ମନ୍ଦିରରେ ଘଣ୍ଟି ରହିବାର ଏତେ ଗୁଡିଏ ରହସ୍ୟ ,ଆପଣ ସହଜରେ ବିଶ୍ୱାସ କରିବେନି । ଜାଣନ୍ତୁ ଏହା ର ରହସ୍ୟ

0

ହିନ୍ଦୁ ଧର୍ମରେ ବାରମାସରେ ତେର ପର୍ବ ହିନ୍ଦୁ ମାନଙ୍କ ଧର୍ମପିଠ କହିଲେ ଆମେ ଆଧ୍ୟାତ୍ମିକ ଜଗତ ଆଡ଼କୁ ଚାଲି ଯାଉ ଓ ମନ୍ଦିର କଥାକୁ ମୋନ କୁ ଅଣିଥାଉ । ଏହି ମନ୍ଦିରରେ ପୂଜା ଠାରୁ ଆରମ୍ଭ କରି ପୂଜାରେ ବ୍ୟବହୃତ ଗୋଟିଏ ଗୋଟିଏ ଜିନିଷର କିଛି ଆଧ୍ୟାତ୍ମିକ ସମ୍ପର୍କ ରହିଛି ।  ଗୀତା ପୁରାଣ ପଢ଼ିଲେ ଆମେ ବହୁତ୍ ଜ୍ଞାନ ଲାଭ କରିବା ସହ ମନରେ ଆଧ୍ୟାତ୍ମିକତା କୁ ଜାଗୃତ କରି ତାହିଁରେ ଲୀନ ହଇଯିବା କୁ ବେଳେବେଳେ ଆମ ଇଚ୍ଛା ହେଇଥାଏ । ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ମନ୍ଦିରରେ ବ୍ୟବହୃତ ଘଣ୍ଟି ର ଧ୍ଵନି ମନ୍ଦିର ର ପରିସର କୁ ଏତେ ପବିତ୍ରତା ଆଣିଦିଏ ତାହା ଆପଣ ଉପଲବ୍ଧ କରି ଛନ୍ତି କି?


ଦେବାଦେବୀଙ୍କ ଆଶିଷ ପାଇବା ପାଇଁ ଆମେ ଧୂପ , ଦୀପ , ଧୂ ଣା, ଶଙ୍ଖ ଫୁଙ୍କି , ଘଣ୍ଟି ବଜାଇ ଭଗବାନ ଙ୍କୁ ପୂଜା ଅର୍ଚ୍ଚନା କରିଥାଉ । ଏହି ଭଳି ଆମେ ମନକୁ ମନ କରି ନଥାଉ ପୂଜା କରିବା ପାଇଁ ପୁରାଣ ରେ ବହୁତ ନିୟମାବଳୀ ରହିଛି । ପୁରାଣ ରେ ଥିବା ନିୟମ ଗୁଡ଼ିକୁ ଆମେ ବିଧିବଦ୍ଧ ଭାବେ ପାଳି ଥାଉ ।  ଆମେ ମନ୍ଦିରକୁ ପ୍ରବେଶ କଲେ ମୋନରେ ଆଧ୍ୟାତ୍ମିକତା ଭାବ ଜାତ ହୁଏ ଓ ଆମ ମନ ନିର୍ମଳ ହେଇ ଉଠେ । ମନ୍ଦିର ପବିତ୍ର ଓ ପାପ ମୁକ୍ତ ସ୍ଥାନ ଯୋଉଠି ଦେବତା ମାନେ ରୁହନ୍ତି ଏହା ସ୍ବର୍ଗ ସହିତ ସମାନ । ବେଳେ ବେଳେ ଆମେ ଚିନ୍ତା ରେ ଥିଲେ ମନ୍ଦିର ର ପିଣ୍ଡାରେ ବସି ରହିଲେ ଶଙ୍ଖ ଓ ପୂଜାର୍ଚ୍ଚନା ରୁ ଆସୁଥିବା ଘଣ୍ଟି ର ଶବ୍ଦ ମଧ୍ୟ ଆମ କୁ ଶାନ୍ତି ଦିଏ ସତେ ଯେମିତି ନିଷ୍ପାପ କରିଦିଏ ଆମ ହୃଦୟକୁ ।


ଆମେ ଯେତେ ବେଳେ ମନ୍ଦିର ଭିତରକୁ ପ୍ରବେଶ କରୁ ମନ୍ଦିର ର ଦ୍ୱାର ରେ ଲାଗିଥିବା ଘଣ୍ଟି କୁ ବଜାଇ ଥାଉ ଏହା ଆମେ କାହିଁକି କରୁ ? ଆସନ୍ତୁ ଜାଣିବା ମନ୍ଦିର ରେ ଥିବା ଘଣ୍ଟି ର ରହସ୍ୟ ବିଷୟରେ । ଏହି ଘଣ୍ଟି କୁ ଆମେ ମନ୍ଦିର ଭିତର କୁ ପ୍ରବେଶ ପାଇଁ ଅନୁମତି ମାଗି ଥାଉ ଦେବତାଙ୍କୁ ଓ ଦେବାଦେବୀ ଚେତା ଗ୍ରତ ହେଇ ଆମ ପୂଜା କୁ ପ୍ରଭାବ ଶାଳୀ କରିଦିଅନ୍ତି। ଏହି ଘଣ୍ଟି ଧ୍ଵନି ସହ ଶଙ୍ଖ ଧ୍ଵନି ମଧ୍ୟ ମନ୍ଦିର ର ପୂଜା କୁ ପବିତ୍ରତା ଆଣିଦିଏ । ପୂଜା ପାଠ ରେ ଆମେ ନିଯୋକୁ ନିବେଶ କଲେ ଆମେ ମାନସିକ ଶାନ୍ତି ଲାଭ କରୁ । ପୁରାଣ ବର୍ଣ୍ଣିତ ମନ୍ଦିରର ରୀତିନୀତି କୁ ଆମେ ସଦା ସର୍ବଦା ମନି ନିଯୋକୁ ସେଥିରେ ନିବେଶିତ କରିବା ଦ୍ବାରା ଆମୋ ପାପ କ୍ଷୟ ହୋଇଯାଏ ।  ଏମିତି ନୂଆ ନୂଆ ଆଧ୍ୟାତ୍ମିକ କଥା ଜାଣିବା ପାଇଁ ଅମୋ ସହୋସୋବୁ ବେଳେ ଜଡ଼ି ହେଇ ରୁହନ୍ତୁ । ଆଶା କରୁଛି ଆପଣଙ୍କୁ ଏହି ଲେଖା ନିଶ୍ଚିତ ଭୋଲ ଲାଗିଥିବ । ନମସ୍କାର ଜୟ ଜଗନ୍ନାଥ ।