ସାବଧାନ – ଅଣ୍ଡା ଖାଉଥିବା ଲୋକେ ନିହାତି ଦେଖନ୍ତୁ ହୋଇପାରେ ଏହିସବୁ ରୋଗ ଭୟଙ୍କର କଥା ଶୁଣନ୍ତୁ

0

ଆମେ ମାନେ ସମସ୍ତେ ପ୍ରତିଦିନ କିଛି ନା କିଛି ଖାଦ୍ୟ ଖାଇ ଥାଉ । ଯାହା ଆମ ଶରୀର କୁ ଶକ୍ତି ଯୋଗାଇ ଥାଏ, ଆଉ ଯାହା ଦ୍ୱାରା ଆମେ ସୁସ୍ଥ ରହି ଥାଉ। ତେବେ ଆମ କୁ ରୋଗ ମୁକ୍ତ ରହିବା ପାଇଁ ହେଲେ ଆମ କୁ ନିଜ ଖାଦ୍ୟ ରେ ପ୍ରତିଦିନ ଅନେକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାକୁ ହେବ । ଯାହା ଆମ କୁ ସୁସ୍ଥ ଓ ରୋଗ ମୁକ୍ତ ରଖି ଥାଏ,ଆଉ ତା ସହ ଆମ କୁ କାମ କରିବା ପାଇଁ ଶକ୍ତି ଯୋଗାଇ ଥାଏ।ତେବେ ଡାକ୍ତର ମାନେ କୁହନ୍ତି କି , ସୁସ୍ଥ ରହିବାକୁ ହେଲେ ଆମ କୁ ପ୍ରତିଦିନ ବ୍ୟାୟାମ ଓ କିଛି ଭିଟାମିନ ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି। ତେବେ ଏହା ଆମ କୁ ବିଭିନ ରୋଗ ଠୁ ଦୁରେଇ ରଖି ଥାଏ।


ତେବେ ଆମ ଶରୀର ରେ ଅନେକ ଅଙ୍ଗ ରହିଛି। ଯାହା ଆମ କୁ କାର୍ଯ୍ୟ କରିବା ପାଇ ସହଜ କରି ଥାଏ।ତେବେ ଆମେ ଯଦି କିଛି ପ୍ରୋଟିନ ଯୁକ୍ତ ଖାଦ୍ୟ ନ ଖାଇବା ତାହାଲେ ଆମ ଶରୀର ର ଥିବା ସମସ୍ତ ଅଙ୍ଗ କୁ ଦୁର୍ବଳ କରିଦେବ ,ଆଉ ତା ସହ ଆମ ଶରୀର ରେ ଅନେକ ରୋଗ ଦେଖା ଯିବ। ତେଣୁ ଆମେ ପ୍ରତିଦିନ ନିଜ ଖାଦ୍ୟ ରେ ଅନେକ ପ୍ରକାର ପରିବା , ଫଳ ,ମାଛ , ମାଂସ ଆଦି ମିଶାଇବା ଉଚିତ । ଯାହା ଆମ କୁ ଶକ୍ତି ଦେବ ଓ ଆମ ଶରୀର କୁ ସୁସ୍ଥ ରଖିବ। ତେବେ ଆପଣ ମାନେ ପ୍ରତିଦିନ ନିଜ ଖାଦ୍ୟ ରେ ଅଣ୍ଡା କୁ ମିଶାଇ ପ୍ରତିଦିନ ଖାନ୍ତୁ।ଏହା ଆପଣ ଙ୍କୁ ଅନେକ ଶକ୍ତି , ଭିଟାମିନ , କ୍ୟାଲସିଅମ ଆଦି ରହି ଥାଏ,ଯାହା ଆମ କୁ ଶକ୍ତି ଦିଏ ଆଉ ରୋଗ ମୁକ୍ତ ମଧ୍ୟ ରଖି ଥାଏ। ତେବେ ଅଣ୍ଡା ଆମ କୁ ଉର୍ଜା ଦେଇ ଥାଏ ଯାହା ଆମ କୁ କାମ କରିବା ପାଇଁ ଶକ୍ତି ମିଳି ଥାଏ।


ତେବେ କିଛି ଲୋକ ଅଛନ୍ତି ଯେଉଁ ମାନେ ଅଣ୍ଡା ଖାଇଲା ବେଳେ କିଛି ଭୁଲ କରିଦେଇ ଥାନ୍ତି। ତେବେ ଅନେକ ଲୋକ ଜାଣି ନ ଥିବେ କି ଅଣ୍ଡା କୁ କେମିତି ଓ ଗୋଟେ ଦିନ ରେ କେତୋଟି ଅଣ୍ଡା ଖାଇବା ଦରକାର। ତେବେ ଯଦି ଆପଣ ଏହୁ ଅଣ୍ଡା କୁ ଠିକ ଭାବେ ନ ଖାନ୍ତି , ତାହାଲେ ଏଥିରୁ ମିଳୁ ଥିବା ଲାଭ ଆପଣ ଠିକ ଭାବେ ପାଇ ପାରିବେ ନାହିଁ। ତେବେ ଆପଣ ଯଦି ଏହାର ଲାଭ ପାଇବାକୁ ଚାଁହାନ୍ତି , ତାହାଲେ ପ୍ରତିଦିନ ଦୁଇଟି ସିଝା ଅଣ୍ଡା ଖାନ୍ତୁ। ତେବେ ବେଳେ ବେଳେ ଆପଣ ଦେଖି ଥିବେ କି ଅନେକ ଲୋକ ଲୋଭ ରେ ତେଲ ରେ ତିଆରି ଅଣ୍ଡା ଖାଇ ଦେଇ ଥାନ୍ତି ,ଆଉ ଯାହା ଦ୍ୱାରା ସେମାଙ୍କର ଅନେକ ପେଟ ସମସ୍ୟା ଦେଖା ଦେଇ ଥାଏ।

ତେବେ ଯଦି ଆପଣ ଏହି ତେଲ ରେ ତିଆରି ଅଣ୍ଡା କୁ ଅଧିକ ଖାନ୍ତି , ତାହାଲେ ଆପଣ ଙ୍କୁ କୋଷ୍ଟ କାଠିନ୍ଯ ,ଡାଇବେଟିସ ଓ ଅନେକ ପେଟ ଯନ୍ତ୍ର ଭୋଗିବାକୁ ପଡି ଥାଏ। ତେବେ ଆମ କୁ ଅଣ୍ଡା ଖାଇଲା ବେଳେ ସାବଧାନ ର ସହ ଖାଇବାକୁ ପଡିବ,ନ ହେଲେ ଏହା ଆମର ଅଧିକ କ୍ଷତି କରି ପରେ। ତେବେ ସମସ୍ତ ଖାଦ୍ୟ ଖାଇବା ପାଇଁ ତାର ଏକ ପରିମାଣ ରହିଛି,ଆଉ ଯଦି ଆପଣ ପରିମାଣ ରୁ ଅଧିକ ଖାନ୍ତି ତାହାଲେ ଏହା ଆପଣ ଙ୍କୁ ଅଧିକ ଅସୁବିଧା ରେ ପକାଇବ ଆଉ ଶରୀର ରେ ଅନେକ ରୋଗ ଦେଖା ଦେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।