ବଡ ଘୋଷଣା ! ମହିଳା ଙ୍କୁ ମିଳିବ ୬୦ ହଜାର ଟଙ୍କା । ଗାଁ ରୁ ସହର ସମସ୍ତେ ଉଠାଇ ପରିବେ ଏହାର ଫାଇଦା ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ଆଜି ର ସମାଜରେ ଲୋକ ମାନେ ଆଧୁନିକତା ପଛରେ ଗୋଡଉ ଛନ୍ତି ।ତେବେ ମଣିଷ ମାନେ ଲୋଭି ହୋଇ ଗଲେଣି,ଆଜିର ସମାଜ ପଇସା ପାଖରେ ଦାସ ହୋଇ ଯାଉଛି।ଆଜି କାଲି ଟଙ୍କା ପଇସା ନ ଥିଲେ ସେ ଜୀବନ ରେ ଆଗକୁ ଆଗେଇ ପାରିବନି , ଦି ମୁଠା ଖାଇବାକୁ ପାଇବ ନାହିଁ।ତେବେ ଆଜି ର ସମାଜ ରେ ମଣିଷ ମାନଙ୍କ ପାଇଁ ଟଙ୍କା ପଇସା ନିହାତି ଆବଶ୍ୟକ ରହିଛି। ତେବେ ଏହି ଟଙ୍କା ପାଇଁ ମଣିଷ ମାନେ ଅନେକ ଅନ୍ୟାୟ ଅତ୍ୟାଚାର କରୁଛନ୍ତି, ଚୋରି କରୁଛନ୍ତି , ଲୋକ ଙ୍କ ଘରେ ପଶି ଟଙ୍କା ପଇସା , ସୁନା ଗହଣା ସବୁ ଲୁଟି ନେଉଛନ୍ତି,ଆଉ ତା ସହ ଲୋକ ଙ୍କୁ ହତ୍ୟା କରି ସବୁ ପଇସା ନେଇ ଯାଉଛନ୍ତି। ତେବେ ଏହି ଭଳି ଘଟଣା ସମାଜ ରେ ଅଧିକ ଦେଖିବାକୁ ମିଳୁଛି।ତେବେ ଏହାର ସମାଧାନ ପାଇଁ କୌଣସି ବାଟ ନାହିଁ। ଲୋକ ମାନଂକର ଏହି ଲୋଭ ତାଙ୍କୁ ଅନେକ ସମସ୍ୟା ରେ ପକାଇ ଦେଇ ଥାଏ ,ଯାହା ପାଇଁ ସେମାନେ ଅନେକ କଷ୍ଟ ପାଇଁ ଥାନ୍ତି ଆଉ ତା ସହ ତାଙ୍କ ପରିବାର ମଧ୍ୟ।

ତେବେ ଆପଣ ମାନେ ଜାଣି ଥିବେ କି ଆଜି କାଲି ଲୋକ ମାନେ ସବୁବେଲେ ସୋସିଆଲ ମିଡିଆ ସହିତ ଜଡିତ ଅଛନ୍ତି, ଆଉ ସୋସିଆଲ ମିଡିଆରେ ମଧ୍ୟ ଅନେକ ତଥ୍ୟ ମିଳି ଥାଏ , ଯାହା ଆମର ଜାଣିବା ଦରକାର। ତେବେ ପ୍ରତଦିନ୍ ଘଟୁ ଥିବା ପ୍ରତେକ ଘଟଣା ସବୁ ଏହି ସୋସିଆଲ ମିଡିଆରେ ଦେଖିବକୁ ବା ଶୁଣିବାକୁ ମିଳି ଥାଏ।ତେବେ ଏହି ସୋସିଆଲ ମିଡିଆରେ ଫାଇଦା ଉଠାଇ ଅନେକ ଲୋକ ମିଛ ଖବର ପ୍ରସାର କରି ଲୋକ ଙ୍କୁ ଠକେଇବା କୁ ଚେଷ୍ଟା କରି ଥାନ୍ତି,ଆଉ ଏଥିରେ ଅନେକ ନିରୀହ ଲୋକ ସତ କଣ ମିଛ କଣ ଜାଣି ନ ପାରି ସେହିଥିରେ ଫସି ଯାନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ।

ତେବେ ସୋସିଆଲ ମିଡିଆରେ ରେ ଭାଇରଲ ହୋଉଛି କି ସରକାର ଙ୍କ ତରଫ ରୁ ମହିଳା ମାନଂକୁ ମିଳିବ ୬୦,୦୦୦ ଟଙ୍କା । ତେବେ ଏହି ଖବର ଅତି କମ ସମୟ ମଧରେ ସବୁ ଆଡେ ପ୍ରଚାର ହୋଇ ଯାଇ ଥିଲା,ଆଉ କିଏ ବା ନ ଚାହେଁ କି ବିନା କୌଣସି କାମ ରେ ଘରେ ବସି ପଇସା ପାଇବ । ତେଣୁ ଏହି ଖବର କୁ ନେଇ ଲୋକଙ୍କ ମନରେ ଆଗ୍ରହ ଜାରି ରହି ଥିଲା।ତେବେ ଦେଖିବାକୁ ଗଲେ କୋରୋନା ସଂକ୍ରମଣ ସଙ୍କଟ ସମୟ ରେ ସରକାର ଜନଧନ ଆକାଉଣ୍ଟ୍ ଥିବା ମହିଳା ମାନଙ୍କୁ ଅନେକ ପ୍ରକାର ସହାୟତା ଦେଇଛନ୍ତି।

ଏହି ଲକ୍ ଡାଉନ୍ ସମୟ ରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜ ଅନୁସାରେ ଏପ୍ରିଲ ମାସ ଠାରୁ କ୍ରମାଗତ ତିନି ମାସ ମହିଳା ଜନଧନ୍ ଆକାଉଣ୍ଟ୍ ଧାରି ମହିଳା ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ କ୍ରମାଗତ ୫୦୦ ଟଙ୍କା ଲେଖାଏଁ ପଠା ଯାଇଥିଲା । ତେବେ ପୁଣି ଏମିତି ଯୋଜନା କୌଣସି ନିୟୁଜ ରେ ଦେଖିବକୁ ମିଳି ନାହିଁ। ତେବେ ସୂଚନା ମିଳିଛି କି ଏହି ଖବର ଟି ସମ୍ପୂର୍ଣ ମିଥ୍ୟା, ଆଉ କେହି ଜଣେ ଲୋକ ଏମିତି ମିଥ୍ୟା ଖବର କୁ ସୋସିଆଲ ମିଡିଆରେ ଭାଇରଲ କରିଛି।ତେବେ ଏହି ଭଳି ଖବର କଦାପି ବିଶ୍ୱାସ କରନ୍ତୁ ନାହିଁ,ଆଉ ଏମିତି କୌଣସି ପଇସା ମହିଳା ମାନଂକୁ ଦିଆ ଯିବ ନାହିଁ ବୋଲି ସୂଚନା ମିଳିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।