଙ୍କୁ ତୈଳ ଅର୍ପଣ କରନ୍ତୁ।

କନ୍ୟା:- ଏହି ରାଶି ଥିବା ବ୍ୟକ୍ତି ମାନେ ଆଗାମୀ ବର୍ଷ ରେ ଅଧିକ ସୁଖ ପ୍ରାପ୍ତି କରିବେ। ତାଙ୍କର ରୋଗ ଜନିତ ସମସ୍ୟା କମ୍ ଦେଖାଯିବ। ପରିବାର ରେ ପ୍ରେମ ସମ୍ପର୍କ ସୁଦୃଢ ହେବ।

ତୁଳା:- ଏହି ରାଶି ଥିବା ବ୍ୟକ୍ତି ମାନେ ଆଗାମୀ ବର୍ଷ ରେ ପୁରୁଣା ବନ୍ଧୁଙ୍କୁ ଭେଟିବେ। ତାହା ସହିତ ଯେଉଁମାନେ ବ୍ୟାଙ୍କିଙ୍ଗ କ୍ଷେତ୍ର ରେ ଅଛନ୍ତି ତାଙ୍କ ପାଇଁଁ ଭଲ ସମୟ ଅଛି।

ବିଛା:- ଏହି ରାଶି ଥିବା ବ୍ୟକ୍ତି ମାନେ ଆଗାମୀ ବର୍ଷ କିଛି ନୂଆ ସ୍ଥାନ କୁ ନିଜ ଲୋକ ସହିତ ଭ୍ରମଣ କରି ପାରନ୍ତି। ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଭଲ ଫଳ ଆଣିବେ।

ଧନୁ:- ଏହି ରାଶି ଥିବା ବ୍ୟକ୍ତି ମାନେ କିଛି ମାତ୍ରା ରେ ଚିନ୍ତା ରେ ରହିବେ। ଜମି ସଂକ୍ରାନ୍ତୀୟ ମାମଲା ସମସ୍ୟା ଦେଖାଯିବ। ସୋମବାର ଦିନ ଶିବଙ୍କୁ କ୍ଷୀର ଅର୍ପଣ କଲେ ବର୍ଷ ଟି ସୁଖରେ କଟିବ।

ମକର:- ଏହି ରାଶି ଥିବା ବ୍ୟକ୍ତି ମାନେ ବାଣିଜ୍ୟ ବ୍ୟବସାୟ ରେ ଅନେକ ଲାଭ ପଇବେ। ବିବାହିତା ଦମ୍ପତ୍ତି ମାନେ ସୁଖ ରେ ବର୍ଷ ବିତାଇବେ।

କୁମ୍ଭ:- ଏହି ରାଶି ଥିବା ବ୍ୟକ୍ତି ମାନେ କୌଣସି ଶୁଭ ଖବର ପାଇ ପାରନ୍ତି। ବିବାହ ପାଇଁଁ ଏହି ବର୍ଷ ଅନେକ ମାତ୍ରା ରେ ଅନୁକୂଳ ରହିଛି।


ମୀନ:- ଏହି ରାଶି ଥିବା ବ୍ୟକ୍ତି ମାନେ ଆଗାମୀ ବର୍ଷ ରେ ନୂଆ କାର୍ଯ୍ୟ ହାତକୁ ନେଇ ପାରନ୍ତି। ଏହି ରାଶି ମାନଙ୍କ ପାଇଁ କିଛି ମାତ୍ରାରେ ରୋଗ ବ୍ୟାଧି r ପୀଡ଼ା ଯୋଗ ରହିଛି। ତେବେ ଶନି ଦେବଙ୍କୁ ମନରେ ପ୍ରତିଦିନ ସ୍ମରଣ କରନ୍ତୁ ସବୁ ଦୁଖ ଦୂର ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।