ଦେଖନ୍ତୁ ଭିଡିଓ – ସାରଥୀ ଓ ସୁର ବାବା ପରେ ଧରା ପଡ଼ିଲେ ଆଉ ଏକ ବାବା ! ଭାଇରାଲ ହେଲା ବାବାଙ୍କ ରୋମାଣ୍ଟିକ ଭିଡ଼ିଓ।

0

ଏଇ କଲି ଯୁଗତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜକୁ ସ୍ୱୟଂ ଭଗବାନ ଙ୍କ ର ଅବତାର ବୋଲି କହିଥାନ୍ତି ଓ ଲୋକ ମାନଙ୍କ ର ଭାବନା ସହ ଖେଳିଥାନ୍ତି। ଲୋକ ମାନେ ମଧ୍ୟ ସେହି ଲୋକ ମାନଙ୍କୁ ଭଗବାନ ବୋଲି ମାନି ସେମାନଙ୍କ ଉପରେ ବିଶ୍ଵସ କରିଥାନ୍ତି ଓ ସେମାନଙ୍କ ର ସବୁ ନିର୍ଦେଶ କୁ ମାନି ଥାନ୍ତି। ତେବେ ଆଜି ଆମେ ଜାଣିବା ଏପରି ଏକ ଘଟଣା ବିଷୟରେ ଯାହାକି ଜଣେ ବ୍ୟକ୍ତି ନିଜକୁ ସ୍ୱୟଂ ପ୍ରଭୁ ହନୁମାନ ଙ୍କ ର ରୁପ ବୋଲି କହି ଝିଅ ମାନଙ୍କ ସହ ଖରାପ ବ୍ୟବହାର କରିଛନ୍


ଘଟଣାଟି ହେଉଛି ମଦ୍ୟପ୍ରଦେଶ ରାଜ୍ୟର। ଏଠାରେ ଧର୍ମେନ୍ଦ୍ର ନାମକ ଜଣେ ଵ୍ୟକ୍ତି ନିଜକୁ ପ୍ରଭୁ ହନୁମାନ ଙ୍କ ର ଅବତାର ବୋଲି ମାନି ଲୋକ ମାନଙ୍କୁ ଠକି ଆସୁଥିଲେ। ଯାହା ଫଳରେ ପୋଲିସ ତାଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଆରେଷ୍ଟ କରିବା ପରେ ତାଙ୍କ ବୁସୟରେ ଅନେକ କିଛି କଥା ଜାଣିବାକୁ ମିଳି ଥିଲା। ତାଙ୍କର ସମସ୍ତ କଳା କାରନାମା ଧରା ପଡି ଯାଇଥିଲା।

ବାବା ଜଣଙ୍କ ଆରେଷ୍ଟ ହେବା ପରେ ପୋଲିସ ତାଙ୍କର ମୋବାଇଲ କୁ ଜବତ କରିଥିଲା। ତେବେ ତାଙ୍କର ମୋବାଇଲ କୁ ଜବତ କରିବା ପରେ ପୋଲିସ ସେଥିରୁ ଅନେକ କିଛି ତଥ୍ୟ ଜାଣିବାକୁ ପାଇଥିଲେ। ଏଥିରୁ ବାବା ଙ୍କ ର ସେକ୍ସ ରାକେଟ ବିଷୟରେ ମଧ୍ୟ ଜଣା ପଡିଥିଲା। ଯାହାକି ବାବା ଙ୍କ ନିଜ ଆଶ୍ରମ ରେ ଅନେକ ଝିଅ ଙ୍କ ସହ ଶାରୀରିକ ସମ୍ପର୍କ ଥିବା ବିଷୟରେ ଜଣା ପଡିଥିଲା। ଏହି ସବୁର ଭିଡ଼ିଓ ମଧ୍ୟ ସେ କରିଥିଲେ।


ବାବା ବସିକରଣ ବିଦ୍ୟା ଖୁବ ଭଲ ଭାବରେ ଜାଣି ଥିଲେ। ସେ ପ୍ରତି ଶନିବାର ଓ ମଙ୍ଗଳ ବାର ନିଜର ଆଶ୍ରମ କୁ ଆସୁଥିବା ଝିଅ ଓ ମହିଳା ମାନଙ୍କୁ ବଶୀଭୂତ କରି ସେମାନଙ୍କ ସହ ସାରିରିକ ସମ୍ପର୍କ ରଖୁଥିଲେ ଓ ତାର ଭିଡ଼ିଓ କରି ମଧ୍ୟ ନିଜ ମୋବାଇଲ ରେ ରଖିଥିଲେ। ତେବେ ଜଣା ପଡିଥିଲା ଯେ ପାରିବାରିକ ସମସ୍ୟା କାରଣ ରୁ ଯେଉଁ ମାନେ ବାବା ଙ୍କ ପାଖକୁ ଆସୁଥିଲେ ସେମାନଙ୍କୁ ସେ ଏକ ତାବିଜ ଦେଉଥିଲେ। ଯାହା କି ସେମାନେ ପିନ୍ଧୁଥିଲେ ଓ ପ୍ରତ୍ୟକ ମଙ୍ଗଳ ବାର ଓ ଶନିବାର ତାଙ୍କ ନିକଟକୁ ଆସୁଥିଲେ।


ଏହା ପରେ ସେ ସେମାନଙ୍କୁ ଏକ ପ୍ରକାର ର ପ୍ରସାଦ ଖାଇବାକୁ ଦେଉଥିଲେ ଓ ସେହି ପ୍ରସାଦ ଦେଇ ସେମାନଙ୍କୁ ନିଜର ବଶୀଭୂତ କରୁଥିଲେମ ଏହା ପରେ ସେମାନଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ। ତେବେ ଏହି ଘଟଣା ଗୁଡିକ ବିଷୟରେ ପୋଲିସ ଅବଗତ ହୋଇଛି ଓ ବାବା ଙ୍କ ମୋବାଇଲ ରେ ଥିବା ସବୁ ଅଶ୍ଳୀଳ ଭିଡ଼ିଓ ପୋଲିସ ଜବତ କରିଛି। ଏହା ପରେ ପୋଲିସ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରକାଶ କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।