Health Tips – ବାସି ମୁହଁରେ ଗରମ ପାଣି ପିଇବା ଦ୍ଵାରା ମୂଳରୁ ଭଲ ହେଇଯାଏ ଏହି 20 ଟି ଭୟଙ୍କର ରୋଗ ଜାଣନ୍ତୁ କ’ଣ କ’ଣ …..

0

ପାଣି ହେଉଛି ଜୀବ ମଣ୍ଡଳ ପାଇଁ ଏକାନ୍ତ କାମ୍ୟ। କାରଣ ପାଣି ବିନା ମଣିଷ ଏବଂ ଜୀବ ଜଗତ ବଞ୍ଚି ରହିବା ଅସମ୍ଭବ। ପୃଥିବୀରେ ଏମିତି ମାତ୍ର ଅଳ୍ପ କେତେକ ଜୀବ ଥିବେ ଯେଉଁମାନେ ବିନା ଜଳରେ ବଞ୍ଚି ପାରୁଛନ୍ତି। କିନ୍ତୁ ଆଜି ଆମେ ଜାଣିବା ପାଣି ର ଭୂମିକା ଜୀବ ଜଗତ ପାଇଁଁ କେତେ । କାରଣ ପାଣି ବିନା ମଣିଷ ଗୋଟିଏ ଦିନ ବଞ୍ଚିବା ଅସାଧ୍ୟ ଅଟେ। ମଣିଷ ସୁସ୍ଥ ରହିବାକୁ ହେଲେ ତାକୁ ପାଣି ନିହାତି ଆବଶ୍ୟକ ଅଟେ। ତେଣୁ ପାଣି ପିଇବାର ମଧ୍ୟ କେତେକ ନିୟମ ରହିଛି। ଏହାକୁ କେମିତି କେତେବେଳେ ଆଉ କେତେ ପରିମାଣରେ ପିଇଲେ ମଣିଷ ସୁସ୍ଥ ରହିବ ଆସନ୍ତୁ ଏହା ଆଜି ଜାଣିବା।


ଆମେ ପାଣି ଯଦି ସକାଳେ ବାସି ମୁହଁରେ ପିଇବୁ ତାହାଲେ ଅନେକ ପ୍ରକାରର ଉପକାର ଆମକୁ ମିଳିଥାଏ। ଅନେକ ରୋଗ ଠାରୁ ଆରମ୍ଭ କରି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାର ଅନେକ ସହାୟତା ମିଳିଥାଏ। ତେଣୁ ବିଜ୍ଞାନ ରେ ମଧ୍ୟ ଏହି ସମୟରେ ଜଳ ପିଇବାକୁ ଉପଦେଶ ରହିଛି। ତେଣୁ ଏହି ସମୟରେ ପାଣି ପିଇଲେ ଅନେକ ସୁଫଳ ମିଳେ। ଆମେ ପ୍ରତିଦିନ ପାଣି ପିଇ ଥାଉ ମାତ୍ର ଏହାକୁ କେଉଁ ସମୟରେ ପିଇବା କଥା ତାହା ଆମକୁ ଜଣା ନଥାଏ।

ତେଣୁ ଏହାକୁ ଆମେ ଜାଣି ପାରିଲେ ଯାଇ ଆମେ ନିଜ ସ୍ୱାସ୍ଥ୍ୟ ଠିକ୍ ସେ ଗଢି ପାରିବା। ଆପଣ ଜାଣିଥିବେ ଆମର ଶରୀର ହେଉଛି ପଞ୍ଚ ତତ୍ତ୍ଵ ରେ ଗଢା । ତେଣୁ ଜଳ ବା ପାଣି ଆମ ପାଇଁ ନିହାତି ଜରୁରୀ। ଖାଦ୍ୟ ଖାଇବା ପରେ ଏହା ପାଚନ ପ୍ରକ୍ରିୟା କୁ ଠିକ୍ ଭାବରେ ସନ୍ତୁଳିତ କରେ। ତେଣୁ ଆମ ଶରୀର କୁ ଏମିତି କି ବ୍ଲଡ଼ ତିଆରି କରିବା ପାଇଁ ଜଳ ର ଭୂମିକା ମଧ୍ୟ ବହୁତ ଗୁରୁତ୍ବପୁର୍ଣ ।


ବାସି ମୁହଁ ରେ ପାଣି ପିଇଲେ ଆମର ହଜମ ପ୍ରକ୍ରିୟା ଠିକ୍ ଭାବରେ ସନ୍ତୁଳିତ ହୋଇଯାଏ। ତାହା ସହିତ ଯେଉଁମାନଙ୍କ ର କଷ୍ଠ କାଠିନ୍ୟ ମଧ୍ୟ ଠିକ୍ ହୋଇଯାଏ। ଏହା ସହିତ ଯଦି ପରିସ୍ରା ଜନିତ ସମସ୍ୟା ଉପୁଜି ଥାଏ ତେବେ ତାହା ମଧ୍ୟ ଠିକ୍ ହୋଇଯାଏ। ଏହା ସହିତ ଯେଉଁ ମାନଙ୍କର ରକ୍ତ ଜନିତ ସମସ୍ୟା ଥାଏ ତାହା ମଧ୍ୟ ଠିକ୍ ହେଇଯିବ ଏହି ପାଣି ପିଇବା ଦ୍ବାରା। ଆପଣ ମାନେ ପ୍ରତିଦିନ ୪-୫ ଲିଟର ଜଳ ପିଇବା ଦରକାର। ଯାହା ବିଜ୍ଞାନ ସମ୍ମତି ଅଟେ।

ସେହିପରି ଯଦି ଗରମ ପାଣି ସକଳେ ପିଅନ୍ତି ତାହାଲେ ଝାଡା ଜନିତ ସମସ୍ୟା ମଧ୍ୟ ଠିକ୍ ହେଇଯିବ ସବୁଦିନ ପାଇଁ। ଆଉ ଯେଉଁମାନଙ୍କ ର ଏସିଡିଟି ରହିଛି ସେହି ମାନଙ୍କୁ ଖାସ୍ କରି ପ୍ରଚୁର ଜଳ ପାନ କରିବାକୁ ପଡ଼ିବ। ଏହା ଦ୍ବାରା ଏହି ସମସ୍ୟାରୁ ସବୁଦିନ ପାଇଁ ଆପଣ ଭଲ ହୋଇଯିବେ। ତେଣୁ ଜଳ ପିଇବା ଆମ ମାନଙ୍କ ପାଇଁ ସବୁଠାର ଗୁରୁତ୍ତ୍ୱପୂର୍ଣ୍ଣ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।