ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ନିଜର ୨୩ ବର୍ଷୀୟ ଶିକ୍ଷୟତ୍ରୀଙ୍କୁ ବିବାହ କରିବାକୁ ବାଧ୍ୟ ହେଲେ ,ବାହାଘରର କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ

0

ପୂର୍ବକାଳରେ ଗୁରୁ-ଶିଷ୍ୟ ଏବଂ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଗୁରୁ-ଶିଷ୍ୟ ମଧ୍ୟରେ ରହିଛି ଆକାଶ ପାତାଳର ଫରକ । ପୂର୍ବ କାଳରେ ଗୁରୁ ଙ୍କୁ ପୁଲମାନେ ନିଜର ପିତା ପରି ମାନୁଥିଲେ ଏବଂ ତାଙ୍କର ପ୍ରତ୍ୟେକ ବାଣୀ ପିଲାଙ୍କ ପାଇଁ ଏକ ପ୍ରକାର ଶପଥ ଥିଲା ଏବଂ ସେହି ପରି ଶିକ୍ଷକ ମାନେ ମଧ୍ୟ ନିଜ ଶିଷ୍ୟଙ୍କୁ ନିଜର ପୁତ୍ର ପରି ଦେଖୁଥିଲେ ଏବଂ ସବୁବେଳେ ସେମାନଙ୍କର ଶୁଭ କାମନା ପାଇଁ ପ୍ରାର୍ଥନା କରୁଥିଲେ । କିନ୍ତୁ ବର୍ତ୍ତମାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅତ୍ୟାଧୁନିକ ହୋଇଥିବାରୁ ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଏବେ ପ୍ରଶ୍ନବାଚୀ ଆସିଛି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି ଜଣେ ଛାତ୍ର ଓ ଶିକ୍ଷୟତ୍ରୀ ଙ୍କର ଭିଡ଼ିଓ ଯାହା ଦେଖିଲେ ଆପଣଙ୍କ ଲୋମ ତାଙ୍କୁରି ଉଠିବ ।


ସୂଚନା ଅନୁସାରେ , ବର୍ତ୍ତମାନର ଏହି ଅତ୍ୟାଧୁନିକତା ର ପ୍ରଭାବ ରେ ଗୁରୁ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ବନ୍ଧନ ତଥା ସମ୍ପର୍କ ରେ ମଧ୍ୟ ଏବେ କଳଙ୍କ ଲଗଲାଣି ।ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲା ଙ୍କର ପଥଦର୍ଶକ ହୋଇ ସେମାନଙ୍କୁ ତାଙ୍କର ଜୀବନ ର ମହତ୍ତ୍ୱ କଣ ବୁଝିବା କଥା ପାସରି ନିଜର ଘୃଣ୍ୟ କାମନା କୁ ପୂରଣ କରିବାକୁ ଛାତ୍ରଛାତ୍ରୀ ଙ୍କର ଜୀବନକୁ ମଧ୍ୟ ନଷ୍ଟ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ।ତେବେ ଆମେ ଆପଣ ଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।


ଉଲେଖଯୋଗ୍ୟ ଯେ,ଚେନାଇ ର ଆନ୍ଦ୍ର ରେଡ଼ଲାଇନ ଥରେ ଜଣେ ଦଶମ ଶ୍ରେଣୀର ଛାତ୍ର ତାଙ୍କର ଶିକ୍ଷୟତ୍ରୀ ଙ୍କୁ ବିବାହ କରିଛନ୍ତି। ଘଟଣା ଟି ବିସ୍ମୟକର ହୋଇଥିଲେ ମାଧ୍ୟ ସତ୍ୟ ଅଟେ ।ତେବେ ଆଶ୍ଚର୍ଯ୍ୟ ର କଥା ଏହି କି ଯେ ଏହି ବିବାହ ସେହି ୧୫ ବର୍ଷ ର ଛାତ୍ର ଓ ୨୩ ବର୍ଷୀୟ ଶିକ୍ଷୟତ୍ରୀ ଙ୍କର ସହମତି ରେ ସମ୍ପୂର୍ଣ୍ଣ ପାରମ୍ପରିକ ରୀତି ରେ ସମ୍ପୂର୍ଣ୍ଣ ହୋଇଛି ।


ସେହି ପରି ୨୦୧୪ ମସିହାରେ ସ୍କଟଲାଣ୍ଡ ର ଏକ ଭିଡ଼ିଓ ଓ ଫୋଟ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା ଯେଉଁଥିରେ ଜଣେ ଫ୍ରାନ୍ସ ଶିକ୍ଷୟତ୍ରୀ ଜଣେ ୧୭ ବର୍ଷର ଛାତ୍ର ସହ ରାତିସାରା ଯୌନ ସମ୍ପର୍କ ରଖିଥିଲେ ।କିନ୍ତୁ ଏହି ଘଟଣା କୁ ଶିକ୍ଷୟତ୍ରୀ ଜଣଙ୍କ ମାନିବା କୁ ପ୍ରତ୍ୟାଖ୍ୟାନ କରିଥିଲେ ।କିନ୍ତୁ ଏକ ଇଂରାଜୀ ଖବର କାଗଜ ର ଡାଟା ଅନୁସାରେ , ଶିକ୍ଷୟତ୍ରୀ ଜଣଙ୍କ ଜଣେ ୧୭ ବର୍ଷ ର ଛାତ୍ର କୁ ୫-୬ ଜୁନ ୨୦୧୪ ମସିହାରେ ଏକ ହୋଟେଲ କୁ ନେଇ ତାକୁ ମଦ ପିଇବା କୁ ଦେଇଥିଲେ ।ଆଉ ରାତି ସାରା ତା ସହ ଶାରୀରିକ ସମ୍ପୂର୍ଣ୍ଣ ମଧ୍ୟ ରଖିଥିଲେ ।ମାତ୍ର ଏ ବିଷୟରେ ଯେତେବେଳେ ତାଙ୍କୁ ପଚାରାଯାଇ ଥିଲା ସେ ଏହାକୁ ଏକ ଭୁଲ ଘଟଣା ବୋଲି କହିଥିଲେ ।କିନ୍ତୁ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଫୋଟ ରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲା ସେହି କୁର୍ଷିତ କାର୍ଯ୍ୟ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।