ଦେଖନ୍ତୁ ଅତିପ୍ରିୟ ବାହାଘର ପରେ ଶାଶୁଘରେ କିପରି ଅଛନ୍ତି କୁଆଁରୀ ବୋହୂ ସିରିଏଲର ଅଭିନେତ୍ରୀ କବିତା ଅପା ଦେଖନ୍ତୁ

0

ଓଡିଶା ଘର ର ଘରଣୀ ମାନେ ମାନେ ସବୁଠାରୁ ବେଶୀ ଓଡିଆ ସିରିଏଲ ଏବଂ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି, ଓଡିଆ ଫିଲ୍ମ ପାଇଁ ତ ସେମାନଙ୍କୁ ଏତେ ସମୟ ହୁଏ ନାହିଁ ତେଣୁ ସେମାନେ ପ୍ରତିଦିନ ସନ୍ଧ୍ୟାରେ ନିଜର କାମ ସାରି ଟିଭି ଆଗରେ ବସି ଯାଆନ୍ତି ସିରିଏଲ ସବୁ ଦେଖିବା ପାଇଁ। ତେବେ କେବଳ ବୋଧେ ଘର ର ବଡ ବଡ ପିଲା ମାନଙ୍କୁ ଛାଡି ଆଉ ସମସ୍ତେ ଘର ର ଲୋକ ମାନେ ସିରିଏଲ୍ ଦେଖିବା ପାଇଁ ବସିପଡନ୍ତି ଟିଭି ଆଗରେ। ତେବେ ଟିଭି ସିରିଏଲ ସେମାନଙ୍କ ପାଇଁ ଏକ ନିଶା ପରି ହୋଇ ଯାଇଥାଏ, ଗୋଟିଏ ଦିନ ଯଦି ଗୋଟିଏ ଏପିସୋଡ୍ ମିସ୍ ହୋଇ ଯାଇଛି ତେବେ ସେହି ଦିନ ଟା ସାରାସାରି କେବଳ ସେହି ସିରିଏଲ କଥା ହିଁ ଚାଲିବ, କଣ ହେଲା ଆଜି, କାଲି ଦେଖଉ ଥିଲା ଆଜି ଭଲ ଦେବ ବୋଲି, କେବଳ ଏହି ପରି କଥା ହିଁ ଚାଲିବ। ସେଥିପାଇଁ ବି ଲୋକ ମାନେ ସିରିଏଲ ର ଗୋଟେ ବି ଏପିସୋଡ୍ ମିସ୍ କରିବାକୁ ଚାହାଁନ୍ତି ନାହିଁ, ସନ୍ଧ୍ୟାର ସୁଦ୍ଧା କାମ ଦାମ ସାରି ଟିଭି ଆଗରେ ବସି ପଡନ୍ତି।


ଓଡିଆ ର ସିରିଏଲ ଗୁଡିକ ବି ସେହି ପରି ବହୁତ ରୋଚକ ହୋଇଥାଏ, ଯାହାକୁ ଦେଖିବା ପାଇଁ ଲୋକ ମାନେ ନିଜର କାମ ଦାମ ବି ଭୁଲି ଯାଆନ୍ତି। ଓଡିଆ ସିରିଏଲ୍ ର ସବୁ କଳାକାର ମାନେ ବହୁତ ହିଁ ବଢିଆ ଅଭିନୟ କରି ଥାଆନ୍ତି, ଯାହାକୁ ଦେଖିବା ପାଇଁ ଲୋକ ମାନେ ସବୁଦିନ ସନ୍ଧ୍ୟା ରେ ପ୍ରସ୍ତୁତ ହୋଇ ବସି ପଡନ୍ତି। ତେବେ ଓଲିଉଡ୍ ରେ ଅନେକ ପ୍ରଡକ୍ସନ୍ ଅଛି ଯେଉଁଥିରେ କି ଓଡିଆ ର ସବୁ ଅନେକ ସିରିଏଲ୍ ପ୍ରସାରିତ ହୁଏ। ଲୋକ ମାନେ କିନ୍ତୁ ସବୁଠୁ ବେଶୀ ତରଙ୍ଗ ପ୍ରଡକ୍ସନ ର ସବୁ ସିରିଏଲ ଦେଖିବା ପାଇଁ ଅଧିକ ଆଗ୍ରହୀ ହେଉଛନ୍ତି ଏବଂ ତରଙ୍ଗ ସିରିଏଲ ର ମଧ୍ୟ ବହୁତ ଫ୍ୟାନ୍ ବି ଅଛନ୍ତି।

ତରଙ୍ଗ ରେ ତ ଅନେକ ସିରିଏଲ ପ୍ରସାରିତ ହେଉଛି, ସେହି ସବୁ ରେ ଅନେକ କଳାକାର ମାନେ ବି ଅଭିନୟ କରନ୍ତି ଲୋକ ମାନେ ବହୁତ ଜଣଙ୍କ ର ଅଭିନୟ କୁ ବହୁତ ପସନ୍ଦ କରି ଥାଆନ୍ତି ଏବଂ ସେମାନଙ୍କ ଫ୍ୟାନ୍ ହୋଇ ଯାଆନ୍ତି। ଏହା ପରେ ସେମାନେ ଲାଗି ପଡନ୍ତି ସେହି କଳାକାର ଙ୍କ ର ରିଏଲ୍ ଲାଇଫ୍ ସମ୍ପର୍କରେ ଜାଣିବା ପାଇଁ। ତେବେ ଆମେ ଆଜି ଆପଣ ମାନଙ୍କୁ ସେହିପରି ଜଣେ ପ୍ରସିଦ୍ଧ କଳାକାର ଙ୍କ ର ବିବାହ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ, ଯିଏ କି ଏବେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।


ତେବେ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ସୋନାଲି ଆପଣ ମାନଙ୍କ ଅତିପ୍ରିୟ ସିରିଏଲ୍ କୁଆଁରୀ ବୋହୂ ର କବିତା ଅପା। ତେବେ ଆପଣ ମାନେ ତ ବହୁତ ଭଲ ଭାବରେ ସୋନାଲି ଙ୍କୁ ଜାଣିଥିବେ ଯିଏ କି କୁଆଁରୀ ବୋହୂ ସିରିଏଲ୍ ରେ ବହୁତ ଭଲ ଅଭିନୟ କରୁଥିଲେ ଏବଂ ତାଙ୍କ ର ଅଭିନୟ ଏତେ ସୁନ୍ଦର ଥିଲା କି ଲୋକ ମାନେ ତାଙ୍କୁ ବହୁ ମାତ୍ରାରେ ପସନ୍ଦ କରିବା ସହ ଅନେକ ଭଲପାଇବା ମଧ୍ୟ ଦେଉଥିଲେ। ସେ ପ୍ରଥମେ ଏହି ସିରିଏଲ ରେ ରାଗୀ ମହିଳା ର ଅଭିନୟ କରୁଥିଲେ ପରବର୍ତ୍ତୀ ସମୟ ରେ ତାଙ୍କ ଅଭିନୟ ରେ ପରିବର୍ତ୍ତନ ଆସିଥିଲା ଏବଂ ସେ ଏକ ସାଧା ସିଧା ମହିଳା ର ଅଭିନୟ କରିଥିଲେ ଏବଂ ଏହି ଅଭିନୟ ରେ ଲୋକ ମାନେ ତାଙ୍କୁ ସବୁଠାରୁ ବେଶୀ ଆପଣେଇ ଥିଲେ ଏବଂ ଅନେକ ଭଲପାଇବା ଦେଇଥିଲେ। ସିଏ ଏହି କୁଆଁରୀ ବୋହୂ ସିରିଏଲ ରେ ଅଭିନୟ କରିବା ପୂର୍ବରୁ ଆହୁରି ଅନେକ ଗୁଡିଏ ସିରିଏଲ ରେ ଅଭିନୟ କରୁଥିଲେ। ସେ ଅନେକ ଗୁଡିଏ ଆଲ୍ବମ୍ ଏବଂ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି।


ତେବେ ଏହି କବିତା ଅପା ଏବେ ସତରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି, ସେ କଟକ ର ଜଣେ ବହୁତ ବଡ ବିଜନେସ୍ ମେନ୍ ପ୍ରଜ୍ଞାସାଗର ଙ୍କୁ ବିବାହ କରିଛନ୍ତି। ବାହାଘର ପରେ ସେ ବର୍ତ୍ତମାନ ନିଜ ଶାଶୂ ଘରେ ଅଛନ୍ତି। ତାଙ୍କ ବାହାଘର ରେ ସିରିଏଲ ଦୁନିଆର ବହୁ ନାମୀ ଦାମୀ କଳାକାର ମାନେ ଯୋଗ ଦେଇଥିଲେ ଏବଂ ତାଙ୍କ ବୈବାହିକ ଜୀବନ ସୁଖମୟ ହେଉ ବୋଲି ଆଶୀର୍ବାଦ ମଧ୍ୟ କରିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।