ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ପର୍କରେ ଏହି ଦେଶରେ ଝିଅ ମାନେ ପିଅନ୍ତି ନାଗ ସାପର ରକ୍ତ ସମ୍ପୂର୍ଣ୍ଣ କଥା ଜାଣିଲେ ଭୟଭୀତ ହୋଇଯିବେ

0

ଆମ ଚାରି ପାଖ ରେ ଅନେକ ପ୍ରକାର ଜୀବ ଯନ୍ତୁ ସବୁ ଦେଖିବାକୁ ପାଇ ଥାଉ ,ତେବେ ଏହି ଗୁଡିକ ଭଗବାନ ଙ୍କ ସୃଷ୍ଟି । ତେବେ ଅନେକ ସେଥିରୁ ସବୁ ଯିବ ବହୁତ କ୍ଷତି କାରକ ହୋଇ ଥାନ୍ତି, ଯାହା ଦ୍ୱାରା ଆମେ ତାଙ୍କ ପାଖକୁ ଯିବାକୁ ବହୁତ ଡରି ଥାଉ। ତେବେ ସେଥି ପାଇଁ ଆମେ ଅନେକ ଜୀବ ମାନଂକୁ ଘରେ ରଖିବା ପାଇଁ ଇଚ୍ଛା କରି ନ ଥାଉ। ତେବେ ଆପଣ ମାନେ ଅନେକ ଜୀବ ମାନଙ୍କ ଭିତରେ ସାପ କୁ ଜାଣି ଥିବେ, ଏହି ସାପ ମାନେ ଅନେକ ପ୍ରଜାତି ର ହୋଇ ଥାନ୍ତି ,ଆଉ ଏମାଙ୍କର୍ ଆକାର ମଧ୍ୟ ବିଭିନ୍ନ ପ୍ରକାର ହୋଇ ଥାଏ,ଆଉ ଅନେକ ରଙ୍ଗ ର ମଧ୍ୟ ହୋଇ ଥାନ୍ତି।

ତେବେ ଅନେକ୍ ଜୀବ ରହିଛନ୍ତି , ଯେଉଁ ମାନେ ଲୋକ ମାନଂକୁ ବହୁତ୍ ଭୟଭୀତ କରାଇ ଦିଅନ୍ତି,ଆଉ ଲୋକ୍ ମାନେ ମଧ୍ୟ ସାପ କୁ ଦେଖିଲେ ଡରି ଯାନ୍ତି,କାରଣ ସେମାନେ ମାନଙ୍କ ଆକାର ଅଜିବ୍ ପ୍ରକାର ହୋଇ ଥାଏ ଓ ସେମାନେ ମଣିଷ ମାନଂକୁ କ୍ଷତି ପହଞ୍ଚାଇ ଥାନ୍ତି। ତେବେ ମଣିଷ ମାନେ ମଧ୍ୟ ସାପ୍ ମାନଂକୁ ଘରେ ରଖିବାକୁ ଡରି ଥାନ୍ତି। ତେବେ ଅନେକ ରହି ଥାନ୍ତି , ଯେଉଁ ମାନେ ସାପ କୁ ଆଣି ଘରେ ରଖି ଥାନ୍ତି ।


ତେବେ ସାପ ଗୋଟେ ଏଭଳି ଜୀବ ଯାହା ଅଧିକ ବିଷାକ୍ତ ଅଟେ।ତେବେ ସେଥିରୁ ଅନେକ ସାପ ରହିଛନ୍ତି , ଯାହାର ଗୋଟେ କାମୁଡା ରେ ମଣିଷ ହଉ ବା ଅନ୍ୟ କୌଣସି ଜିବ ସାଙ୍ଗେ ସାଙ୍ଗେ ମାରି ଯାଏ । ପ୍ରାୟତ ଆମ ଦେଶରେ ଅଜଗର, ଆନାକୋଣ୍ଡା, କୋବ୍ରା, ନାଗ ଭଳି ବିଷଧର ସାପ ମାନ ଦେଖା ଯାଇଥାନ୍ତି। ତେବେ ଏହି ସାପ ମାନେ ବହୁତ ବିଷାକ୍ତ ହୋଇ ଥାନ୍ତି,ଆଉ ଦେଖିବାକୁ ଗଲେ ମଣିଷ ଯେତେ ଶକ୍ତି ଶାଳୀ ହେଉ ନା କାହିଁକି , ସେ ସାପ କୁ ନିହାତି ଭାବରେ ଡରି ଥାଏ। ତେବେ ଏହି ସାପ ମାନ୍ ଙ୍କ ବିଷ ଅତି ବିଷାକ୍ତ ହୋଇ ଥାଏ,ଯାହା ମଣିଷ ପାଇଁ ବହୁତ ବିପଦ ଜନକ ହୋଇ ଥାଏ। ତେବେ ଦେଶ ରେ ଏମିତି ଏକ ସ୍ଥାନ ରହିଛି , ଯେଉଁଠି ମହିଳା ମାନେ ବିଷାକ୍ତ ସାପ ମାନଂକର ରକ୍ତ କୁ ପିଇ ଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ସ୍ଥାନ ଟି କେଉଁଠି ଆଉ ସାପ ର ରକ୍ତ ପିଇବା ର କାରଣ।


ତେବେ ଏହି ଆଶ୍ଚର୍ଯ୍ୟକର ଘଟଣା ଟି ଇଣ୍ଡନେସିଆ ର ରାଜଧାନୀ ଜକର୍ତା ରେ ଦେଖିବାକୁ ମିଳିଛି।ତେବେ ସବୁ ଦେଶରେ ଅନେକ ପ୍ରକାର ଆଶ୍ଚର୍ଯ୍ୟଜନକ ଚଳଣି ବା ପ୍ରଥା ସବୁ ଦେଖିବାକୁ ମିଳି ଥାଏ। ତେବେ ଏହି ଦେଶ ରେ ମଧ୍ୟ ବିଷାକ୍ତ ନାଗ ସାପ ର ରକ୍ତ କୁ ମହିଳା ମାନେ ଚା କଫି ଭଳି ସ୍ୱାଦ ନେଇ ପିଇ ଥାନ୍ତି। ତେବେ ଏହି ଦେଶ ରେ ଏହା କୁ ଏକ୍ ବ୍ୟବସାୟ ମଧ୍ୟ କରିଥାନ୍ତି, ଅନେକ ସ୍ଥାନ ରେ ବିଷାକ୍ତ ସାପ କୋବ୍ରା ର କୁ ମାରି ତାର ରକ୍ତ କୁ ମଧ୍ୟ ଅଧିକ ଟଙ୍କା ରେ ବିକ୍ରୀ କରିଦେଇ ଥାନ୍ତି, ଆଉ ତା ସହ ଲୋକ ମାନେ ମଧ୍ୟ ସକାଳେ ସନ୍ଧ୍ୟା ରେ ବୁଲିବା ସମୟ ରେ ମଧ୍ୟ ଏହାକୁ ପିଇ ଥାନ୍ତି।

ତେବେ ଏହାର ଚାହିଦା ଦେଖି ଦୋକାନୀ ମାନେ ହଜାର ହଜାର ସାପ କୁ କାଟି ତାର ରକ୍ତ କୁ ବିକ୍ରି କରି ଦେଉଛନ୍ତି। ତେବେ ଏଠାରେ ପୁରୁଷ ମଧ୍ୟ ନାଗ ସାପ ର ରକ୍ତ କୁ ପିଇ ଥାନ୍ତି। ତେବେ ସେମାନଙ୍କ ମତ ରେ ଏହାର ରକ୍ତ ପିଇଲେ ଶରୀର ସୁସ୍ଥ ରହିବ ବୋଲି ମନେ କରିଥାନ୍ତି,ଆଉ ମହିଳା ମାନେ ତାଙ୍କ ତ୍ବଚା ର ସୁନ୍ଦରତା ପାଇଁ ନାଗ ସାପ ଓ କୋବ୍ରା ସାପ ର ରକ୍ତ କୁ ପିଇ ଥାନ୍ତି।ତେବେ ସୂଚନା ମିଳିଛି ଭିଏତନାମା ରେ ସାପ କୁ ମାରି ତାର ମାଂସ ଖାଇ ଥାନ୍ତି,ଆଉ ଏମିତି ଖାଇବା ଦ୍ୱାରା ମନୁଷ୍ୟ ଶରୀର ତାପମାତ୍ରା କୁ ଠିକ ରଖି ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।