ଦେଖନ୍ତୁ ଭିଡିଓ – ଏତେ ଦିନ ପରେ ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ ପପୁଲାର SINGER ଦିପ୍ତୀରେଖା,! ଜାଣନ୍ତୁ ସେ କାହାଙ୍କୁ କଲେ ବିବାହ….ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

0

ଆପଣ ମାନେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ର ସିନେମା ଦୁନିଆ କି ସିରିଏଲ ଦୂନିଆ ସହ ଯୋଡିତ ନଥିଲେ ଓଲିଉଡ୍ ର ସଙ୍ଗୀତ ଦୁନିଆ ସହ ନିଶ୍ଚିତ ଭାବେ ଯୋଡିତ ଥିବେ। ଲୋକ ମାନେ ଆଜି କାଲି ସବୁଠାରୁ ବେଶୀ ଓଡିଆ ଅପେକ୍ଷା ହିନ୍ଦୀ ପ୍ରତି ଇଚ୍ଛା କରୁଛନ୍ତି। ହେଲେ ଲୋକ ମାନେ ଓଡିଆ ଗୀତ ଶୁଣିବା ପାଇଁ ଟିକେ ଆଶାୟୀ ଥାଆନ୍ତି, କାରଣ ଓଡିଆ ଗୀତ ଶୁଣିବା ପାଇଁ ବହୁତ ଭଲ ଲାଗେ। ଆମ ଓଲିଉଡ୍ ରେ ବି ଏପରି ଅନେକ ସିଙ୍ଗର୍ ଅଛନ୍ତି,ଯେଉଁମାନେ କି ଓଡିଶା ର ଲୋକ ମାନଙ୍କୁ ସବୁବେଳେ ଅନେକ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇ ଥାଆନ୍ତି।

ତେବେ ଆମ ରାଜ୍ୟ ରେ ମେଲ୍ ସିଙ୍ଗର୍ ମାନଙ୍କ ଭିତରୁ ଦେଖିବାକୁ ଗଲେ ସବୁଠୁ ଆଗରେ ହ୍ୟୁମନ୍ ସାଗର ଥିଲେ ଏବଂ ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଆଉ ଜଣେ ମେଲ୍ ସିଙ୍ଗର୍ ହ୍ୟୁମନ୍ ସାଗର ଙ୍କ ର ସେହି ଜାଗା କୁ ନେବାକୁ ବସିଲେଣି, ତେବେ ସେହି ସିଙ୍ଗର୍ ଜଣଙ୍କ ଆଉ କେହି ନୁହେଁ ଆପଣ ମାନଙ୍କ ର ଅତିପ୍ରିୟ ସ୍ୱୟମ୍ ପାଢୀ। ତାଙ୍କ ର ଗୀତ ଗୁଡିକ ଏବେ ବହୁତ ସୁପରହିଟ୍ ହେବା ସହ ଲୋକ ମାନେ ତାଙ୍କ ର ସବୁ ଗୀତ କୁ ବହୁତ ପସନ୍ଦ କରୁଛନ୍ତି। ଇଏ ତ ଗଲା ମେଲ୍ ସିଙ୍ଗର୍ ମାନଙ୍କ କଥା, ଏବେ ଫିମେଲ୍ ସିଙ୍ଗର୍ ମାନଙ୍କ କଥା ଜାଣିବା। ତେବେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ବି ଅନେକ ଫିମେଲ୍ ସିଙ୍ଗର୍ ଯେଉଁ ମାନେ କି ଓଡିଶା ବାସୀ ଙ୍କୁ ଅନେକ ବହୁତ ଭଲ ଭଲ ଗୀତ ଭେଟି ଦେଇଛନ୍ତି ଏବଂ ଲୋକ ମାନେ ବି ସେମାନଙ୍କ ର ସେହି ସବୁ ଗୀତ କୁ ଅନେକ ମାତ୍ରାରେ ଗ୍ରହଣ ମଧ୍ୟ କରୁଛନ୍ତି।

ତେବେ ଓଲିଉଡ୍ ସବୁଠାରୁ ସୁପରହିଟ୍ ଏବଂ ବହୁତ ଫେମସ୍ ସିଙ୍ଗର୍ ହେଉଛନ୍ତି ଦୀପ୍ତିରେଖା ଯାହାଙ୍କ ପୂରା ନାମ ହେଉଛି ଦୀପ୍ତିରେଖା ପାଢୀ। ସିଏ ଅନେକ ସୁପରହିଟ୍ ସଙ୍ଗ୍ ସବୁ ଲୋକ ମାନଙ୍କୁ ଭେଟି ଦେଇଦେଇଛନ୍ତି ଆଉ ସେ ଅନେକ ଭଲ ଗୀତରେ ନିଜର କଣ୍ଠଦାନ ମଧ୍ୟ କରିଛନ୍ତି। ସେ ଅନେକ ରୋମାଣ୍ଟିକ୍ ସଙ୍ଗ୍ ଗାଇଛନ୍ତି ଲୋକ ମାନେ ତାଙ୍କର ପ୍ରତ୍ୟେକ ଗୀତ କୁ ବହୁ ଭଲ ଭାବରେ ଗ୍ରହଣ ମଧ୍ୟ କରିଛନ୍ତି। ତେବେ ସେହି ଦୀପ୍ତିରେଖା ଏବେ ହାତରୁ ଦି ହାତ ହୋଇ ଯାଇଛନ୍ତି,ଆସନ୍ତୁ ଜାଣିବା ତାଙ୍କ ବିବାହ ସମ୍ପର୍କରେ।

ତେବେ ଦୀପ୍ତିରେଖା ପ୍ରଥମେ ଏକ ଘରୋଇ ସିରିଏଲ୍ ରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ,ତାଙ୍କର ସେହି ରାଜକନ୍ୟା ସିରିଏଲ ରେ ସେ ଲିଡ୍ ରୋଲ୍ ରେ ନଜର ଆସିଥିଲେ। ଲୋକ ମାନେ ତାଙ୍କୁ ଏହି ସିରିଏଲ୍ ରେ ଅନେକ ଭଲପାଇବା ଦେବା ସହ ଅନେକ ମାତ୍ରାରେ ତାଙ୍କୁ ଗ୍ରହଣ ମଧ୍ୟ କରିଥିଲେ। ସେ ସେହି ଗୋଟିଏ ସିରିଏଲ୍ ରେ ହିଁ କାମ କରିଥିଲେ, ଏହା ପରେ ସେ ଆଉ ସିରିଏଲ୍ କରିନଥିଲେ। ଏହା ପରେ ସଙ୍ଗୀତ ଦୁନିଆରେ ପାଦ ଦେଇଥିଲେ, ସେ ମ୍ୟୁଜିକ୍ ସାଇନ୍ଟିଷ୍ଟ୍ ପ୍ରେମାନନ୍ଦ ଙ୍କ କହିବା ଅନୁଯାୟୀ ଆଗକୁ ବଢିଥିଲେ ଏବଂ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରି ଚାଲିଛନ୍ତି ଏବେବି।

ତେବେ ପ୍ରେମାନନ୍ଦ ସବୁବେଳେ ଦୀପ୍ତିରେଖା ଙ୍କ ଉପରେ ଭରସା କରନ୍ତି, ଏବଂ ଦୀପ୍ତିରେଖା ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର ଭରସା କୁ ଭାଙ୍ଗି ନାହାଁନ୍ତି ମଧ୍ୟ। ଆଜି ପର୍ଯ୍ୟନ୍ତ ସେ ଯେତେବି ଗୀତ ଗାଇଛନ୍ତି ସେହି ସବୁ ଗୀତ ସୁପରହିଟ୍ ହୋଇଛି, ବରଂ ଫିଲ୍ମ ସୁପରହିଟ୍ ହୋଇ ନାହଁ ହେଲେ ତାଙ୍କ କଣ୍ଠ ରୁ ବାହାରିଥିବା ଗୀତ ସବୁ ସୁପରହିଟ୍ ହୋଇଛି।

ଦୀପ୍ତିରେଖା ଙ୍କ ର ବହୁତ ଫ୍ୟାନ୍ ଥିଲେ, ତାଙ୍କର କଣ୍ଠ ଯେତିକି ସୁନ୍ଦର ସେ ଦେଖିବା ପାଇଁ ମଧ୍ୟ ତାହାର ବହୁତ ସୁନ୍ଦର। ଦୀପ୍ତିରେଖା ସବୁଆଡୁ ଦେଖିବାକୁ ଗଲେ ବହୁତ ସୁନ୍ଦର ଅଟନ୍ତି। ତେବେ ସେହି ଦୀପ୍ତିରେଖା ଏବେ ହାତ ରୁ ଦୁଇ ହାତ ହୋଇଯାଇଛନ୍ତି। ଏହି କରୋନା ସମୟ ରେ ସେ ସରକାର ଙ୍କ ର ସବୁ ନିୟମ କୁ ମାନି ଖୋର୍ଦ୍ଧା ର ବିଜନେସ୍ ମେନ୍ ସୌମ୍ୟରଂଜନ ଙ୍କୁ ଦୀପ୍ତି ନିଜର ଜୀବନ ସାଥୀ ବାଛିଛନ୍ତି। ତାଙ୍କ ବାହାଘର ରେ ଓଡିଶା ର ଅନେକ ନାମୀ ଦାମୀ କଳାକାର ମାନେ ଯୋଗ ଦେଇ ତାଙ୍କ ବୈବାହିକ ଜୀବନ ସୁଖମୟ ହେଉ ବୋଲି ଆଶୀର୍ବାଦ ମଧ୍ୟ କରିଛନ୍ତି। ଏହି କଥା ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେବା ପରେ ଦୀପ୍ତି ଙ୍କ ପାଖକୁ ଅନେକ ଶୁଭେଚ୍ଛା ର ସୁଅ ଛୁଟିଛି। ଆଗକୁ ଦୀପ୍ତି ତାଙ୍କ ର ସୁମଧୁର କଣ୍ଠରୁ ଓଡିଶା ବାସୀ ମାନଙ୍କୁ ଆହୁରି ଅନେକ ସୁପରହିଟ୍ ସଙ୍ଗ୍ ସବୁ ଭେଟି ଦେବେ ବୋଲି ସମସ୍ତ ଙ୍କ ର ଆଶା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।