ନଦୀ ଭିତରେ , ନୂଆ ବିବାହ କରିଥିବା ଝିଅଟି ଲେହେଙ୍ଗା ଉଠାଇଲା, ତା’ପରେ ଲୋକମାନେ କ’ଣ ହେଲା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ

0

ବାହାଘର ଦୁଇଟି ହୃଦୟ ର ମିଳନ ଅଟେ।ଏମିତି ରେ ବି ଯେଉଁ ପୁଅ ଝିଅ ମାନେ ପରସ୍ପର କୁ ଭଲ ପାଇଥାନ୍ତି ସେମାନଙ୍କ ର ବିବାହ କୁ ନେଇ ସେମାନେ ବହୁତ ଉତ୍ସାହିତ ରହିଥାନ୍ତି। ଅନେକ ଲୋକ ନ୍କ ର ବିବାହ ବହୁତ ସହଜ ରେ ହୋଇ ଯାଇଥାଏ। କିନ୍ତୁ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କ ର ବିବାହ ବହୁତ କଷ୍ଟ ରେ ହୋଇ ଥାଏ। ଯାହା ଫଳରେ କି ସେମାନେ ନିଜର ଭାଗ୍ୟ କୁ ଏଥି ପାଇଁ ଦାୟୀ ଭାବି ଦେଇ ଥାନ୍ତି। କିନ୍ତୁ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ଏହି ଅସୁବିଧା କୁ ଭଲ ଭାବେ ସମ୍ନା କରନ୍ତି ଓ ସଫଳ ହୁଅନ୍ତି।


ଆଜି ଆମେ ଆପଣ ମାନଙ୍କୁ ଏପରି ଜଣେ ଝିଅ ର କାହାଣୀ କହିବୁ ଯିଏ କି ନିଜ ବିବାହ ରେ ଆସିଥିବା ବିପଦ କୁ ସହସର ସହିତ ସମ୍ନା କଲା ଓ ବିବାହ ବନ୍ଧନ ରେ ବନ୍ଧା ହୋଇ ଥିଲା। କଥା ହେଉଛି କି ବର୍ତାମାନ ସମୟରେ ଇଣ୍ଟରନେଟ ରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋ ରେ ବଧୁ ନିଜର ବିବାହ ଗାଉନ କୁ ଟେକି ଏକ ନଦୀ ପାର ହେବାର ଦୃଶ୍ୟ ଦେଖିବାକୁ ମିଳିଛି।  ଏହି ଘଟଣା ଟି ହେଉଛି ଫିଲିପାଇନ ର। ଏଠାରେ ଏକ ବିବାହ ର ଆୟୋଜନ ହେବାର ଥିଲା ତେବେ ବିବାହ ର ପୂର୍ବଦିନ ଏଠାରେ ପ୍ରବଳ ବର୍ଷା ହେବାରୁ ଏଠାରେ ପରିସ୍ଥିତି ସଙ୍ଗୀନ ହୋଇ ଯାଇଥିଲା। ବିବାହ ପାଇଁ ବର କୌଣସି ପ୍ରକାର ର ଚେଷ୍ଟା କରି ଆସି ବିବାହ ସ୍ଥଳ ରେ ପହଂଚି ଯାଇଥିଲା ହେଲେ ଦୁର୍ଭାଗ୍ୟ ବଶତଃ ବଧୁ ଟି ରାସ୍ତାରେ ଫସି ଯାଇ ଥିଲା।


ବଧୁ ଟି ତାର ପରିବାର ଲୋକଙ୍କ ସହ ବିବାହ ସ୍ଥଳୀ କୁ ବାହାରି ଥିଲା। କିନ୍ତୁ ରାସ୍ତାରେ ତାଙ୍କୁ ଅଟକିବାକୁ ପଡି ଥିଲା। ବନ୍ୟା ପାଣି ଯୋଗୁଁ ଆଗକୁ ଗାଡି ଯିବା ସମ୍ଭବ ନଥିଲା। ତେଣୁ ବିବାହ ଟି କେଂସେଲ ହେଲା ଭଳି ପ୍ରତିତ ହେଉଥିଲା। କିନ୍ତୁ ବଧୂ ଜଣଙ୍କ ଏପରି ହାର ସ୍ୱୀକାର କରିବାକୁ ପ୍ରସ୍ତୁତ ନଥିଲେ। ସେ ଏହି ବିପଦ କୁ ସମ୍ନା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ନ୍କଜର ବିବାହ ଗାଉନ କୁ ଉଠାଇ ଥିଲେ ଓ ଚାଲି ଚାଲି ସେହି ପାଣି କୁ ପାର କରିଥିଲେ।


ସୌଭାଗ୍ୟ ବସତ ସେ ବଧୂ ଜଣଙ୍କ ଯାଇ ଠିକ ସମୟରେ ଚର୍ଚ ରେ ପହଂଚି ଯାଇଥିଲେ। କାହିଁକି ନା ସେ ଆସିବାର କିଛି ସମୟ ପରେ ସେହି ଅଂଚଳ ରେ ଭୟଙ୍କର ବର୍ଷା ହୋଇ ଥିଲା । ଯଦି ସେ ଆସିବା ପାଇଁ ଆଉ ଟିକେ ବିଳମ୍ବ କରି ଦେଇଥାନ୍ତେ। ତାହାଲେ ନିଶ୍ଚିତ ବ୍ଯବରେ ତାଙ୍କର ବିବାହ କେଂସେଲ ହୋଇ ଯାଇଥାନ୍ତା। ତେବେ ଯାହା ହେଉ ଏହି ମହିଳା ଜନ୍ମକ ର ଏହି ଫୋଟୋ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।