ଦେଖନ୍ତୁ ଭିଡିଓ – ଯୌନ ମିଳନ ପାଇଁ ରାଜି ନହେବାରୁ ଝୁଣି ଝୁଣି ମାରିଦେଲା ମହାବଳ ଭିଡିଓ ଟି ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

0

ଭଗବାନ ଙ୍କ ର ସୃଷ୍ଟି ତଥା ପ୍ରକୃତି ର ନିୟମ ଅଟେ କି ଜଣେ ପୁରୁଷ ଓ ନାରୀ ନିଜ ମଧ୍ୟରେ ସମ୍ପର୍କ ରଖି ନିଜ ପରି ଏକ ସନ୍ତାନ କୁ ଜନ୍ମ ଦେବେ ନିଜ ବଂଶ ରକ୍ଷା କରିବେ ତଥା ପ୍ରକୃତି ର ଏବଂ ଭଗବାନ ଙ୍କ ର ନିୟମ କୁ ପାଳନ କରିବେ। ତେବେ ଭଗବାନ ଙ୍କ ର ଏହି ସୃଷ୍ଟି କେବଳ ମଣିଷ ପାଖରେ ହିଁ ଦେଖିବାକୁ ମିଳେନି ବରଂ ସବୁ ପଶୁ, ପକ୍ଷୀ ଏବଂ ସବୁ ଜୀବ ଜନ୍ତୁ ମାନଙ୍କ ପାଖରେ ଏହି ନିୟମ ଟି ଦେଖିବାକୁ ମିଳିଥାଏ। ସବୁ ଜୀବ ର ପୁରୁଷ ଏବଂ ନାରୀ ମାନେ ପରସ୍ପର ସହ ସମ୍ପର୍କ ରଖି ନିଜ ପରି ଆଉ ଏକ ଜୀବ କୁ ଜନ୍ମ ଦେଇଥାଆନ୍ତି ଏବଂ ନିଜର ବଂଶ ରକ୍ଷା କରିଥାଆନ୍ତି। ଆମେ ମାନେ ଦେଖିଥିବା ସବୁ ପ୍ରଜାତି ର ପ୍ରାଣୀ ମାନେ ନିଜ ପରି ଆଉ ଅନେକ ପ୍ରାଣୀ ମାନଙ୍କୁ ଜନ୍ମ ଦେଇ ଥାଆନ୍ତି, କେହି ପିଲା ଜନ୍ମ ଦେଇଥାଆନ୍ତି, କେହି ଅଣ୍ଡା ଦେଇଥାଆନ୍ତି, ଏପରି ଅନେକ ପ୍ରଣାଳୀ ରେ ସେମାନେ ନିଜର ଜନନ ପ୍ରଣାଳୀ ପୂରା କରି ଥାଆନ୍ତି, ହେଲେ ଭଗବାନ ଙ୍କ ର ଏହି ସୃଷ୍ଟି କୁ ଆଜି କାଲି ସମାଜରେ ଲୋକ ମାନେ କଳଙ୍କ ସଜାଇ ଦେଉଛନ୍ତି।


ଏହା ପାଇଁ ଦୁଇ ଟି ମଣିଷ ର ଇଚ୍ଛା ଏବଂ ସହଯୋଗ ର ଆବଶ୍ୟକ ହୋଇଥାଏ,ହେଲେ ମଣିଷ ସମାଜ ରେ ତ ଦେଖିବାକୁ ମିଳୁଛି ପୁରୁଷ ମାନେ ନିଜ ଇଚ୍ଛା ପୂରଣ କରିବା ପାଇଁ ନାରୀ ମାନଙ୍କ ସହ ଜବରଦସ୍ତି କରୁଛନ୍ତି, ସେମାନଙ୍କ ଇଜ୍ଜତ୍ ଏବଂ ଜୀବନ ସହ ଖେଳ ଖେଳୁଛନ୍ତି। ପୁରୁଷ ମାନେ ନିଜ ଦେହ ର ଭୋକ ମେଣ୍ଟାଇବା ପାଇଁ ଏକ ଝିଅର ଜୀବନ ନଷ୍ଟ କରି ଦେଉଛନ୍ତି ଏବଂ ଏକ ଝିଅ ର ଜୀବନ ମଧ୍ୟ ନେଇ ଯାଉଛନ୍ତି। ଆମ ସମାଜ ରେ ତ ଏପରି ଅନେକ କେସ୍ ଦେଖିବାକୁ ମିଳିଲାଣି ଯେଉଁ ଠାରେ ଲୋକ ମାନେ ଝିଅ ବୋହୂ ମାନଙ୍କ ଅନିଚ୍ଛା ସତ୍ତ୍ୱେ ସେମାନଙ୍କ ଇଜ୍ଜତ୍ ସହ ଖେଳ ଖେଳୁଛନ୍ତି ଏବଂ ସେମାନଙ୍କ ଜୀବନ ନେଉଛନ୍ତି। ଆମେ ଆଜି ଆପଣ ମାନଙ୍କୁ ଏପରି ଏକ ଘଟଣା ସମ୍ପର୍କରେ କହିବୁ ଯାହା ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ।

ତେବେ କେବଳ ଆମ ମଣିଷ ସମାଜ ରେ ଏପରି କେସ୍ ଦେଖିବାକୁ ମିଳୁ ନଥିଲା କି ଯେଉଁ ଠାରେ ପୁରୁଷ ମାନେ ନାରୀ ମାନଙ୍କ ଉପରେ ଅତ୍ୟାଚାର ଏବଂ ଦୁଷ୍କର୍ମ କରୁଛନ୍ତି। ଏବେ ଏହି ପରି କେସ୍ ପଶୁ ସମାଜ ରେ ବି ଦେଖିବାକୁ ମିଳିଛି। ଏପରି ଘଟଣା ଏକ ବାଘୁଣୀ ଏକ ଏକ ବାଘ ପାଖରେ ଦେଖିବାକୁ ମିଳିଛି। ବାଘ ଟି ବାଘୁଣୀ କୁ ଯୌନ ନିବେଦନ କରି ଥିଲା ,କିନ୍ତୁ ବାଘୁଣୀ ଟି ସେହି ବାଘ ଟି କୁ ତାର ସେହି କାମ ରେ ସହଯୋଗ ନ କରିବାରୁ ବାଘ ଟି ତାକୁ ଝୁଣି ଝୁଣି ମାରିଦେଇଥିଲା।


ତେବେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ର ଉଦୟପୁର ସାଜନଗଡ ପ୍ରାଣୀ ଉଦ୍ୟାନରେ। ଗତ ଗୁରୁବାର ଅପରାହ୍ନ ରେ ଚିଡିଆଖାନା ର ଖୁଆଡ ଭିତରେ ବାଘ ଓ ବାଘୁଣୀ ଭିତରେ ଚାଲିଥିଲା ଏହି ଭୟଙ୍କର ଲଢେଇ। ଯାହାକୁ ଦୂରରୁ ଥାଇ ଦେଖୁଥିଲେ ପ୍ରାଣୀ ଉଦ୍ୟାନ କୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନେ। ପ୍ରଥମେ ତ ସମସ୍ତେ ଏହି ଘଟଣା କୁ ଉପଭୋଗ କରୁଥିଲେ ଏବଂ ବାଘ କୁମାର ଏବଂ ବାଘୁଣୀ ଦାମିନୀ ମଧ୍ୟରେ ହେଉଥିବା ସବୁ ଘଟଣା କୁ ଉପଭୋଗ କରୁଥିଲେ। ଧିରେ ଧିରେ ଏହି କଥା ଏକ ମରଣାତ୍ମକ ର ରୂପ ନେଇଥିଲା ଆଉ ଚିଡିଆଖାନା ର କର୍ମଚାରୀ ମାନେ ବାଘୁଣୀ କୁ ବଞ୍ଚାଇବାକୁ ଚେଷ୍ଟା ମଧ୍ୟ କରିଥିଲେ ହେଲେ କିଛି ସଫଳ ମିଳିପାରି ନଥିଲା ଏବଂ ବାଘୁଣୀ ଦାମିନୀ ମୃତ୍ୟୁ ବରଣ କରିଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।