ପାତାଳୀ ଶ୍ରୀକ୍ଷେତ୍ର ପ୍ରଭୁ ଜଗନ୍ନାଥଙ୍କ ଆଶ୍ଚର୍ଯ୍ୟ ଜନକ ରହସ୍ୟ ଶୁଣିଲେ ଅବାକ ହୋଇଯିବେ ଜାଣନ୍ତୁ ଏହା ସମ୍ପର୍କିତ କିଛି ରହସ୍ୟମୟୀ କଥା ସମ୍ପର୍କରେ

0

ଆମ ଦେଶ ରେ ପ୍ରତେକ ଲୋକ ଈଶ୍ୱର ଙ୍କୁ ପୂଜା କରନ୍ତି , ତାଙ୍କୁ ଭକ୍ତି କରନ୍ତି । ତେବେ ସମସ୍ତଙ୍କର ଈଶ୍ୱର ଙ୍କର ଉପରେ ମଧ୍ୟ ପୂର୍ଣ୍ଣ ବିଶ୍ୱାସ ରହିଛି,ଆଉ ସମସ୍ତେ ଭାବନ୍ତି ଈଶ୍ୱର ଜାହା କରିବେ ସମସ୍ତ ଙ୍କ ମଙ୍ଗଳ ପାଇଁ । ତେବେ ବେଳେ ବେଳେ ଆପଣ ଭଗବାନ ଙ୍କର ଅନେକ ଲୀଳା ମଧ୍ୟ ଦେଖିବାକୁ ମିଳି ଥାଏ ,ଯାହା ଅତି ଆଶ୍ଚର୍ଯ୍ୟ ଲାଗେ । ତେବେ ଆମ ହିନ୍ଦୁ ଧରମ ରେ ଅନେକ ଦେବା ଦେବି ରହିଛନ୍ତି , ତେବେ ସେମାନେ ତାଙ୍କର ଭିନ୍ନ ଭିନ୍ନ ରୂପରେ ଲୀଳା ଦେଖାଇ ଆଜି ଜଗତ ରେ ପୂଜା ପାଉଛନ୍ତି। ତେବେ ପୁରାଣ କୁହେ କି ପ୍ରତେକ ଦେବା ଦେବି ଙ୍କର ଅନେକ ନାମ ରହିଛି

। ତେବେ ଏହି ନାମ ରହିବାର କାରଣ ସେମାନେ ଶତ୍ରୁ କୁ ବିନାଶ କରିବା ସମୟରେ ଭିନ୍ନ ରୂପ ଧାରଣ କରି ଥିଲେ । ତେବେ ଅନେକ ଦେବା ଦେବି ଙ୍କର ଅନେକ ରହସ୍ୟ ରହିଛି , ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗି ଥାଏ।  ତେବେ ପ୍ରଭୁ ଙ୍କର ଏମିତି ଅନେକ ରହସ୍ୟମୟ ସ୍ଥାନ ରହିଛି , ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଆଗ କାଳ ରେ ଭଗବାନ ଙ୍କର ଅନେକ ଅବତାର ରହି ଥିଲା ,ଆଉ ସେହି ଅବତାର ଧାରଣ ପଛରେ ଅନେକ କାହାଣୀ ରହିଛି। ତେବେ ଆଗରୁ ଅନେକ ପାହାଡ଼ ତଳେ ଅନେକ ଗୁଡିଏ ଗୁମ୍ଫା ଥିଲା। ତେବେ ସେହି ସବୁ ଗୁମ୍ଫା ରେ ମୁନି ଋଷି , ଭଗବାନ ମାନେ ଆସି ତପସ୍ୟା କରୁ ଥିଲେ,ତେବେ ସେଥିରୁ ଅନେକ ଗୁମ୍ଫା କୁ ଦର୍ଶନୀଯ ସ୍ଥାନ ପରିଣତ କରାଜାଇଛି।ତେବେ ଆଜି ଆମେ ସେମିତି ଏକ ଗୁମ୍ଫା ବିଷୟରେ କହିବୁ ଯାହା ଜାଣିଲେ ଆପଣ ମାନେ ଚକିତ ହୋଇଯିବେ। ତେବେ ପାତାଳି ଶ୍ରୀ କ୍ଷେତ୍ର ସୋନପୁର ଜିଲ୍ଲା ରେ ରହିଛି।

ବିଶ୍ୱାସ କରା ଯାଏ କି ଏହା ଏକ ଐତିହସିକ ସ୍ଥାନ,ଆଉ ଶୁଣା ଯାଏ କି ସେହି ପାତାଳି ଗୁମ୍ଫା ରେ ପ୍ରଭୁ ଶ୍ରୀ ଜଗନ୍ନାଥ , ମାତା ସୁଭଦ୍ରା ଆଉ ଶ୍ରୀ ବଳରାମ ୧୪୪ ବର୍ଷ ଧରି ଏହି ଗୁମ୍ଫା ରେ ପାତାଳି ହୋଇ ରହି ଥିଲେ।ତେବେ ଏହି ଗୁମ୍ଫା ର ଚାରି ପଟେ ପାହାଡ଼ ଘେରି ରହିଛି,ଆଉ ଏହି ସ୍ଥାନ ଟି ଦେଖିବାକୁ ବହୁତ ସୁନ୍ଦର ଅଟେ। ତେବେ ଶୁଣିବାକୁ ମିଳେ କି ଏହି ଗୁମ୍ଫା ଗୁଡିକ ରେ ଅନେକ ଧନ ରତ୍ନ ରହିଛି, ଆଉ ଆଗରୁ ମୁନି ଋଷି ପୂଜା କରି ଆସୁଛନ୍ତି। ତେବେ ସେହି ଠାରେ ରହିଛି ତ୍ରିକୁଟ ପାହାଡ଼,ଆଉ ସେହି ପାହାଡ଼ ପାଖରେ ଏକ ଆମ୍ବ ଗଛ ତଳୁ ଝରି ଆସୁଛି ଏକ ସୁନ୍ଦର ଝରଣା। ତେବେ ଏହି ସ୍ଥାନ ର ମାଟି ଚନ୍ଦନ ଭଳି ବାସ୍ନା ହେଉ ଥିବାରୁ ଏହାକୁ ଚନ୍ଦନ ଖୋଲ ବଲି କୁହନ୍ତି।ତେବେ ସେହି ଚନ୍ଦନ ଖୋଲ ନିକଟ ରେ ରହିଛି ତାଳ ଖୋଲ ।

ସେଠାରେ ଏକ ବଡ଼ ପଥର ରହିଛି, ଆଉ ସେହି ପଥରେ ଉପରେ ଲୋକ ମାନେ ବସି ଜଗନ୍ନାଥ ଙ୍କ ନାମ କୀର୍ତନ କରି ଥାନ୍ତି।ତେବେ ସେଠାରେ ଅନେକ ଗୁମ୍ଫା ଭିତରୁ ଦାରୁପନ୍ ଗୁମ୍ଫା ରେ ପ୍ରଭୁ ଜଗନ୍ନାଥ ଙ୍କୁ ପାତାଳି କରା ଯାଇ ଥିଲା। ତେବେ ଆଗରୁ ରକ୍ତ ବାହୁ ନାମକ ଏକ ରାକ୍ଷସ ଶ୍ରୀ ମନ୍ଦିର ଉପର କୁ ଆକ୍ରମଣ କରିଥିଲା,ଆଉ ତା ଠାରୁ ରକ୍ଷା କରି ପାଇଁ ପ୍ରଭୁ ଙ୍କୁ ସେତେବେଳେ ର ରାଜା ତାଙ୍କୁ ନଦୀ ପାର କରାଇ ସୋନ ପୁର ନେଇ ଆସିଥିଲେ,ଆଉ ପ୍ରଭୁ ଙ୍କୁ ଏହି ତ୍ରିକୁଟ ପାହାଡ଼ ରେ ଥିବା ଗୁମ୍ଫା ରେ ପାତାଳି କରି ଲୁଚାଇ ଦେଇ ଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।