ଅର୍ଶ , ମଳକଣ୍ଟକ , ଭଗନ୍ଦର ଭଳି ରୋଗରେ ଆକ୍ରାନ୍ତ ଅଛନ୍ତିକି ତେବେ ଜାଣନ୍ତୁ ଏହାର କାରଣ , ଲକ୍ଷଣ ଓ ଚିକିତ୍ସା ବିଷୟରେ ।

0

ବିଭିନ୍ନ ଲୋକମାନଙ୍କର ମଳଦ୍ୱାରରେ ଯେଉଁ ରୋଗ ଉତ୍ପତି ହୋଇଥାଏ ତାହାକୁ ଆମେ ଅର୍ଶ , ମଳକଣ୍ଟକ,ଭଗନ୍ଦର କହୁ ଏବଂ ଛାଡା ଗଲାବେଳେ ମଳଦ୍ୱାରରେ ଘା ସୃଷ୍ଟି ହୁଏ ଯାହା ଧୀରେ ଧୀରେ ମଳକଣ୍ଟକରେ ପରିଣତ ହୁଏ । ଅର୍ଶ ଯାହାକି କୌଣସି କଷ୍ଟ ନଥାଇ ଅଧିକ ମାତ୍ରାରେ ରକ୍ତସ୍ରାବ ହେବାକୁ ଅର୍ଶ କୁହାଯାଇଥାଏ । ମଳକଣ୍ଟକ ଦିଇ ପ୍ରକାର ହୋଇଥାଏ ନମ୍ୱର -1 ଜରୁରୀ କାଣୀନ ଘା ,ନମ୍ୱର -2 ଶୁଖିଯାଇଥିବା ଘା । ସେହିପରି ଅର୍ଶ ଓ ଭଗନ୍ଦର ମଧ୍ୟ ଦିଇ ପ୍ରାକର ହୋଇଥାଏ ।


ମଳକଣ୍ଟକ ହେବାର କାରଣ ଗୁଡିକ ହେଉଛି ପ୍ରଥମତଃ ପାଣିର ଗୁରୁତ୍ୱ, ଖାଦ୍ୟର ଗୁରୁତ୍ୱ ଓ ସମୟର ଗୁରୁତ୍ୱ ଏହି ସବୁ ଶରୀରପାଇ ଅଧିକ ଜରୁରୀ ହୋଇଥାଏ । ଶରୀର ପାଇ ପାଣିର ଆବଶ୍ୟକତା ଅଧିକ ରହିଥାଏ ଓ ପାଣିର ଅଭାବ ଯୋଗୁ ଏହି ସବୁ ରୋଗ ସୃଷ୍ଟି କରିଥାଏ । ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଳଦ୍ୱାରରେ ଝାଡା ହେବାରେ ବହୁତ କଷ୍ଟ ହୋଇଥାଏ ଯାହା ଦ୍ୱାରା ଏହି ରୋଗ ସୃଷ୍ଟି କରିଥାଏ । ଯେପରି ଆମେ ଆମର ସମସ୍ତ କାର୍ଯ୍ୟକୁ ସଠିକ ସମୟରେ କରିଥାଉ ସେହିପରି ନିୟମିତ ଭାବରେ ମଧ୍ୟ ମଳତ୍ୟାଗ କରିବା ଆବଶ୍ୟକ ।

ଅର୍ଶ ହେବାର ଲକ୍ଷଣ ଗୁଡିକ ହେଉଛି ପ୍ରଥମେ ରୋଗୀକୁ ଏହା ବହୁତ କଷ୍ଟ ଦେଇଥାଏ ଏବଂ ଝାଡା ହେବା ସମୟରେ ବହୁତ କୁନ୍ଥେଇବାକୁ ପଡିଥାଏ ଏହି ସବୁ ଏହାର ଲକ୍ଷଣ ହୋଇଥାଏ । ଅର୍ଶ ହେଲେ ଏହାର କୌଣସି କଷ୍ଟ ନଥାଏ କିନ୍ତୁ ରକ୍ତ ସ୍ରାବ ହୋଇଥାଏ ଏବଂ ମଳକଣ୍ଟକ ରୋଗ ଅଧିକ ଦିନ ରହିଲେ ଏହା କ୍ୟାନଶର ମଧ୍ୟ କରାଇଥାଏ ।


ମଳକଣ୍ଟକ ରୋଗ ଅଧିକ ଦିନରୁ ହୋଇଥିଲେ ଏହାର ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଅନେକ ଲୋକମାନଙ୍କର ଧାରଣା ରହିଥାଏ କି ଥରେ ଅପରେସନ କଲେ ଏହା ପୁଣି ବାହରିଥାଏ କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ କାରଣ ଏହା ଅପରେସନ୍ ର ଡିଫେକଡିଭ ପ୍ରସିଜିୟର ଯାହା ଦ୍ୱାରା ଏହି ସବୁ ହୋଇଥାଏ । ମଳକଣ୍ଟକକୁ ଡାଇରେକସନ କରିଦେବା ଫଳରେ ଅର୍ଶ ଗୁଡିକ ବାହରକୁ ବାହାରି ଆସନ୍ତି ଏବଂ ଏହି ଅର୍ଶ ଗୁଡିକ ସାଧାରଣତଃ ତିନୋଟି ଯାଗାରେ ହୋଇଥାନ୍ତି ଏହାକୁ ଯନ୍ତ୍ର ସାହାର୍ଯ୍ୟରେ କାଟି ବାହର କରିଦିଅନ୍ତି ।

ଦ୍ୱିତୀୟ ପଦ୍ଧତିଟି ହେଉଛି ଫିରଚୋରା ମାଧ୍ୟମରେ ମଧ୍ୟ ଚିକିତ୍ସା କରାଯାଇଥାଏ ଏବଂ ମଳକଣ୍ଟକ ଯୋଗୁଁ ଫିରଚୁରା ହୋଇଥାେଏ ତେବେ ସେ ମଳଦ୍ୱାର ମୁହଁକୁ ଗୋଟିଏ ପ୍ରପ ଦେଇ ମଳଦ୍ୱାର ଭିତରକୁ ଦେଇଥାଉ । ପ୍ରପଟି ଯାଇ ମଳଦ୍ୱାରରେ ବାହାରିଯାଏ ଓ ସେହି ଫିରଚୁରାର ଚାରିପାଖରେ ରହିଥିବା ମ୍ୟୁକୋଷ ଗୁଡିକୁ କାଟି ବାହାର କରିଦେଉ ।ସେହି ଘାଟିକୁ ଷ୍ଟିଚ କରିଦେଉ ଏବଂ ସମ୍ପୂର୍ଣ୍ଣ ଭାବରେ ଫିରଚୁରାଟି ଚାଲିଗଲେ ତାର ବାଟଟି ବନ୍ଦ ହୋଇଯାଏ ଏହା ମଧ୍ୟ ଭଲ ହୋଇଯାଏ । ଏହାର ନିରାକରଣ ପାଇ ବହୁତ ପରିମାଣରେ ପାଣି ପିଇବା ଆବଶ୍ୟକ ହୋଇଥାଏ । ଯାହାଦ୍ୱାରା ମଳତ୍ୟାଗ ନିୟମିତ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।