ଗଣଶିକ୍ଷା ମନ୍ତ୍ରୀ – ଜାନୁଆରୀ ମାସରେ ନୂଆ ନିୟମ ଲାଗୁ ହେଲା ଶନିବାର ଏବଂ ରବିବାର ବି ହେବ ପାଠପଢା ଜାଣନ୍ତୁ କଣ କଣ ରହିବ ଗାଇଡଲାଇନ୍ସ

0

ସାରା ଦେଶ ରେ କୋରୋନା ର ପ୍ରକୋପ ରହିଛି ଯାହା ପାଇଁ ଆଜି ସାରା ଦେଶ ରେ ଲୋକ ଅସୁବିଧା ରେ ସମୁଖୀନ ହେଉଛନ୍ତି। ତେବେ ଏହି ରୋଗ କୁ ରୋକିବା ପାଇଁ କୌଣସି ସମାଧାନ ନଥିବାରୁ ହଜାର ହଜାର ଲୋକ ପୋକ ମାଛି ଭଳି ମରୁଛନ୍ତି । ତେବେ ଆଜି ଯାଏ ଏହି ରୋଗ କୁ ଭଲ କରିବା ପାଇଁ ଔଷଧ ବା ଟୀକା ର ଉଦ୍ଭାବନ ହୋଇ ନାହିଁ,ଆଉ ଯାହା ପାଇଁ ଏହି ସଙ୍କ୍ରମଣ କୁ ରୋକା ଯାଇ ପାରୁ ନାହିଁ। ତେଣେ ଏହି କୋରୋନ ପାଇଁ ସାରା ଦେଶ ଏବେ ଅନେକ ସମସ୍ୟା ର ସମୁଖୀନ ହେଲାଣି। ତେବେ ସରକାର ମଧ୍ୟ ଏହାକୁ ରୋକିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି।ହେଲେ କିଛି ଫଳପ୍ରଦ ହେଉ ନାହିଁ।ତେବେ ଏହି ସମସ୍ୟା ର ସମାଧାନ ପାଇଁ ଡାକ୍ତର ମାନେ ମଧ୍ୟ କିଛି କରି ପାରୁ ନାହାନ୍ତି କାରଣ ଏହା ଏକ ଅଜଣା ରୋଗ ,ତେଣୁ ଏହାର ଚିକିତ୍ସା ପଦ୍ଧତି କେମିତି ତା କେହି ଜାଣି ନାହାନ୍ତି,ଆଉ ଯାହା ପାଇଁ ଆଜି ସାରା ବିଶ୍ୱ ରେ ଲୋକ ମାନେ ଅନେକ ସମସ୍ୟା ରେ ସମୁଖୀନ ହେଉଛନ୍ତି।

ତେବେ ସଙ୍କ୍ରମଣ କୁ କିଛି ମତ୍ରା ରେ କମାଇବା ପାଇଁ ସରକାର ସାରା ଦେଶ ରେ ଲକ ଡାଉନ ର ଘୋଷଣା କରିଛନ୍ତି, ଆଉ ମାସ୍କ୍ ପିନ୍ଧି ବାହାରକୁ ଯିବାକୁ କହିଛନ୍ତି, ଆଉ ତା ସହ ସରା ଦେଶ ରେ ଲକ ଡାଉନ ପାଇଁ ସବୁ କିଛି ବନ୍ଦ ରହି ଥିଲା ଦୋକାନ ବଜାର , ଅଫିସ , ସ୍କୁଲ ,କଲେଜ , ମନ୍ଦିର , ରାସ୍ତା ଘାଟ ଆଦି ସବୁ କିଛି । ତେବେ ଏହି ବନ୍ଦ ପାଇଁ ଅନେକ ଲୋକ ବହୁତ ଅସୁବିଧା ରେ ସମୁଖୀନ ହୋଇ ଥିଲେ। ସବୁ କିଛି ବନ୍ଦ ଥିବାରୁ ଲୋକ ଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇ ଯାଇ ଥିଲା , ଯାହା ଫଳ ରେ ଲୋକ ମାନେ ଖାଇବାକୁ ପାଇଲେ ନାହିଁ ,

ଆଉ ତା ସହ ଅନେକ ସମସ୍ୟା ରେ ସମୁଖୀନ ହେଲେ। ତେବେ ଏଥି ପାଇଁ ଦେଶ ର ଆର୍ଥିକ ସ୍ଥିତି ମଧ୍ୟ ବହୁତ ଖରାପ ହେବାରେ ଲଗିଲା । ତେଣୁ ସରକାର ଏହାର ସମାଧାନ ପାଇଁ ସବୁ କିଛି ଖୋଲିବା ପାଇଁ ନିଷ୍ପତି ନେଇ ଥିଲେ।ତେବେ ଅନଲକ୍ ଜରିଆରେ ସରକାର ସବୁ କିଛି ଖୋଲି ଦେଇ ଥିଲେ କିନ୍ତୁ ସ୍କୁଲ ଓ କଲେଜ ବନ୍ଦ ରହି ଥିଲା,କାରଣ ସ୍କୁଲ ଓ କଲେଜ ଖୋଲିଲେ ସଙ୍କ୍ରମଣ ବଢ଼ି ପରେ ବୋଲି ଆଶଙ୍କା କରି ଆଜି ଯାଏ ସ୍କୁଲ କଲେଜ୍ ବନ୍ଦ ରହି ଥିଲା।

ତେବେ ଦେଶ ର ସରକାର ସବୁ ରାଜ୍ୟ ର ସରକାର ଙ୍କ ଉପରେ ଛାଡି ଦେଇ ଥିଲେ। ତେବେ ରାଜ୍ୟ ର ସ୍ଥିତି କୁ ଦେଖି ସ୍କୁଲ କଲେଜ ଖୋଲିବାର ନିଷ୍ପତି ନେବେ। ତେବେ ଆମ ରାଜ୍ୟ ର ଶିକ୍ଷା ମନ୍ତ୍ରୀ ପିଲା ଙ୍କ ଭବିଷ୍ୟତ କଥା ଚିନ୍ତା କରି ଜାନୁଆରୀ ରେ ସ୍କୁଲ କଲେଜ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି,ଆଉ ତା ସହ ୧୦୦ ଦିନ ପାଠ ପଢା ହେଲା ପରେ ପରୀକ୍ଷା ହେବ ବୋଲି ମଧ୍ୟ କହିଛନ୍ତି। ତେବେ ପ୍ରଥମେ ଦଶମ ଓ ଦ୍ୱାଦସ ଶ୍ରେଣୀ ର ଛାତ୍ର ଛାତ୍ରୀ ପାଇଁ ସ୍କୁଲ କଲେଜ ଖୋଲା ଯିବ ,ଆଉ ତା ସହ ଶନିବାର ଓ ରବିବାର ରେ ଛୁଟି ରହିବ ନାହିଁ ବରଂ ସେହି ଦିନ ଗୁଡିକ ରେ କ୍ଲାସ ହେବ । ନହେଲେ ୧୦୦ ଦିନ ର ପାଠ ପଢା ହୋଇ ପାରିବ ନାହିଁ। ତେଣୁ ସରକାର ଏଥି ପାଇଁ ସମସ୍ତ ସ୍କୁଲ ଓ କଲେଜ ର କ୍ୟାମ୍ପସ୍ କୁ ସଫା କରିବାକୁ ମଧ୍ୟ କହି ଥିଲେ,ଆଉ ସ୍କୁଲ ଓ କଲେଜ ଖୋଲିବା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।