ରାତା ରାତି ସୋସିଆଲ୍ ମିଡିଆ ରେ ଭିଡିଓ ହେଲା ଭାଇରାଲ୍ ଅନୁଭବ ଏବଂ ଜାଗୃତି ଙ୍କ ର ଏହି ଭିଡିଓ ଏକାଠି ଜନ୍ମଦିନ ପାଳନ କରିଲେ ଅନୁଭବ ଏବଂ ଜାଗୃତି ଆଉ ତାପରେ

0

ତେବେ ସାରା ରାଜ୍ୟ ରେ ଚର୍ଚ୍ଚା ବିଷୟ ପାଲଟି ଥିବା ଅନୁଭବ ଓ ବର୍ଷା ବିବାଦ। ତେବେ ସୂଚନା ଅନୁଯାୟୀ ବର୍ଷା ଅନୁଭବ ଙ୍କ ଉପରେ ଅଭିଯୋଗ ଆଣି ଥିଲେ। ତେବେ ବର୍ଷା ଙ୍କ ଅଭିଯୋଗ ଏହା ଥିଲା କି ଅନୁଭବ ଜଣେ ମଦ୍ୟପ ।ସେ ରାତି ରାତି ବସି ମଦ ପିଉଥିଲେ , ଆଉ ଯଦି ଏହି କଥା କୁ ବର୍ଷା ବରଣ କରନ୍ତି ତାହାଲେ ଅନୁଭବ ତାଙ୍କ ପିଟୁ ଥିଲେ ବୋଲି ସେ ଅଭିଯୋଗ କରିଥିଲେ ,ଆଉ ତା ସହ ଅନୁଭବ ଙ୍କର ପର ସ୍ତ୍ରୀ ସହ ସମ୍ପର୍କ ରହିଛି ବୋଲି ମଧ୍ୟ ସେ କହି ଥିଲେ। ତେବେ ଅନୁଭବ ମଧ୍ୟ ଏତିକି ରେ ଅଟକି ଯାଇ ସେ ମଧ୍ୟ ବର୍ଷା ଙ୍କ ଉପରେ ଅଭିଯୋଗ ଆଣିଛନ୍ତି, ଯେ ବର୍ଷା ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁ ନଥିଲେ। ତାଙ୍କ ସହ ଭଲ ବ୍ୟବହାର କରୁ ନ ଥିଲେ,ଆଉ ଯାହା ପାଇଁ ଅନୁଭବ ମଧ୍ୟ ବହୁତ ଚିନ୍ତିତ ଥିଲେ। ତେବେ ଏମିତି ଅନେକ ୪୭ ପୃଷ୍ଠା ର ଅଭିଯୋଗ ଆଣିଥିଲେ ଅନୁଭବ।


ତେବେ ବିବାଦ ର ଏତେ ମାସ ହେଲା ପରେ ମଧ୍ୟ ଏହି ବିବାଦ ର ସମାଧାନ ହୋଇ ପରି ନାହିଁ। ତେବେ ଏହି ବିବାଦ ପାଇଁ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟ ରେ ଛାଡ଼ପତ୍ର ପାଇଁ ଆବେଦନ କରି ଥିଲେ। ତେବେ ଏହି ଅବେଦନ କୁ ବର୍ଷା କଟକ କୋର୍ଟ କୁ ଟ୍ରାନ୍ସପୋର କରିବା ପାଇଁ ଆବେଦନ କରିଥିଲେ। ଆମେ ସମସ୍ତେ ଜାଣିଚୁ କି ଅନୁଭବ ଜଣେ ସୁପରଷ୍ଟାର ଆଉ ତା ସହ ଜଣେ ରାଜନେତା । ତେବେ ସେ ସବୁବେଳେ ଚର୍ଚ୍ଚା କୁ ଆସିଥାନ୍ତି,କିଛି ଦିନ ତଳେ ଏକ ଖବର ଶୁଣିବାକୁ ମିଳି ଥିଲା କି ଅନୁଭବ ଦିଲ୍ଲୀ ରେ ଥିଲା ବେଳେ ଜଣେ ସାମ୍ବାଦିକା ଙ୍କ ସହ ସମ୍ପର୍କ ରହି ଥିଲା।

ତେବେ ସେ ସମ୍ବାଦିକା ହେଉଛିନ୍ତି ଜାଗୃତି ସୁକ୍ଲା । ତେବେ ଜାଗୃତି ଙ୍କ ସହ ଅନୁଭବ ଙ୍କର ଅନେକ ଫୋଟ ସୋସିଆଲ ମିଡିଆରେ ଭାଇରଲ ହୋଇ ଥିଲା। ତେବେ ଅନୁଭବ ମଧ୍ୟ ନିଜର ସୋସିଆଲ ଆକାଉଣ୍ଟ ରୁ ଜାଗ୍ରୁତି ଙ୍କ ପୋଷ୍ଟ କୁ ସେୟାର କରି କମେଣ୍ଟ ମଧ୍ୟ କରିଥିଲେ, ଏହି କଥା ମଧ୍ୟ୍ ଚର୍ଚ୍ଚା ର ବିଷୟ ପାଲଟି ଥିଲା।


ତେବେ ପୁଣି ଏକ ଖବର ଭାଇରଲ ହୋଇଛି କି ଗତ କିଛି ଦିନ ତଳେ ଅନୁଭବ ଙ୍କର ଜନ୍ମ ଦିନ ଥିଲା , ଆଉ ସେହି ଦିନ ଅନୁଭବ ତାଙ୍କ ଓକିଲ ଆଉ ଜାଗୃତି ଙ୍କ ସହ ଜନ୍ମ ଦିନ ପାଳନ କରି ସୋସିଆଲ ମିଡିଆରେ ଫୋଟ ପୋଷ୍ଟ କରିଥିଲେ।ତେବେ ଏହାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ସୋର ରେ ଚାଲିଛି । ତେବେ ଏହି କଥା କୁ ନେଇ ଅନୁଭବ କହିଛନ୍ତି ଜାଗୃତି ତାଙ୍କର ଜଣେ ଭଲ ସାଙ୍ଗ, ତାଙ୍କ ଦୁଇ ଜଣ ଙ୍କ ଭିତରେ ଏମିତି କୌଣସି ସମ୍ପର୍କ ନାହିଁ। ତେବେ ଏତେ ବିବାଦ ପରେ ମଧ୍ୟ ଅନୁଭବ୍ ଙ୍କର ଏହି ଫୋଟ ଆଉ ତାଙ୍କ କାର୍ଯ୍ୟ କୁ ଅନେକ ଲୋକ ପସନ୍ଦ୍ କରୁ ନାହାନ୍ତି,

ଆଉ ଏହା ଉପରେ ଅନେକ କମେଣ୍ଟ ମଧ୍ୟ ଶୁଣିବାକୁ ମିଳିଛି। ତେଣେ ଅନୁଭବ ଜଣେ ଷ୍ଟାର ଆଉ ରାଜନେତା ତେବେ ଯଦି ତାଙ୍କ ସହ କେହି ଫୋଟ ଉଠେଇବ , ତାହାଲେ ତାଙ୍କର କିଛି ସମ୍ପର୍କ ରହିଛି ବୋଲି କହିବ ଭୁଲ । ତେବେ ଅନେକ ମଧ୍ୟ ଅନୁଭବ ଙ୍କୁ ସମର୍ଥନ କରିଛନ୍ତି।ତେବେ ଏହି ଖବର ଏବେ ସବୁ ଆଡେ ପ୍ରଚାର ହେବାରେ ଲାଗିଛି,ଆଉ ଅନୁଭବ ଙ୍କ ଏହି କାର୍ଯ୍ୟ ପାଇଁ ଲୋକ ଙ୍କ ମନ ରେ ଅନେକ ପ୍ରଶ୍ନ ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।