ହନୁମାନ ମନ୍ଦିର ପାଇଁ ମୁସଲିମ ବ୍ୟକ୍ତି ଦାନ କଲେ ୧ କୋଟି ଟଙ୍କାର ଜମି, ମିଳୁଛି ଭୁରି ଭୁରି ପ୍ରଶଂସା । ତାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ….

0

ଆମ ପୃଥିବୀ ରେ ଅନେକ ଜାତିର ଲୋକ ବାସ କରିଥାନ୍ତି। ତେବେ ସବୁ ଧର୍ମ ର ଅଲଗା ଅଲଗା ପ୍ରଥା ରହି ଥାଏ , ଭିନ୍ନ ପ୍ରକାର ନିୟମ ସବୁ ରହି ଥାଏ। ତେବେ ପୃଥିବୀ ରେ ଅନେକ ଲୋକ ବାସ କରୁଛନ୍ତି , କିନ୍ତୁ ସେମାନ ଙ୍କୁ ଅଲଗା ଅଲଗା ଜାତି କହି ଅଲଗା କରି ରହିବାକୁ ପଡି ଥାଏ। ତେବେ ଆପଣ ମାନେ ଦେଖି ଥିବେ କି ଆମ ପୃଥିବୀ ରେ ଖ୍ରିଷ୍ଟିୟାନ୍ , ମୁସଲମାନ , ହିନ୍ଦୁ , ଶିଖ ଆଦି ଧର୍ମ ର ଲୋକ ବାସ କରୁଛନ୍ତି। ତେବେ ଦେଖିବକୁ ଗୋକେ ସମସ୍ତ ଙ୍କର ଭଗବାନ ଏକ ,କିନ୍ତୁ ସେମାନଙ୍କର ଅଲଗା ଅଲଗା ନାମ ଦେଇ ତାଙ୍କୁ ପୂଜା ବା ଆରାଧନା କରାଯାଉଛି। ତେବେ ଏହି ସବୁ ସମ୍ପ୍ରଦାୟି ରେ ବିବାହ ଠାରୁ ଆରମ୍ଭ କରି ପୂଜା ଅର୍ଚନା ଯାଏ ସମସ୍ତ ଵିଧି ନୀତି ନିୟମ, ଖାଦ୍ୟ , ପୋଷାକ ଆଦି ଭିନ୍ନ,ତେବେ ଏମାନଙ୍କର ଚିନ୍ତାଧରା ଭିନ୍ନ ରହି ଥାଏ।


ତେବେ ଆପଣ ମାନେ ଜାଣି ଥିବେ କି ସ୍ୱାଧୀନତା ପରଠୁ ହିନ୍ଦୁ ଓ ମୁସଲମାନ ଅଲଗା ହୋଇ ଯାଇ ଛନ୍ତି। ତେବେ ସ୍ଵାଧିନତା ପର ଠୁ ହିନ୍ଦୁ ଓ ମୁସଲମାନ ମାନଙ୍କ ଭିତରେ ସବୁବେଳେ ବିବାଦ ଲାଗି ରହି ରହେ,ଆଉ ସବୁବେଲେ ଯୁଦ୍ଧ ପାଇଁ ଆଗେଇ ଆସନ୍ତି ଏହି ଦୁଇ ଜାତି। ତେବେ ମୁସଲିମମନ ମାନେ ସବୁବେଳେ ନିଜ ଜାତି କୁ ପ୍ରଧ୍ୟାନ୍ୟ ଦେଇ ହିନ୍ଦୁ ମାନଙ୍କ ସହ ପ୍ରତି ମୁହୂର୍ତ୍ତ ରେ ବିବାଦ କରିବା ପାଇଁ ଆଗେଇ ଆସନ୍ତି। ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ,ଆଉ ଏହି ଘଟଣା ଟି ଏବେ ଗଣ ମାଧ୍ୟମ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି। ତେବେ ହିନ୍ଦୁ ମୁସଲମାନ ମାନଙ୍କ ବିବାଦ ସବୁବେଳେ କିଛି କାରଣ ରୁ ଲାଗି ରହି ଥାଏ ,ଏହି ଘଟଣା ଏବେ ସମସ୍ତ ଙ୍କୁ ଚମକାଇ ଦେଇଛି।

ତେବେ ବେଙ୍ଗୁଲୁର୍ ସହର ରେ ବାହାର ରେ ଏକ ହନୁମାନ ମନ୍ଦିର ରହିଛି,ଆଉ ଏହି ମନ୍ଦିର ରେ ପ୍ରତି ମୁହୂର୍ତ୍ତ ରେ ଭକ୍ତ ଙ୍କର ଭିଡ଼ ଲାଗି ରହି ଥାଏ। ତେବେ ଏହି ମନ୍ଦିର ର ଆକାର ବହୁତ ଛୋଟ,ତେଣୁ ଭକ୍ତ ମାନଙ୍କ ସୁବିଧା କୁ ଆଖିରେ ରଖି ଏହି ଛୋଟ ହନୁମାନ ମନ୍ଦିର କୁ ଏକ ବଡ଼ ସ୍ଥାନ ରେ ତିଆରି କରି ଏହାକୁ ଏକ ସୁନ୍ଦର ରୂପ ଦେବାକୁ ଚାଁହୁଚନ୍ତି। ତେବେ ଏହି ସମୟ ରେ ଜଣେ ମୁସଲମାନ୍ ହନୁମାନ ମନ୍ଦିର ପାଇଁ ଜମି ଦାନ କରି ଚର୍ଚ୍ଚା କୁ ଆସିଛନ୍ତି।ତେବେ ଏହି ବ୍ୟବସାୟୀ ଜଣକ ହେଉଛନ୍ତି ଏମ୍ଏମଯି ବାଶା । ତେବେ ବେଙ୍ଗାଲୁର ରେ ଏହି ହନୁମାନ ମନ୍ଦିର ପାଖରେ ତାଙ୍କର ଏକ ୧୬୩୪ ବର୍ଗ ଫୁଟ ର ଜମି ରହିଛି ଯାହାର ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ ।


ତେବେ ସେ ସ୍ୱଇଛା ରେ ଏହି ଜମି କୁ ମନ୍ଦିର କୁ ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି। ତେବେ ମନ୍ଦିର ରେ ପ୍ରତିଦିନ ଭକ୍ତ ଙ୍କ ଭିଡ଼ ବଢ଼ିବାରେ ଲାଗିଛି,ଆଉ ମନ୍ଦିର ତିଆରି ପାଇଁ ଟ୍ରଷ୍ଟ ବହୁତ୍ ଚିନ୍ତା ରେ ଥିଲା,ଆଉ ବାସା ଙ୍କ କାମ ପାଇଁ ଟ୍ରଷ୍ଟ ଏବେ ନିଶ୍ଚିନ୍ତ ହୋଇ ଯାଇଛି।ତେବେ ମନ୍ଦିର ଟ୍ରଷ୍ଟ ୧୦୮୯ ବର୍ଗ ଫୁଟ ର ଜମି ମନ୍ଦିର ପାଇଁ ଆବଶ୍ୟକ ବୋଲି କହିଥିଲେ କିନ୍ତୁ ଏମ୍ଏମଯି ବାଶା ନିଜର ୧୬୩୪ ଫୁଟ୍ ଜମି ଦାନ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି । ତେବେ ଟ୍ରଷ୍ଟ ଲୋକ ବାଶା ଙ୍କ କାମ ପାଇଁ ତାଙ୍କୁ ଧନ୍ୟବଦା ଜଣାଇ ଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।