ହେ ଭଗବାନ ! ପୁଣି ଡିସେମ୍ବର ମାସ 14 ତାରିଖ ସୋମବାର ଦିନ ଏ ବର୍ଷର ଅନ୍ତିମ ସୂର୍ଯ୍ୟପରାଗ ! ଜାଣନ୍ତୁ ଗ୍ରହଣ ଲାଗିବାର ସଠିକ୍ ସମୟ ଏବଂ ସଠିକ୍ ନିୟମ…….

0

ବନ୍ଧୁଗଣ ଆମେ ପୃଥିବୀ ରେ ବାସ କରୁଛେ ତାର ସ୍ଥିତି ଗତିକୁ ନେଇ ଆମେ ବଞ୍ଚୁଛେ । ବେଳେ ବେଳେ ଆକାଶକୁ ଚାହିଁଲେ ଲାଗେ ଯେମିତି ଭଗବାନଙ୍କ ସୃଷ୍ଟି କୁ କେହି ସମୀକ୍ଷା କରିବା ବୋହୁତ କଷ୍ଟ ।  ଆଜି ଆମେ ୨୦୨୦ ମସିହାରେ ପହଞ୍ଚି ସାରିଲେଣି ଆମୋ ଚାଲି ଚଳଣିରେ ପରିବର୍ତ୍ତନ ହେଲାଣି । ଆମେ ବିଜ୍ଞାନ ଉପୋଜଗେ ଆଜି ସୂର୍ଯ୍ୟ ନକ୍ଷତ୍ର ର ଗତି ବିଧିକୁ ମଧ୍ୟ ପରଖି ପରୁଛେ । ଆପଣ ମାନେ ଜାଣିଛନ୍ତି କି ସୂର୍ଯ୍ୟ ଗ୍ରହଣ କାହିଁକି ହୁଏ ? ଆସନ୍ତୁ ଜାଣିବା ସୂର୍ଯ୍ୟ ଗ୍ରହଣ ବିଷୟରେ।

ସୂର୍ଯ୍ୟ ଚାରିପଟେ କେତେକ ଗ୍ରହ ଓ ନକ୍ଷତ୍ର ମାନେ ନିଜ ନିଜ କକ୍ଷ ପଥରେ ଘୁରି ବୁଲନ୍ତି ଓ ଗ୍ରହ ମାନଙ୍କ ଚାରିପଟେ ସେମାନଙ୍କ ଉପଗ୍ରହ ଗୁଡ଼ିକ ନିଜ ନିଜ କକ୍ଷ ପଥରେ ଘୁରି ବୁଲନ୍ତି । ବେଳେ ବେଳେ ଅମୋ ପୃଥିବୀ ଚାରି ପଟେ ବୁଲୁଥିବା ତାର ଉପଗ୍ରହ ଚନ୍ଦ୍ର , ପୃଥିବ ଓ ସୂର୍ଯ୍ୟ କକ୍ଷ ପଥରେ ଅବତରଣ କରିଥାଏ । ଯାହା ଦ୍ଵାରା ସୂର୍ଯ୍ୟ ଠାରୁ ପୃଥିବୀକୁ ଆସୁଥିବା ଆଲୋକ କୁ ଚନ୍ଦ୍ର ଆସିବା ପାଇଁ ଦିଏ ନାହିଁ । ଏହାକୁ ଆମେ ସୂର୍ଯ୍ୟ ଗ୍ରହଣ ବୋଲିକହିଥାଉ ।

ଚଳିତ ମାସ ଡିସେମ୍ବର ୧୪ ତାରିଖ ସମୋବାର ସନ୍ଧ୍ୟା ୭ ଟା ୩ମିନିଟ୍ ରେ ଲାଗି ୧୫ ଡିସେମ୍ବର ରାତ୍ରି ୧୨ ଟା ୨୩ ମିନିଟ୍ ରେ ସରିବ । ଏହା ବର୍ଷର ଅନ୍ତିମ ସୂର୍ଯ୍ୟ ପରାଗ ଏହି ଭଳି ପରାଗ କୁ ଖଣ୍ଡଗ୍ରସ୍ତ ସୂର୍ଯ୍ୟ ପରାଗ କୁହାଯାଏ । ଆମେ ଏହି ସମୟ ବିଷୟରେ ହୁଏତ ଜାଣି ନଥିବା ଏହି ସମୟରେ ପୃଥିବୀ ଉପୋରେ ପଡୁଥିବା ବିକିରଣ ଯାହା ଅମାେ ଜୀବ ସମାଜ ପାଇଁ ବହୁତ୍ କ୍ଷତିକାରକ । ଏହି ବିକିରଣ ରେ ବହୁତ ବକ୍ଟେରିଆ ଜାତ ହଇଥାଏ ଯାହା ଆମାେ ଶରୀରକୁ ପ୍ରଭାବ ପକେଇ ଥାଏ। ଏହି ସମୟ ରେ କଣ କରିବା ଓ ନକରିବା ଜାଣନ୍ତୁ । ଏହି ସମୟରେ ରୋଷେଇ କରିବା କିମ୍ବା ପାରିବ କାଟିବା ଅନୁଚିତ୍ । କଳା ବସ୍ତ୍ର ପରିଧାନ କରନ୍ତୁ ନାହିଁ । ଗବେଷଣାରୁ ଜଣାପଡିଛି ଏହି ସୂର୍ଯ୍ୟ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଦ୍ବାରା ପକକ୍ରୀୟା ସମ୍ପୂର୍ଣ୍ଣ ହେଇନଥାଏ। ଯଦି ଆପଣ ମାନେ ଏହି ସମୟରେ ଖାଦ୍ୟ ଖାଉଛନ୍ତି ତା ହେଲେ ସେଥିରେ ତୁଳସୀ ପତ୍ର କୁ ପୋକେଇ ଖାଆନ୍ତୁ।


ଯଦି ଆପଣ ରୋଷେଇ କରି ସାରିଛନ୍ତି ଓ ତାକୁ ନଷ୍ଟ କାଟିବା ପାଇଁ ଚାହୁଁ ନାହାନ୍ତି ତା ହେଲେ ସେଥିରେ କିଛି ତୁଳସୀ ପତ୍ର କୁ ଗ୍ରହଣ ଲାଗିବ ପରେ ପକେଇ ଖାଦ୍ୟ ଖାଇପରିବେ। ଗର୍ଭବତୀ ମହିଳା ମାନେ କ୍ଷୀର ପିଇବା ସମୟରେ ତା ସହ ତୁଳସୀ ପତ୍ର କୁ ପକେଇ ଖାଇବା ଉଚିତ୍।
ଦର୍ଶକ ବନ୍ଧୁ ଏହି ସୂର୍ଯ୍ୟ ପରାଗ କୁ ଦେଖିବା ପାଇଁ କାହାର ବା ଇଚ୍ଛା ନଥାଏ ? ଆପଣ ମାନେ ଯଦି ସୂର୍ଯ୍ୟ ଗ୍ରହ ଦେଖିବାକୁ ଚାହୁଁଛନ୍ତି ତା ହେଲେ ଏହା କୁ କେବେ ଖାଲି ଆଖିରେ ଦେଖିବା ର ଭୁଲ ପ୍ରୟାସ ଅଟନ୍ତି ନାହିଁ ଚଷମା ବ୍ୟବହାର କରି ଏହା କୁ ଦେଖିବା ଆମ ଆଖି ପ୍ରତି ବୋହୁତ ଲାଭଦାୟକ । କିନ୍ତୁ ଆମେ ଆସନ୍ତା ସୂର୍ଯ୍ୟ ପରାଗ ଦେଖି ପାରିବ ନାହିଁ କାରଣ ଏହା ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ । ଯଦି ଆପଣ ମାନେ କେବେ ଦେଖିବା ପାଇଁ ପ୍ରୟାସ କରୁଛନ୍ତି ତ ହେଲେ ନିଶ୍ଚିତ ଭାବରେ ଚଷମା ବ୍ୟବହାର କରନ୍ତୁ ।

ସୂର୍ଯ୍ୟ ପରାଗ ଯୋଗୁଁ ଗ୍ରହ ଓ ନକ୍ଷତ୍ର ମାନଙ୍କ ର ସ୍ଥାନରେ ପରିବର୍ତ୍ତନ ହେଇଥାଏ ଯାହା ଦ୍ଵାରା କେତେକ ରାଶି ମଙ୍କୋ ଉପୋରେ ଶୁଭ ପ୍ରଭାବ ପଡ଼ିଥାଏ । ଆସନ୍ତା ଖଣ୍ଡ ଗ୍ରସ୍ତ ସୂର୍ଯ୍ୟ ପରଗରେ ବୃଷ ରାଶି , କନ୍ୟା ରାଶି , ମକର ରାଶି , ସିଂହ ରାଶି ଓ ମୀନ ରାଶି ହୋଇଥିବା ବ୍ୟକ୍ତି ମାନଙ୍କ ର ସଫଳତା ପାଇବେ , ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ଉତ୍ରିନ ହେବେ , ସରକାରୀ ଚାକିରୀ କରିଥିବା ବ୍ୟକ୍ତି ପ୍ରମୋଶନ ପାଇବେ , ବିବାହ ଜନିତ ବାଧା ଦୂର ହେବ ଓ ଆଶା କରୁଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ , ସନ୍ତାନ ସନ୍ତତି ଲାଭ ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।