ଏହି ମହାଶନିବାର ରେ ଶନିଦେବଙ୍କ ଏହି ମନ୍ତ୍ର କହିଲେ, ଶନିଦେବ ତାର ସବୁ ଦୁଖ କଷ୍ଟକୁ ଦୁରେଇ ଦିଅନ୍ତି ||

0

ପ୍ରତେକ ବ୍ୟକ୍ତି ନିଜ ଜୀବନ ରେ ସବୁବେଳେ ଟଙ୍କା ଏବଂ ସଫଳତା ପାଇବାକୁ ଚେଷ୍ଟା କରିଥାଏ। ସେଥିପାଇଁ ଅନେକ ଲୋକ କିଛି ନା କିଛି କାର୍ଯ୍ୟ ବୃତ୍ତି କରି ଜୀବନ ଯାପନ କରନ୍ତି। କିନ୍ତୁ ଭାଗ୍ୟ ଅନେକ ସମୟରେ ତାଙ୍କ ସପକ୍ଷରେ ଯାଏ ନାହିଁ। ବ୍ୟକ୍ତି ସର୍ବଦା ଚାହେଁ କି ସେ ଚାହୁଁଥିବା ପ୍ରତେକ ଜିନିଷ ତାକୁ ସହଜରେ ମିଲିଯାଉ। କିନ୍ତୁ ସେମିତି ହୋଇ ନଥାଏ। ସେହି ବ୍ୟକ୍ତି ହେଉ ବା ଆମେ ନିଜେ ଅନେକ ସମୟରେ ଦୁଃଖ କଷ୍ଟ ପାଇଥାଉ। ଯେତେ ଧନ ଉପାର୍ଜନ କଲେ ମଧ୍ୟ ତାହା ଆମ ପାଇଁ ନିଅଣ୍ଟିଆ ହୁଏ ନାହିଁ। ଅନେକ ରୋଗ ବ୍ୟାଧି ପରିବାର ଲୋକଙ୍କୁ ମାଡ଼ି ବସେ। ଚାକିରୀ ସମ୍ପର୍କିତ ମାମଲା ରେ ନିରାଶ ହେବାକୁ ପଡ଼େ। ଠିକ୍ ସମୟରେ ବିବାହ ମଧ୍ୟ ଯୋଗ ଆସେ ନାହିଁ।


ତେବେ ଏହି ସବୁ ସମସ୍ୟା ରୁ ରକ୍ଷା ପାଇବାକୁ ହେଲେ ଅର୍ଥାତ୍ ଯଦି ଆପଣ ଧନ ପ୍ରାପ୍ତି କରିବାକୁ ଚାହାଁନ୍ତି କିମ୍ୱା ଚାକିରୀ ଏବଂ ସବୁ କ୍ଷେତ୍ର ରେ ସଫଳ ହେବାକୁ ଚାହାନ୍ତି ତେବେ ଏହି ଉପାୟ ନିହାତି ଥରେ କରନ୍ତୁ। ଦେଖିବେ ଏହି ଉପାୟ କରିବାର ମାତ୍ରା ଏକ ଦିନରୁ ଦୁଇ ଦିନ ଭିତରେ ସବୁ କାର୍ଯ୍ୟ ସଫଳ ହେବାରେ ଲାଗିବ। ଏହି ଉପାୟ କଲେ ଶନି ଙ୍କ କୃପା ଦୃଷ୍ଟି ପଡିବା ସହିତ ସବୁ କାର୍ଯ୍ୟ ରେ ଆପେ ଆପେ ସୁଫଳ ମିଳିବାକୁ ଆରମ୍ଭ ହୋଇଯିବ ।ତେବେ ଆସନ୍ତା ପଞ୍ଚମୀ ରେ ଆପଣ ଏମିତି ଏକ କାର୍ଯ୍ୟ କରନ୍ତୁ ଯାହାକି ଆପଣ ଙ୍କୁ କୋଟିପତି କରିବାରେ ସାହଯ୍ୟ କରିବ ।ଏବଂ ଶନିଦେବ ଙ୍କର ଆଶୀର୍ବାଦ ଆପଣ ଙ୍କ ଉପରେ ସଦାସର୍ବଦା ରହିବ ।


ତେବେ ଏହି ଦିନରେ ଶନି ଙ୍କୁ ସନ୍ତୁଷ୍ଟ କରିବା ପାଇଁ ,ଆମେ ଆପଣ ଙ୍କୁ ଏକ ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ବାରା ଆପଣ ଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ ।ତେବେ ଉପାୟଟି ହେଉଛି ଯେ :- ଶନିବାର ଦିନ ପଞ୍ଚମୀ ରେ ଆପଣ ଶନି ମନ୍ଦିର କୁ ଯାଆନ୍ତୁ ।ଆଉ ନିଷ୍ଠା ର ସହ ଶନି ଦେବ ଙ୍କ ଆଗରେ ଏକ ଘିଅ ବତୀ ଜଳାନ୍ତୁ ।ଏହା ପରେ ସେହି ମନ୍ଦିର ଚାରିପଟେ ପରିକ୍ରମଣ କରନ୍ତୁ ।ଏବଂ ପରିକ୍ରମ କରିବା ସହ ନିଷ୍ଠା ଓ ବିଶ୍ୱାସ ର ସହ ଏହି ମନ୍ତ୍ର ଟୀକୁ ଜୋପ କରନ୍ତୁ ।ତା ପରେ ଦେଖିବେ ଭଗବାନ ଶନି ଦେବ ଆପଣ ଙ୍କର ସମସ୍ତ ଦୁଖଃ କଷ୍ଟ କୁ ଦୂର କରିଦେବେ ଓ ଘରେ ସୁଖ ଶାନ୍ତି ର ପ୍ରବେଶ ହୋଇବ ।ତେବେ ସେହି ମନ୍ତ୍ର ଟି ହେଉଛି :-

“ଓଁ ପ୍ରାମ ପ୍ରିମ ପ୍ରମ ସହ ଶନି ନମଃ”

ଏହି ମନ୍ତ୍ର ଟୀକୁ ୭ଥର ଜୋପ କରିବା ପରେ ଶନିଦେବ ଙ୍କର ସାମ୍ନା କୁ ଯାଆନ୍ତୁ ଏବଂ ତାଙ୍କୁ ମୁଣ୍ଡିଆ ମାରି ଶନିଦେବ ଙ୍କ ଆଗରେ ନିଜର ଇଚ୍ଛା ପ୍ରକାଶ କରନ୍ତୁ ।ଏହା କରିବା ଦ୍ଵାରା ଆପଣ ଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହ ସମସ୍ତ ଦୁଖଃ କଷ୍ଟ ଦୂର ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।