Dr . Anurag – ସକାଳେ ଏହାକୁ ପାଣିରେ ଭିଜେଇ ଖାଇଲେ ମଧୁମେହ ଏବଂ କୋଲେଷ୍ଟ୍ରଲର ସବୁଦିନ ପାଇଁ ଗାଏବ ହୋଇଯିବ କରନ୍ତୁ ମାତ୍ର ଏହି ଗୋଟିଏ କାମ

0

ଆଜି ର ମଣିଷ ଅନେକ ମାତ୍ରା ରେ ଅସୁସ୍ଥ ହୋଇ ପଡ଼ିଛି। କୌଣସି ବ୍ୟକ୍ତି ସୁସ୍ଥ ଥିଲା ପରି ଜଣା ପଡୁଅନାହାନ୍ତି। ମୋଟା ପଣ ପାଇଁ ଅନେକ ଲୋକ ଚିନ୍ତିତ ଅଟନ୍ତି। କାରଣ ମୋଟା ପଣ ହେବା ଦ୍ବାରା ଅନେକ ରୋଗ ଯେପରି ମେଦ ବହୁଳତା ସହିତ କୋଲେଷ୍ଟର ମଧ୍ୟ ଦେଖା ଯାଉଛି। ଏହା ସହିତ ମଧୁମେହ ରୋଗ ଏବେ ପ୍ରତି ବ୍ୟକ୍ତି ଙ୍କୁ କବଳିତ କରି ଚାଲିଛି। ହାର୍ଟ ବ୍ଲେକେଜ୍ ହେବା ଠାରୁ ଆରମ୍ଭ କରି କ୍ୟାନସର ଭଳି ମାରାତ୍ମକ ରୋଗ ମଣିଷ ମାନଙ୍କୁ ହେବାରେ ଲାଗିଛି।


ତେବେ ଏହି ସବୁ ରୋଗରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କରିବାକୁ ପଡ଼ିବ। ସକାଳେ ଯଦି ଭିଜା କିସମିସ ସହିତ ପାଣି ପିଅନ୍ତି ତେବେ ଏହି ସବୁ ରୋଗ କେବେ ଆପଣଙ୍କୁ କବଳିତ କରିବ ନାହିଁ। ତେଣୁ ପ୍ରଥମେ ଜାଣିବା ଦରକାର ଯେ ଏହି କିସମିସ ରେ ଏପରି କଣ୍ ଅଛି ଯାହା ଦ୍ଵାରା ଏହି ମାରାତ୍ମକ ରୋଗ ମଧ୍ୟ ଆୟତ୍ତ କରିହେବ।  କିସମିସ ଖାଇବା ଦ୍ବାରା ଆମକୁ ଅନେକ ପ୍ରକାର ଫାଇଦା ମିଳିଥାଏ। ଏହି କିସମିସ କୁ ପାଣିରେ ଭିଯାଇ ଖାଇଲେ ଆମକୁ କ୍ୟାଲସିୟମ, ଆଇରନ ମିଳିଥାଏ। ଏହି ଆଇରନ ଆମ ଶରୀରେ ରୋଗ ପ୍ରତଷେଧକ ଶକ୍ତି କୁ ବୃଦ୍ଧି କରିଦିଏ। ତେଣୁ ଏହାକୁ ସକାଳେ ଖାଇଲେ ଆମ ଦେହକୁ ପ୍ରୋଟିନ ମଧ୍ୟ ମିଳେ।

ଏହି କିସମିସ ଖାଇବା ଦ୍ବାରା ଅନେକ ରୋଗ ଯେପରି କି:-

ବ୍ଲଡ଼ ପ୍ରେସର ରୋଗ ମଧ୍ୟ ଠିକ୍ ହୋଇଯାଏ। ଏହି କିସମିସ କୁ ଆପଣ ଶୋଇବା ଆଗରୁ ରାତିରେ ଭିଜାଇ ଦିଅନ୍ତୁ ଆଉ ସକାଳେ ଏହାକୁ ଖାଇଲେ ଏହା ଶରୀର ଭିତରେ ଆଇରନ କ୍ଷମତା ବୃଦ୍ଧି କରିବ। ଏହା ଶରୀର ରେ ବ୍ଲଡ଼ ସର୍କୁଲେସନ୍ ସଠିକ୍ କରି ରଖିବାରେ ସହାୟ ହୋଇଥାଏ। ଟେବେ ଆପଣ ଏହାକୁ ପ୍ରତିଦିନ ଖାଆନ୍ତୁ। ହାର୍ଟ ଜନିତ ସମସ୍ୟା ରୁ ମଧ୍ୟ ଏହି କିସମିସ ଆପଣଙ୍କୁ ରକ୍ଷା କରି ପାରିବ। ଏହାକୁ ପ୍ରତିଦିନ ଖାଲି ପେଟରେ ସକାଳେ ଖାଇଲେ ହୃଦ୍ ରୋଗରେ ଆପଣ ପଡିବେ ନାହି। ଏହା ହାର୍ଟ କୁ ସୁରକ୍ଷିତ ଏବଂ ସନ୍ତୁଳିତ କରିବାରେ ବଡ଼ ଭୂମିକା ଗ୍ରହଣ କରେ। ତେଣୁ ଯେଉଁ ମାନଙ୍କ ର ହୃଦ୍ ଜନିତ ସମସ୍ୟା ରହିଛି ସେହି ବ୍ୟକ୍ତି ମାନେ ଏହାକୁ ପ୍ରତିଦିନ ଖାଇବା ଆବଶ୍ୟକ ଅଟେ।

ଯେଉଁ ବ୍ୟକ୍ତି ମାନେ ମୋଟା ଅଛନ୍ତି ତାଙ୍କର ଚର୍ବି ଜନିତ ସମସ୍ୟା ଦେଖା ଯାଇପାରେ। ତେଣୁ ସେହି ବ୍ୟକ୍ତି ମାନେ ଏହି ମୋଟା ପଣ ରୁ ବର୍ତ୍ତିବାକୁ ଇଛା ରଖିଥିଲେ କିସମିସ କୁ ପ୍ରତିଦିନ ସକାଳେ ଖାଲି ପେଟରେ ଖାଇବା ପରେ ପାଣି ପିଅନ୍ତୁ। ଦେଖିବେ ଆପଣଙ୍କ ଚର୍ବି କିଛି ମାତ୍ରା ରେ କମି ଯିବ। ଏହା ସହିତ ଆପଣଙ୍କର ଓଜନ ମଧ୍ୟ ବହୁତ କମିଯିବ। ତେଣୁ ଏହାକୁ ପ୍ରତିଦିନ ନିହାତି ଖାଦ୍ୟ ରୁପେ ନିଅନ୍ତୁ। ଆଉ ଦେଖିବେ ଆପଣଙ୍କ ମୋଟା ପଣ ସବୁଦିନ ପାଇଁ ଚାଲିଯବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।