ବାହାଘରକୁ 22 ବର୍ଷ ପରେ ମଧ୍ୟ ସ୍ତ୍ରୀ ରଖିଲେ ନାହିଁ ସ୍ୱାମୀଙ୍କ ସହିତ ଶାରୀରିକ ସମ୍ୱନ୍ଧ ନ ରଖିବାରୁ ଶାଶୁ ତାଙ୍କ ବୋହୂ ଉପରେ ଏଫଆଇଆର କରିଥିଲେ

0

ପ୍ରତ୍ୟେକ ପୁରୁଷ ଓ ନାରୀ ମାନଙ୍କର ବୈବାହିକ ଜୀବନରେ ଅନେକ ସମସ୍ୟା ରହିଥାଏ ସେହି ସମସ୍ୟା ଗୁଡିକୁ ସାମ୍ନାକରି ଆଗକୁ ବଢିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ଯଦି କୌଣସି କାରଣରୁ ଝଗଡା ହୋଇଥାଏ ତାହା ଧୀରେ ଧୀରେ ବଡ ସମସ୍ୟା ସୃଷ୍ଟି ହୋଇଥାଏ । ସେହିପରି ଏକ ଘଟଣା ଗୁଜୁରାଟର ଅହମ୍ମଦାବାଦରେ ଏକ ପତି ପତ୍ନୀଙ୍କ ମଧ୍ୟରେ କୌଣସି ଝଗଡା ଯୋଗୁ ସ୍ୱାମୀ ବିରକ୍ତ ହୋଇ ଆତ୍ମହତ୍ୟା କରିଥିଲେ । ଉଭୟ ସ୍ୱାମୀ ସ୍ତ୍ରୀଙ୍କର ବୈବାହିକ ଜୀବନ 22 ବର୍ଷ ବିତିଯାଇଥିଲା ଓ ପୁଅର ମୃତ୍ୟୁ ପରେ ତାଙ୍କ ମାଆ ବହୁ ଉପରେ ଅଭିଯୋଗ କରିଛନ୍ତି ।


ଅହମ୍ମଦାବାଦର ମଣିନଗରରେ ରହୁଥିବା 32 ବର୍ଷୀୟ ମହିଳା ନୀତା ପରମାରଙ୍କର ବିବାହ ସୁରେନ୍ଦ୍ର ସିଂ ସହିତ 22 ବର୍ଷ ପୂର୍ବରୁ ହୋଇଥିଲା । ଶାଶୁଙ୍କର ଅଭିଯୋଗ ହେଉଛି କି 22 ବର୍ଷ ବୌବାହିକ ଜୀବନ ବିତାଇଥିଲେ ମଧ୍ୟ ନୀତା ତାଙ୍କ ସ୍ୱାମୀ ସୁରେନ୍ଦ୍ରଙ୍କ ସହିତ କୌଣସି ଶାରୀରିକ ସମ୍ୱନ୍ଧ ରଖିନଥିଲେ । ସେଥିପାଇ ସେ ବହୁତ ମାନସିକ ଯନ୍ତ୍ରଣା ମଧ୍ୟ ପାଇଥିଲେ ତେଣୁ ଏସବୁକୁ ସହ୍ୟ ନକରିପାରି ସେ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ଘଟିବା ପରେ ଶାଶୁ ବହୁ ଉପରେ ପୁଅର ଆତ୍ମହତ୍ୟା କରିବାର ଅଭିଯୋଗ କରିଛନ୍ତି ।

ମାଆ ଯେତେବେଳେ ପୁଅ ପାଖକୁ ଯାଇଥିଲେ ସେଠାରେ ସେ ଦେଖିଥିଲେ ଯେ ତାଙ୍କ ପୁଅବହୁ ଉଭୟ ଅଲଗା ବିଛଣା କରି ଶୋଉଛନ୍ତି । ମାଆ ତାଙ୍କ ପୁଅଙ୍କୁ ଏ ବିଷୟରେ ପଚାରିବାରୁ ପୁଅ କହିଥିଲେ ବାହାଘର 22 ବର୍ଷ ବତିଯାଇଥିଲେ ମଧ୍ୟ ନୀତା ମୋ ପାଖରୁ ଅଲଗା ଶୁଅନ୍ତି । ସେ ଶପଥ କରିଛନ୍ତି କି କୌଣସି ଦିନ ତାଙ୍କ ସହିତ ଶୋଇବେ ନାହିଁ ।


ଶାଶୁ ଏହା ମଧ୍ୟ ଜଣାଇଛନ୍ତି କି ତାଙ୍କ ପୁଅ ଝଣେ ରେଲୱର କର୍ମଚାରୀ ଥିଲେ । ସୁରେନ୍ଦ୍ର ସିଂ 2018 ମସିହାରେ ଗୀତା ନାମକ ଗୋଟିଏ ଝିଅକୁ ବିବାହ କରିଥିଲେ ଏବଂ ତା ପୂର୍ବରୁ ମଧ୍ୟ ଜଣଙ୍କୁ ବିବାହ କରିଥିଲେ 2016 ମସିହାରେ ସେ ତାଙ୍କୁ ଡିଭର୍ସ ଦେଇଥିଲେ । ତାଙ୍କ ଯିବାପରେ ସେ ଗୀତାଙ୍କୁ ନିଜର ଜୀବନ ସାଥୀ ରୂପେ ପାଇଥିଲେ ଏବଂ ତାଙ୍କ ବିବାହ 22 ବର୍ଷ ବିତିଯାଇଥିଲେ ମଧ୍ୟ ଗୀତା ତାଙ୍କ ସହିତ ଶାରୀରିକ ସମ୍ୱନ୍ଧ ରଖିବା ପାଇ ମନା କରିଥିଲେ । ଦିନେ ଉଭୟ ପତି ପତ୍ନୀ ମଧ୍ୟରେ ଝଗଡା ହୋଇଥିଲା ସେଥିରେ ଗୀତା ଘର ଛାଡି ଚାଲିଯାଇଥିଲେ । ଜୁଲାଇ ମାସ 27 ତାରିଖ ଦିନ ଘରେ କେହି ନଥିଲେ ସେହି ସମୟରେ ସୁରେନ୍ଦ୍ର ଫେନରେ ଫାଶୀ ଦେଇଥିଲେ ।


ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା ସେଥିପାଇ ସେ ଆତ୍ମହତ୍ୟା କରିଥିଲେ । ପ୍ରତ୍ୟେକ ପୁରୁଷ ଓ ନାରୀ ମାନଙ୍କ ମଧ୍ୟରେ ଝଗଡା ହୋଇଥାଏ ତାହାକୁ ଦୂର କରି ଆଗକୁ ବଢିବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।