Breaking News – ପୁଣି ଆଖି ବୁଜିଲେ ଆଉ ଜଣେ ସିରିଏଲ୍ ଅଭିନେତ୍ରୀ ବଲିଉଡ୍ ଜଗତରେ ଏବେ ଖେଳି ଯାଇଛି ଶୋକ ର ଛାୟା।

0

ଏହି ବର୍ଷ ରେ ଭାରତ ବାସୀ ମାନଙ୍କୁ ଅନେକ ଦୁଃଖ ଖବର ସବୁ ଶୁଣିବାକୁ ପଡୁଛି। ପ୍ରଥମତଃ ସାରା ବିଶ୍ୱ କରୋନା ମହାମାରୀ ପାଇଁ ବହୁ ଦୁଃଖ ରେ ଅଛି,ଏହି ମହାମାରୀ ଅନେକ ଲୋକ ମାନଙ୍କ ର ଜୀବନ ନେଇ ସାରିଲାଣି ଏହା ମଧ୍ୟରେ ସବୁ ଦେଶର ଅନେକ ପ୍ରସିଦ୍ଧ ଲୋକ ମାନେ ବି ଅଛନ୍ତି ଯେଉଁମାନେ କି ଏହି କରୋନା ଯୋଗୁଁ ମୃତ୍ୟୁ ବରଣ କରିଲେଣି, ଆଉ ଆମ ଦେଶରେ ବି ଏହି ମହାମାରୀ ଯୋଗୁଁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମାନେ ମୃତ୍ୟୁ ବରଣ କରିଲେଣି, ସେମାନଙ୍କ ର ମୃତ୍ୟୁ ଦ୍ୱାରା ଦେଶ ବାସୀ ମାନେ ବହୁତ ଦୁଃଖୀ ମଧ୍ୟ ହୋଇଯାଉଛନ୍ତି,

ଆଉ ଏପଟେ ଆମର ଅନେକ ପ୍ରସିଦ୍ଧ କଳାକାର ମାନଙ୍କ ର ଆତ୍ମହତ୍ୟା ଘଟଣା ଲୋକ ମାନଙ୍କୁ ପୁରା ସ୍ତବ୍ଧ କରି ରଖି ଦେଉଛି। ଏହି କିଛି ମାସ ତଳେ ତ ସୁଶାନ୍ତ ଙ୍କ ମୃତ୍ୟୁ ଘଟଣା ଏକ ବହୁତ ବଡ ଚର୍ଚ୍ଚା ର କାରଣ ହୋଇଥିଲା। ତାଙ୍କ ମୃତ ଶରୀର ତାଙ୍କ ଘର ଫ୍ୟାନ୍ ରୁ ଝୁଲୁଥିବା ଅବସ୍ଥା ରେ ମିରିଥିଲେ ବି ତାଙ୍କ ଘର ଲୋକ ଓ ତାଙ୍କ ଫ୍ୟାନ୍ ମାନେ ଏହି କଥା କୁ ଗ୍ରହଣ କରିବାକୁ ନାପସନ୍ଦ ଥିଲେ କି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି,ଏହା ପରେ ତାଙ୍କ କେସ୍ ର ସିବିଆଇ ତଦନ୍ତ ହୋଇଥିଲା ଏବଂ ଅନେକ କଥା ସାମ୍ନା କୁ ଆସିଥିବା।

ଏବେ ସେହି ପରି ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଯିଏ କି ବଲିଉଡ୍ ସିରିଏଲ୍ ଦୁନିଆର ଜଣେ ବହୁ ଚର୍ଚ୍ଚିତ ଚେହେରା, ସିଏ ବି ଆତ୍ମହତ୍ୟା କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଜଣକ କିଏ ଏବଂ ତାଙ୍କ ର ଅଭିନୟ ଜଗତ ବିଷୟ ରେ ସବୁକିଛି। ତେବେ ସେହି କଳାକାର ଜଣକ ହେଉଛନ୍ତି ବିଜୟ୍ ଚିତ୍ରା , ଯିଏ କି ଅନେକ ଫିଲ୍ମ ଆଉ ସିରିଏଲ କରି ସେ ସିରିଏଲ ଜଗତ ରେ ସକ୍ରିୟ ହୋଇ ପାରିଥିଲେ , ଆଉ ଲୋକ ଙ୍କ ମନ ମଧ୍ୟ ଜିତି ପରି ଥିଲେ। ତେବେ ସେ ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ ଥିଲେ। ତେବେ ତାଙ୍କର ଏକ ରହସ୍ୟ ଜନକ ମୁର୍ତ୍ୟୁ ହୋଇଛି,ଯାହା ସିରିଏଲ ଜଗତ ପାଇଁ ଏକ ଦୁଖଦଃ ଖବର ହୋଇଛି। ତେବେ ସମସ୍ତେ ଏହି ଖବର ପାଇ ବହୁତ ଦୁଃଖି ଅଛନ୍ତି।


ତେବେ ସୂଚନା ଅନୁଯାୟୀ ସେ କିଛି ଦିନ ତଳେ ଚେନାଇ ସ୍ଥିତ ଏକ ହୋଟେଲ ରେ ସେ ରହି ଥିଲେ। ତେବେ ରୁମ ରେ କେହି ନ ଥିବା ବେଳେ ସେ ଫେନ ରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି, ତେବେ ତାଙ୍କ ମୂର୍ତ ଶରୀର ସେହି ହୋଟେଲ ରେ ଫେନ ରେ ଝୁଲୁ ଥିଲା। ତେବେ ତାଙ୍କର ଏହି ମୁର୍ତ ଶରୀର କୁ ହୋଟେଲ ର କର୍ମଚାରୀ ଦେଖିଥିଲେ ଓ ଏହା ପରେ ସେ ଯାଇ ତାଙ୍କ ମେନେଜର୍ କୁ ଡାକି ଦେଖାଇ ଥିଲେ। ତେବେ ହୋଟେଲ ମେନେଜର୍ ପୋଲିସ କୁ ଫୋନ କରି ଡକାଇ ଥିଲେ ,ଆଉ ପୋଲିସ ମଧ୍ୟ ଘଟଣା ସ୍ଥଳ ରେ ଆସି ପହଂଚି ଥିଲା,

ଆଉ ନିଜର ତଦନ୍ତ ଆରମ୍ଭ କରିଥିଲେ । ତେବେ ତାଙ୍କର ଗତ୍ କଲି ର ଏହି ରହସ୍ୟମୟ ମୃତ୍ୟୁ ର କାରଣ କଣ ଏତେ ଯାଏ କୌଣସି ତଥ୍ୟ ମିଳି ପରି ନାହିଁ। ତେବେ ଏମିତି କଣ କାରଣ ଥିଲା ଯାହା ପାଇଁ ସେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇ ଥିଲେ, ତେବେ ଦେଖିବାକୁ ଗଲେ ସେ ଜଣେ ସଫଳ ଅଭିନେତ୍ରି ଥିଲେ। ତେବେ ତାଙ୍କ ମୁର୍ତ୍ୟୁ ର କାରଣ ଶୀଘ୍ର ଜଣା ପଡିବ ବୋଲି ପୋଲିସ କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।