ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ । ମହିଳା ଜଣଙ୍କ ଭୁଲ ବଶତଃ ରୋଷେଇ ଘରେ ସାପଟିକୁ ମାଡି ପକାଇଲେ, ଆଉ ତା ପରେ ଫଁ ଫଁ କରି…..

0

ଆମ ଚାରି ପାଖରେ ଅନେକ ପ୍ରକାର ଜୀବ ଯନ୍ତୁ ସବୁ ଦେଖିବାକୁ ପାଇ ଥାଉ ।ତେବେ ଏହି ଗୁଡିକ ଭଗବାନ ଙ୍କ ସୃଷ୍ଟି , ତେବେ ଅନେକ ସେଥିରୁ ସବୁ ଯିବ ବହୁତ କ୍ଷତି କାରକ ହୋଇ ଥାନ୍ତି, ଯାହା ଦ୍ୱାରା ଆମେ ତାଙ୍କ ପାଖକୁ ଯିବାକୁ ବହୁତ ଡରି ଥାଉ। ତେବେ ସେଥି ପାଇଁ ଆମେ ଅନେକ ଜୀବ ମାନଂକୁ ଘରେ ରଖିବା ପାଇଁ ଇଚ୍ଛା କରି ନ ଥାଉ,ଆପଣ ମାନେ ଅନେକ ଜୀବ ମାନଙ୍କ ଭିତରେ ସାପ କୁ ଜାଣି ଥିବେ। ତେବେ ଏହି ସାପ ମାନେ ଅନେକ ପ୍ରଜାତି ର ହୋଇ ଥାନ୍ତି,ଆଉ ଏମାନଙ୍କର ଆକାର ମଧ୍ୟ ବିଭିନ୍ନ ପ୍ରକାର ହୋଇ ଥାଏ,

ଆଉ ଅନେକ ରଙ୍ଗ ର ମଧ୍ୟ ହୋଇ ଥାନ୍ତି। ତେବେ ଅନେକ୍ ଜୀବ ରହିଛନ୍ତି , ଯେଉଁ ମାନେ ଲୋକ ମାନଂକୁ ବହୁତ୍ ଭୟଭୀତ କରାଇ ଦିଅନ୍ତି, ଆଉ ଲୋକମାନେ ମଧ୍ୟ ସାପ କୁ ଦେଖିଲେ ଡରି ଯାନ୍ତି କାରଣ ସେମାନେ ମାନଙ୍କ ଆକାର ଅଜିବ୍ ପ୍ରକାର ହୋଇ ଥାଏ ଓ ସେମାନେ ମଣିଷ ମାନଂକୁ କ୍ଷତି ପହଞ୍ଚାଇ ଥାନ୍ତି। ତେବେ ମଣିଷ ମାନେ ମଧ୍ୟ ସାପ ମାନଂକୁ ଘରେ ରଖିବାକୁ ଡରି ଥାନ୍ତି। ତେବେ ଅନେକ ରହି ଥାନ୍ତି , ଯେଉଁ ମାନେ ସାପ କୁ ଆଣି ଘରେ ରଖି ଥାନ୍ତି ।

ତେବେ ସାପ ଗୋଟେ ଏଭଳି ଜୀବ ଯାହା ଅଧିକ ବିଷାକ୍ତ ଅଟେ।ତେବେ ସେଥିରୁ ଅନେକ ସାପ ରହିଛନ୍ତି , ଯାହାର ଗୋଟେ କାମୁଡା ରେ ମଣିଷ ହଉ ବା ଅନ୍ୟ କୌଣସି ଜିବ ସାଙ୍ଗେ ସାଙ୍ଗେ ମାରି ଯାଏ । ପ୍ରାୟତ ଆମ ଦେଶରେ ଅଜଗର, ଆନାକୋଣ୍ଡା, କୋବ୍ରା, ନାଗ ଭଳି ବିଷଧର ସାପ ମାନ ଦେଖା ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ବିଷାକ୍ତ ନାଗ ସାପ ପ୍ରାୟ ଗାଆଁ ମାନଙ୍କରେ ଦେଖିବାକୁ ମିଳିଥାଏ।ଏମିତି ରେ ଆମ ପୃଥିବୀରେ ଅନେକ କିସମ ର ସାପ ରହିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ସବୁ ସାପ ମାନଙ୍କୁ ଚିହ୍ନିବା ଓ ଜାଣିବା ଆଜି ମଧ୍ୟ ସମ୍ଭବ ହୋଇପାରି ନାହିଁ। କହିବାକୁ ଗଲେ ଏବେ ମଧ୍ୟ ସର୍ପ କୁ ନେଇ ଆମ ର ସଂପୂର୍ଣ୍ଣ ରୂପେ ଜ୍ଞାନ ଅର୍ଜନ ହୋଇନାହିଁ। ଅନେକ ସାପ ଏତେ ମାରାତ୍ମକ ଅଟନ୍ତି ଯେ ତାହା କଳନା କରିବା ଅସମ୍ଭବ। ତେବେ ସାପ କୁ ନେଇ ଏକ ଘଟଣା ଶୁଣିବାକୁ ମିଳିଛିତେବେ ଆସନ୍ତୁ ଜାଣିବା ଘଟଣା ଟି କଣ ।

ତେବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଟି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ରେ ଏକ ଗ୍ରାମ ରେ । ସେଠାରେ ଜଣଙ୍କ୍ ଘାରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ତେବେ ଆଣେ ସମସ୍ତେ ଜାଣିଚୁ କି ସାପ ମାନଙ୍କ ଭିତରେ ନାଗ ସାପ ହେଉଛି ସବୁଠୁ ଅଧିକ ବିଷାକ୍ତ ସାପ ।ତେବେ ନାଗ ସାପ କୁ ଭଗବାନ ଙ୍କ ଅବତାର ଭାବି ଅନେକ ସ୍ଥାନ ରେ ପୂଜା କରା ଯାଏ।ତେବେ ସେହି ଗ୍ରାମ ରେ ଜଣଙ୍କ ଘରେ ସେହି ନାଗ ସାପ ଟି ରୋଷେଇ ଘରେ ପଶି ଯାଇଥିଲା ।ସାପଟି ରୋଷେଇ ଘରେ ପଶି ଯିବା ପରେ ଉକ୍ତ ଘରର ମହିଳା ଜଣଙ୍କ ତାଙ୍କୁ ଭୁଲରେ ମାଡି ପକାଇଥିଲେ ଓ ସାପଟି ତାଙ୍କ ପାଦ ଉପରେ ଚାଲି ଯାଇଥିଲା।ଏହା ପରେ ସେଠାରୁ ଭୟଭୀତ ହୋଇ ପଲାଇ ଆସିଥିଲେ ଏହି ମହିଳା ଜଣଙ୍କ ।

ତେବେ ତାପରେ ସ୍ନେକ ହେଲ୍ପ ଲାଇନ କୁ ଖବର ଦେବା ପରେ ସେଠାରୁ ଆସିଥିଲେ ଉଦ୍ଧାର କରିବା ପାଇଁ ଜଣେ ଯୁବକ।ତେବେ ସାପ ଟି କୁ ପ୍ରକାର ଧରିବାକୁ ଚେଷ୍ଟା କରା ଯାଇଥିଲା ,କିନ୍ତୁ ସାପ ଟି ଫଁ ଫଁ କରି ଉଠି ଥିଲା, ଆଉ ଡାକିଲା ରେ ପରେ ସାପ ଟି ଶାନ୍ତ ହୋଇ ଯାଇ ଥିଲା ।ତେବେ ଏହା ପରେ ସାପ ଟି କୁ ଏକ ବଡ଼ ଡବା ରେ ପୁରାଇ ଦେଇ ଥିଲେ ।ତେବେ ସାପ କୁ ଦେଖି ସେଠାରେ ଥିବା ଲୋକ୍ ମାନେ ବହୁତ ଭୟଭୀତ ହୋଇ ଯାଇ ଥିଲେ।ତେବେ ଭାଗ୍ୟ ବଶତ ମହିଳା ଜଣକ ର କୌଣସି ବି କ୍ଷତି ହୋଇ ନାହିଁ, ଏହି ଘଟଣା ଟି ଏବେ ସବୁ ଆଡେ ଭାଇରାଲ ହୋଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।