ଦେଖନ୍ତୁ ଭିଡିଓ – ଭିଡିଓ ଦେଖିଲେ କାନ୍ଦି ପକେଇବେ ନିରାଟ ସତ୍ୟ ଘଟଣା ସମ୍ପର୍କରେ ସାମାନ୍ୟ ଗୋଟିଏ ଜିନିଷ ପାଇଁ ଗୋଟିଏ ସୁଖୀ ପରିବାର ଉଯୁଡିଗଲା

0

ଆମ ସମାଜ ରେ ଅନେକ ଘଟଣା ସବୁ ଦେଖିବାକୁ ମିଳି ଥାଏ। ଯାହା ଆମ ଜୀବନ ହଠାତ ଘଟି ଥାଏ,ଆଉ ଏମିତି କିଛି ଘଟିବ ବୋଲି ଆମେ କେବେ ଭାବି ମଧ୍ୟ ନ ଥିବା କିନ୍ତୁ ଏମିତି କିଛି ଘଟଣା ଘଟି ଯାଏ , ଯାହା ଆମ ଜୀବନ କୁ ସମ୍ପୁର୍ଣ୍ଣ ଭାବେ ବଦଳାଇ ଦେଇଥାଏ,ଆଉ ଏଥି ପାଇଁ ଆମେ ଅନେକ ଅସୁବିଧା ରେ ମଧ୍ୟ ପଡି ଥାଉ।ତେବେ ପ୍ରତିଦିନ ଆମେ ଅନେକ ଘଟଣା ସବୁ ଦେଖିବାକୁ ପାଇ ଥାଉ, ଏହି ସବୁ ସମସ୍ୟାର ସମାଧାନ ପାଇଁ କୌଣସି ରାସ୍ତା ନଥାଏ ,କାରଣ ଏମିତି କିଛି ଘଟଣା ଘଟିବ ବୋଲି ଆମେ ଜାଣି ନଥାଉ।ତେବେ ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ ,ଯାହା ପାଇଁ ଅନେକ ଲୋକ ଙ୍କର ଜୀବନ ମଧ୍ୟ ଚାଲି ଯାଏ,ଅନେକ ଲୋକ ଏଥିରେ ଆହତ ହୋଇ ଯାନ୍ତି। ତେବେ ଆମେ ପ୍ରତିଦିନ୍ ଏମିତି ଅନେକ ଘଟଣା ଦେଖିବାକୁ ପାଉ ଥିବା,ଯେଉଁ ଥିରେ ଲୋକ ଙ୍କର ମୁର୍ତ୍ୟୁ ହୋଇ ଯାଏ,ଆଉ ଯେଉଁ ମାନଂକର କିଛି ଭୁଲ ନ ଥାଏ , ସେମାନେ ମଧ୍ୟ ଅନେକ ଅସୁବିଧା ରେ ସମୁଖୀନ ହୋଇ ଥାନ୍ତି।

ତେବେ ପ୍ରତିଦିନ ଆପଣ ମାନେ ସଡ଼କ ଦୁର୍ଘଟଣା ବିଷୟରେ ଶୁଣୁ ଥିବେ। ଆଜିର ଯୁବପିଢି ମାନେ କେମିତି ଭାବରେ ଗାଡି ଚଳାଉଛନ୍ତି, ଆଉ ଯାହା ପାଇଁ ଅସୁଵିଧା ରେ ପଡୁଛନ୍ତି। ତେବେ ଦେଖିବାକୁ ଗଲେ ଅନେକ ଲୋକ ମଦ ପିଇ କରି ଗାଡି ଚଳାଇ ଥାନ୍ତି,ଯାହା ପାଇଁ ତାଙ୍କର ଗାଡି ରେ ଦୁର୍ଘଟଣା ହୋଇ ଆହତ ବା ଅନେକଙ୍କର ଜୀବନ ମଧ୍ୟ ଚାଲି ଯାଏ। ତେବେ ଏହି ସବୁ ଘଟଣା ଏବେ ପ୍ରତିଦିନ ଦେଖିବାକୁ ମିଳୁଛି,ଆଉ ଏହା ଦିନ କୁ ଦିନ ବଢ଼ି ଯାଉଛି। ତେବେ ଏହାର ସମାଧାନ ପାଇଁ ଅନେକ ନିୟମ ରହୁଛି,କିନ୍ତୁ ଲୋକ ମାନେ ଶୁଣିବାକୁ ଚାଁହୁ ନାହାନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି,ଯାହା ଅତି ଦୟନିୟ, ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।

ତେବେ ଏହି ଆଶ୍ଚର୍ଯ୍ୟକର ଘଟଣା ଟି ହେଉଛି କଳାହାଣ୍ଡି ଜିଲ୍ଲା ର,ତେବେ ଏହି ଘଟଣା ଟି ପୁରା ସତ । ତେବେ ଘଟଣା ଟି ହେଉଛି , ଦିନେ ଜଣେ ଗରିବ ଲୋକ ଯାହାର ନାମ ରାଜୁ ,ସେ ତା ଘରେ ଏକ ମାତ୍ର ଲୋକ ଯିଏ କି କାମ କରେ ଆଉ ଘର କୁ ପଇସା ଆଣିଲେ , ଘରେ ଚୁଲି ଜଲେ। ତେବେ ସେ ଦିନେ କାମ କୁ ବାହାରି ଯାଇଛି, ଆଉ କାମ କରି ଘର କୁ ଫେରୁ ଥିଲେ। ତିନି ଜଣା ଲୋକ ଗୋଟେ ସ୍ଥାନ ରେ ମଦ ପିଇ କରି ଗାଡି ଚଳାଇ ଆସୁ ଥିଲେ। ସେମାନେ ଅଧିକ ମଦ ପିଇ ଦେଇ ଥିବାରୁ ଗାଡି କୁ ଠିକ ଭାବେ ଚଳାଇ ପାରୁ ନ ଥିଲେ,ତେଣୁ ସେମାନେ ଭାରସାମ୍ଯ ହରାଇ ସେହି ଗରିବ ଲୋକ ରାଜୁ ର ସାଇକେଲ ରେ ଯାଇ ବଡେଇ ଗଲେ,ଆଉ ସବୁ ରାସ୍ତା ରେ ପଡି ଗଲେ, କିନ୍ତୁ ଏହି ଦୋଷ ନ ଥିବା ନିରୀହ ଲୋକ ଟି ର ସେହି ଘଟଣା ସ୍ଥଳ ରେ ହିଁ ମୁର୍ତ୍ୟୁ ହୋଇ ଗଲା।

ଏହା ଦେଖି କିଛି ଲୋକ ଦୌଡ଼ି ଆସିଲେ,ଆଉ ଆମ୍ବୁଲାନ୍ସ କୁ ଡାକିଲେ କିନ୍ତୁ ଆଉ କିଛି ଏହି ଘଟଣା ର ମଜା ନେବା ଭଳି ଏହି ଘଟଣା ର ଭିଡିଓ କରୁ ଥିଲେ । ତେବେ ଏହା କଣ ମଣିଷ ପଣିଆ ଜଣେ ନିରୀହ ଲୋକ ତଳେ ପଡିଛି, ଆଉ ତାର ଭିଡିଓ କରି ସୋସିଆଲ ମିଡିଆରେ ରେ ଛାଡିଲେ ସେ ଲୋକ ଟି ବଞ୍ଚି ଯିବନି।ତେବେ ଆଜି ର ଲୋକ ଙ୍କର ଚିନ୍ତାଧରା ଏହି ପରି ହୋଇ ଗଲାଣି, ଆଉ ଯେଉଁମାନେ ମଦ ପିଇ ଗାଡି ଚଳାଉଛନ୍ତି , ସେମାନେ ନିଜେ ଅସୁବିଧା ରେ ପଡିବା ସହ ଅନ୍ୟକୁ ମଧ୍ୟ ଅସୁବିଧା ରେ ପକାଉଛନ୍ତି। ତେଣୁ ମଦ ପିଇ ଗାଡି ଚଳାଇବା ଉଚିତ ନୁହଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।