ଏହି ମୁସଲମାନ ଦେଶରେ ଏକ ଆଶ୍ଚର୍ଯ୍ୟ କର କଥା ସମ୍ପର୍କରେ ଏଠାରେ କେବଳ ପୁରୁଷ ମାନେ ହିଁ ନୁହେଁ ବରଂ ମହିଳା ମାନେ ବି ରଖି ଥାଆନ୍ତି ଏକ ରୁ ଅଧିକ ସମ୍ବନ୍ଧ।

0

ଆମ ପୃଥିବୀ ରେ ଅନେକ ଜାତିର ଲୋକ ବାସ କରିଥାନ୍ତି। ତେବେ ସବୁ ଧର୍ମ ର ଅଲଗା ଅଲଗା ପ୍ରଥା ରହି ଥାଏ । ଭିନ୍ ପ୍ରକାର ନିୟମ ସବୁ ରହି ଥାଏ। ତେବେ ପୃଥିବୀ ରେ ଅନେକ ଲୋକ ବାସ କରୁଛନ୍ତି , କିନ୍ତୁ ସେମାନ ଙ୍କୁ ଅଲଗା ଅଲଗା ଜାତି କହି ଅଲଗା କରି ରହିବାକୁ ପଡି ଥାଏ। ତେବେ ଆପଣ ମାନେ ଦେଖି ଥିବେ କି ଆମ ପୃଥିବୀ ରେ ଖ୍ରିଷ୍ଟିୟାନ୍ , ମୁସଲମାନ , ହିନ୍ଦୁ , ଶିଖ ଆଦି ଧର୍ମ ର ଲୋକ ବାସ କରୁଛନ୍ତି। ତେବେ ଦେଖିବକୁ ଗୋକେ ସମସ୍ତ ଙ୍କର ଭଗବାନ ଏକ ,କିନ୍ତୁ ସେମାନଙ୍କର ଅଲଗା ଅଲଗା ନାମ ଦେଇ ତାଙ୍କୁ ପୂଜା ବା ଆରାଧନା କରାଯାଉଛି। ତେବେ ଏହି ସବୁ ସମ୍ପ୍ରଦାୟି ରେ ବିବାହ ଠାରୁ ଆରମ୍ଭ କରି ପୂଜା ଅର୍ଚନା ଯାଏ ସମସ୍ତ ଵିଧି ନୀତି ନିୟମ, ଖାଦ୍ୟ , ପୋଷାକ ଆଦି ଭିନ୍ନ। ତେବେ ଏମାନଙ୍କର ଚିନ୍ତାଧରା ମଧ୍ୟ ଭିନ୍ନ ରହି ଥାଏ।


ତେବେ ଆପଣ ମାନେ ଦେଖି ଥିବେ ଆଜିର ସମାଜ ରେ ଲୋକ ଙ୍କ ନୀଚ ଚିନ୍ତାଧରା ପାଇଁ ସମାଜ ଅତି ତଳକୁ ଖସି ଯାଉଛି। ଯାହା ଦ୍ୱାରା ଦେଶ ଆଗଉଛି ସତ କିନ୍ତୁ ମଣିଷ ମାନଂକର ଚିନ୍ତାଧରା ରେ କୌଣସି ପରିବର୍ତନ ନାହିଁ, ଏବେ ସମାଜ ରେ ଲୋକ ମାନେ ବିବାହ କୁ ଏକ ଖେଳ ବୋଲି ଭାବୁଛନ୍ତି। ତେବେ ଅନେକ ଲୋକ୍ ଗୋଟେ ବିବାହ କରିବା ପରେ ମଧ୍ୟ ପର ସ୍ତ୍ରୀ ସହ ସମ୍ପର୍କ ରଖି ତାକୁ ବିବାହ କରୁଛନ୍ତି।ତେବେ ଏହି ଘଟଣା ଏବେ ଅଧିକ ଦେଖିବାକୁ ମିଳୁଛି। ଆପଣ ମାନେ ଜାଣି ଥିବେ କି ମୁସଲମାନ ମାନେ ଏକ ରୁ ଅଧିକ ବିବାହ କରି ଥାନ୍ତି, ତେବେ ଏହା ତାଙ୍କ ଧର୍ମ ରେ କୌଣସି ଅସୁବିଧା ନ ଥାଏ,ଆଉ ପୁରୁଷ ମାନେ ନିଜ ଇଚ୍ଛା ରେ ସବୁ ସ୍ଥାନ କୁ ଯାଇ ପାରନ୍ତି , ଆଉ ସବୁ କିଛି ନିଜ ଇଚ୍ଛା ରେ କରି ଥାନ୍ତି, କିନ୍ତୁ ମହିଳା ମାନଂକୁ ଏତେ ସ୍ଵାଧିନତା ଦିଆ ଯାଇ ନ ଥାଏ।ମହିଳା ମାନେ ବାହାର କୁ ଆସିଲା ବେଳେ ବୁର୍ଖା ପିନ୍ଧି ଥାନ୍ତି। ତେବେ ଆଜି ମାନେ ଏମିତି ଏକ ଜାଗା ବିଷୟ ରେ କହିବୁ ଯେଉଁଠି , ମୁସଲମାନ ମହିଳା ମାନଂକୁ ଅନେକ ସ୍ୱାଧୀନତା ଦିଆ ଯାଇ ଥାଏ।


ଆଉ ତା ସହ ଏହି ମହିଳା ମାନେ ପର ପୁରୁଷ ସହ ସମ୍ବନ୍ଧ ମଧ୍ୟ ରଖି ପାରିବେ।ତେବେ ଏହି ସ୍ଥାନ ଟି ପାକିସ୍ତାନରେ ଆଫଗାନିସ୍ତାନ ବର୍ଡର ଠାରୁ ଛାଡିଯାଇଥିବା ଏକ ଅଞ୍ଚଳ । ଏହି ସ୍ଥାନ ରେ ମୁସଲମାନ ମହିଳାମାନେ କଲାସା ସମ୍ପ୍ରଦାୟର ହୋଇଥାନ୍ତି।ତେବେ ସେମାନେ ସାଧାରଣ ମୁସଲମାନ ମହିଳାଙ୍କ ତୁଳନାରେ ଅଧିକ ସ୍ୱାଧୀନତା ରେ ରହି ଥାନ୍ତି। ଏହି ମହିଳାମନେ ବିବାହ ପରେ ମଧ୍ୟ ଦ୍ୱିତୀୟ ପୁରୁଷଙ୍କ ସହ ସମ୍ବନ୍ଧ ରଖିବାର ଅନୁମତି ମିଳି ଥାଏ। ତେବେ ଏହି ସମ୍ପ୍ରଦାୟି ରେ ମହିଳା ମାନେ ବହୁତ ସୁନ୍ଦର ହୋଇ ଥାନ୍ତି । ଏମାନେ ସବୁେବେଳ ବିଭିନ ରଙ୍ଗ ର ଲୁଗା ପିନ୍ଧି ଥାନ୍ତି, ଆଉ ଏପରିକି ନିଜ ଇଚ୍ଛା ରେ ମଧ୍ୟ ବିବାହ କରି ଥାନ୍ତି।


ତେବେ ସୂଚନା ମିଳିଛି କି ଏହି ଅଞ୍ଚଳ ରେ ଲୋକ ସଂଖ୍ୟା ବହୁତ କମ।ଏମାନେ ଯେଉଁ ଅଞ୍ଚଳରେ ରୁହନ୍ତି ସେଠାକାର ଜନସଂଖ୍ୟା ବହୁତ କମ ଅଟେ।ଏହି ଅଞ୍ଚଳ ନିଜର ଅଜବ ପରମ୍ପରାକୁ ନେଇ ପ୍ରସିଦ୍ଧ ଅଟେ।ଏଠିକାର ମହିଳାମାନଙ୍କୁ ଯେବେବି ପର ପୁରୁଷ ପସନ୍ଦ ଆସିଯାଏ । ସେମାନେ ନିଜ ବିବାହକୁ ଭାଙ୍ଗି ଅନ୍ୟ ସହ ସମ୍ବନ୍ଧ ରଖି ପାରନ୍ତି,ଆଉ କୌଣସି ପର୍ବ ରେ ପୁରୁଷ ଓ ମହିଳା ମନେ ମିଶି ମଦ ପିଇ ଥାନ୍ତି।ତେବେ ଏହି ମହିଳା ବାହାର କୁ ଯାଇ ଥାନ୍ତି କାମ କରିବାକୁ, ଆଉ ଯଦି କେହି ମାରି ଯାଏ ତାହାଲେ ଏମାନେ ଖୁସି ମୋନାଇ ଥାନ୍ତି। ତେବେ ଏହି କଲାସା ସମ୍ପ୍ରଦାୟ ରେ ଖଇବର-ପଖତୁନଖୱା ପ୍ରାନ୍ତରେ ଚିତ୍ରାଳୟ ଘାଟିର ବାମ୍ଭୁରାତେ,ବିରିର ଓ ରାମ୍ବୁର ଅଞ୍ଚଳରେ ପଡିଥାଏ। ଏଠାକାର ଲୋକ ମାନେ ମାଟି, କାଠ ଓ କାଦୁଅରେ ତିଆରି ଛୋଟ ଛୋଟ ଘରେ ବସବାସ କରନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।