ଦେଖନ୍ତୁ ଭିଡିଓ – ପ୍ରଥମ ଥର ପାଇଁ ଗାଈ ଜନ୍ମ ଦେଲା ଏକା ସାଙ୍ଗରେ 3-ଟା ବାଛୁରୀ ଛୁଆ ଏହାକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ ଲାଗିଛି

0

ଭଗବାନ ଙ୍କ ର ଏହି ସୃଷ୍ଟି ଏହି ଦୁନିଆ ବହୁ ବିଚିତ୍ର।କୁହାଯାଇଥାଏ ଭଗବାନ ନିଜେ ଏହି ଦୁନିଆ କୁ ଏବଂ ଦୁନିଆ ର ପ୍ରତ୍ୟେକ ଜିନିଷ କୁ ଗଢିଛନ୍ତି, ଦୁନିଆର ପ୍ରତ୍ୟକ ଜିନିଷ ମଧ୍ୟ ଆଶ୍ଚର୍ଯ୍ୟକର ଅଟେ। ତେବେ ଭଗବାନ ଙ୍କ ଦ୍ୱାରା ଗଢା ଯାଇଥିବା ଏହି ସୃଷ୍ଟି ଆଶ୍ଚର୍ଯ୍ୟକର ହୋଇଥିଲେ ବି ଅନେକ ସୁନ୍ଦର ମଧ୍ୟ ଅଟେ। ଏହି ଦୁନିଆରେ ଏପରି ଅନେକ ଜିନିଷ ଅଛି ଯାହାକି ଦେଖିବା ପାଇଁ ବହୁତ ସୁନ୍ଦର ଅଟେ। ଆମେ ଯଦି ଦେଖିବା ଆମର ପ୍ରକୃତି କୁ ସେ ପ୍ରକୃତି ବି କେତେ ସୁନ୍ଦର ଯାହାକୁ ଦେଖି ଲୋକ ମାନେ ବହୁତ ଖୁସି ହୋଇଥାଆନ୍ତି।

ତେବେ ଭଗବାନ ପ୍ରତ୍ୟେକ ଟି ଜିନିଷ ଟି କୁ ଏତେ ସୁନ୍ଦର ଭାବେ ଗଢିଛନ୍ତି କି, ସତରେ ଭଗବାନ ଙ୍କ ର ସୃଷ୍ଟି ବହୁତ ସୁନ୍ଦର ଏବଂ ବହୁତ ବିଚିତ୍ର। ତେବେ ଦୁନିଆର ସବୁଠାରୁ ବଡ ବିଚିତ୍ରତା ହେଉଅଛି, ଏକ ମଣିଷ ହେଉ କିମ୍ବା ଏକ ପଶୁ କୁ ଜନନୀ ହେବା,ସବୁ ନାରୀ ଏବଂ ସମସ୍ତ ମାଈ ପଶୁ ମାଆ ହୋଇଥାଆନ୍ତି ଯାହାକି ମଣିଷ ର ସୃଷ୍ଟି ନୁହେଁ ଭଗବାନ ଙ୍କ ର ସୃଷ୍ଟି। ତେବେ ବିଚିତ୍ରତା ଏଥିରେ ଏହା ହେଉଛି କି କେହି ପଶୁ କେବଳ ଗୋଟିଏ ପିଲା କୁ ଜନ୍ମ ଦେଇଥାଏ, ଆଉ କେହି ଅଣ୍ଡା ଦେଇଥାଏ ଏବଂ ଆଉ କେହି ଏକ ରୁ ଅଧିକ ଅନେକ ପିଲା ମାନଙ୍କୁ ଜନ୍ମ ଦେଇଥାଏ।

ଆଜିର ଦୁନିଆ ତ ସ୍ମାର୍ଟ ର ଯୁଗ ହେଲାଣି ସବୁ ଲୋକ ଆଜି କାଲି ସ୍ମାର୍ଟ ହେଲେଣି। ଯୁଗ ବହୁତ ଆଗକୁ ଗଲାଣି ,ଯୁଗ ଆଉ ପୁର୍ବ ପରି ହୋଇ ନାହିଁ। ଦେଶ ବିଦେଶର ଖବର ଜାଣିବା ପାଇଁ ଆଉ ଅନେକ ଦିନ ଅପେକ୍ଷା କରିବାକୁ ପଡୁନାହିଁ। ଦେଶ ବିଦେଶର ଖବର ଟିଭି ରେ ଦେଖିବା ପୂର୍ବରୁ ଲୋକ ମାନେ ଘରେ ବସି ନିଜ ଫୋନ୍ ସାହାଯ୍ୟ ରେ ସୋସିଆଲ ମିଡ଼ିଆ ସାଇଟ୍ ରୁ ସବୁକିଛି ଜାଣି ପାରୁଛନ୍ତି।ତେବେ ଲୋକ ମାନେ ସୋସିଆଲ ସାଇଟ୍ ରେ ଯୋଡି ହେବା ପରେ ସବୁକିଛି ଖବର ସେମାନେ ସୋସିଆଲ ସାଇଟ୍ ରୁ ପାଇ ଯାଉଛନ୍ତି।

ସୋସିଆଲ ମିଡ଼ିଆରେ ଆମେ ମାନେ ହୁଏତ ସମସ୍ତେ ଜୋଡିତ ଥିବା। ସୋସିଆଲ୍ ମିଡିଆ ରେ ଆସୁଥିବା ଅନେକ ଫଟୋ, ଭିଡିଓ ଓ ଖବର ସମ୍ପର୍କରେ ମଧ୍ୟ ଜାଣି ପାରୁଥିବା। ତେବେ ସୋସିଆଲ ମିଡ଼ିଆ ରେ ପ୍ରତିଦିନ ହଜାର ହଜାର ଭିଡିଓ ଆସିଥାଏ, ସେହି ସବୁ ଭିଡିଓ କୁ ଆମେ ମାନେ ଦେଖିଥାଉ ଏବଂ ସେହି ମଧ୍ୟରୁ ଏପରି କିଛି ଭିଡିଓ ଥାଏ ଯାହାକି ଆମ ମାନଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ଆମେ ମାନେ ଆଜି ଆପଣ ମାନଙ୍କୁ ସେହି ପରି ଏକ ଭିଡିଓ ସମ୍ପର୍କରେ କହିବୁ, ଯାହାକି ସୋସିଆଲ ମିଡ଼ିଆ ରେ ଏବେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗୁଛି।

ତେବେ ଆପଣ ମାନେ ତ ସମସ୍ତେ ଶୁଣିଥିବେ ଏବଂ ଦେଖି ମଧ୍ୟ ଥିବେ, କି ଗୋଟିଏ ଗାଈ କେବଳ ଗୋଟିଏ ବାଛୁରୀ ଛୁଆ କୁ ହିଁ ଜନ୍ମ ଦେଇଥାଏ। ଏବେ କିନ୍ତୁ ସୋସିଆଲ୍ ମିଡିଆ ରେ ଦେଖିବାକୁ ମିଳିଛି ଏକ ଗାଈ ଗୋଟେ ନୁହେଁ ବରଂ 3 ଟି ବାଛୁରୀ ଛୁଆ କୁ ଜନ୍ମ ଦେଇଛି। ଗାଈ ମଣିଷ ପରି ପିଲା ଜନ୍ମ କରିଥାଏ, କେବଳ ଗୋଟିଏ ପିଲା ହିଁ ଜନ୍ମ ଦେଇଥାଏ। ଏଠାରେ କିନ୍ତୁ କିଛି ଅଲଗା ଦେଖିବାକୁ ମିଳିଛି। ଏହି ବାଛୁରୀ ଛୁଆ ଗୁଡିକୁ ମାଆ ଗାଈ ଟି ଚାଟୁଛି ଏବଂ ସେହି ବାଛୁରୀ ଗୁଡିକ ମାଆ ପରି କଳା ମଧ୍ୟ ହୋଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।