ନୂଆ ଖବର – ସରକାରଙ୍କ ଏଭଳି ଘୋଷଣା ଜାନୁଆରୀ ଏହି ତାରିଖରୁ ଖୋଲିବ ସମସ୍ତ ସ୍କୁଲ ତା ସହିତ ଜାଣନ୍ତୁ କ’ଣ କ’ଣ ରହିବ ଗାଇଡଲାଇନ୍ସ

0

ସାରା ଦେଶ ରେ କୋରୋନ ର ପ୍ରକୋପ ରହିଛି,ଯାହା ପାଇଁ ଆଜି ସାରା ଦେଶ ରେ ଲୋକ ଅସୁବିଧା ରେ ସମୁଖୀନ ହେଉଛନ୍ତି। ତେବେ ଏହି ରୋଗ କୁ ରୋକିବା ପାଇଁ କୌଣସି ସମାଧାନ ନ ଥିବାରୁ ହଜାର ହଜାର ଲୋକ ପୋକ ମାଛି ଭଳି ମରୁଛନ୍ତି । ତେବେ ଆଜି ଯାଏ ଏହି ରୋଗ କୁ ଭଲ କରିବା ପାଇଁ ଔଷଧ ବା ଟୀକା ର ଉଦ୍ଭାବନ ହୋଇ ନାହିଁ,ଆଉ ଯାହା ପାଇଁ ଏହି ସଙ୍କ୍ରମଣ କୁ ରୋକା ଯାଇ ପାରୁ ନାହିଁ। ତେଣେ ଏହି କୋରୋନ ପାଇଁ ସାରା ଦେଶ ଏବେ ଅନେକ ସମସ୍ୟା ର ସମୁଖୀନ ହେଲାଣି। ତେବେ ସରକାର ମଧ୍ୟ ଏହାକୁ ରୋକିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି,

ହେଲେ କିଛି ଫଳପ୍ରଦ ହେଉ ନାହିଁ।ତେବେ ଏହି ସମସ୍ୟା ର ସମାଧାନ ପାଇଁ ଡାକ୍ତର ମାନେ ମଧ୍ୟ କିଛି କରି ପାରୁ ନାହାନ୍ତି କାରଣ ଏହା ଏକ ଅଜଣା ରୋଗ । ତେଣୁ ଏହାର ଚିକିତ୍ସା ପଦ୍ଧତି କେମିତି ତା କେହି ଜାଣି ନାହାନ୍ତି,ଆଉ ଯାହା ପାଇଁ ଆଜି ସାରା ବିଶ୍ୱରେ ଲୋକ ମାନେ ଅନେକ ସମସ୍ୟା ରେ ସମୁଖୀନ ହେଉଛନ୍ତି।

ତେବେ ସଙ୍କ୍ରମଣ କୁ କିଛି ମତ୍ରା ରେ କମାଇବା ପାଇଁ ସରକାର ସାରା ଦେଶ ରେ ଲକ ଡାଉନ ର ଘୋଷଣା କରିଛନ୍ତି, ଆଉ ମାସ୍କ୍ ପିନ୍ଧି ବାହାରକୁ ଯିବାକୁ କହିଛନ୍ତି,ଆଉ ତା ସହ ସାରା ଦେଶ ରେ ଲକ ଡାଉନ ପାଇଁ ସବୁ କିଛି ବନ୍ଦ ରହି ଥିଲା। ଦୋକାନ ବଜାର , ଅଫିସ , ସ୍କୁଲ ,କଲେଜ , ମନ୍ଦିର , ରାସ୍ତା ଘାଟ ଆଦି ସବୁ କିଛି । ତେବେ ଏହି ବନ୍ଦ ପାଇଁ ଅନେକ ଲୋକ ବହୁତ ଅସୁବିଧା ରେ ସମୁଖୀନ ହୋଇ ଥିଲେ। ସବୁ କିଛି ବନ୍ଦ ଥିବାରୁ ଲୋକ ଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇ ଯାଇ ଥିଲା , ଯାହା ଫଳ ରେ ଲୋକ ମାନେ ଖାଇବାକୁ ପାଇଲେ ନାହିଁ ,

ଆଉ ତା ସହ ଅନେକ ସମସ୍ୟା ରେ ସମୁଖୀନ ହେଲେ। ତେବେ ଏଥି ପାଇଁ ଦେଶ ର ଆର୍ଥିକ ସ୍ଥିତି ମଧ୍ୟ ବହୁତ ଖରାପ ହେବାରେ ଲାଗିଲା ,ତେଣୁ ସରକାର ଏହାର ସମାଧାନ ପାଇଁ ସବୁ କିଛି ଖୋଲିବା ପାଇଁ ନିଷ୍ପତି ନେଇ ଥିଲେ।ତେବେ ଅନଲକ୍ ଜରିଆରେ ସରକାର ସବୁ କିଛି ଖୋଲି ଦେଇ ଥିଲେ , କିନ୍ତୁ ସ୍କୁଲ ଓ କଲେଜ ବନ୍ଦ ରହି ଥିଲା,କାରଣ ସ୍କୁଲ ଓ କଲେଜ ଖୋଲିଲେ ସଙ୍କ୍ରମଣ ବଢ଼ି ପରେ ବୋଲି ଆଶଙ୍କା କରି ଆଜି ଯାଏ ସ୍କୁଲ କଲେଜ ବନ୍ଦ ରହି ଥିଲା।

ତେବେ ଦେଶର ସରକାର ସବୁ ରାଜ୍ୟର ସରକାର ଙ୍କ ଉପରେ ଛାଡି ଦେଇ ଥିଲେ। ତେବେ ରାଜ୍ୟର ସ୍ଥିତି କୁ ଦେଖି ସ୍କୁଲ କଲେଜ ଖୋଲିବାର ନିଷ୍ପତି ନେବେ। ତେବେ ଆମ ରାଜ୍ୟ ର ଶିକ୍ଷା ମନ୍ତ୍ରୀ ପିଲା ଙ୍କ ଭବିଷ୍ୟତ କଥା ଚିନ୍ତା କରି ଜାନୁଆରୀ ୨ ରେ ସ୍କୁଲ କଲେଜ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ।ତେବେ ତା ସହ ୟୁଜି ପିଜି ସେମିଷ୍ଟର ପରୀକ୍ଷା ଘୁଞ୍ଛିବ, ଆଉ ୭୦/୮୦ ପାଠ ପଢା ହେଲା ପରେ ପରୀକ୍ଷା ହେବ ବୋଲି କହିଛନ୍ତି , ଅନଲାଇନ ପାଠ ପଢାରେ ପରୀକ୍ଷା ହେଲେ ଫେଲ ପ୍ରତିଶତ ବଢିବ।

ତେବେ ଏହି କୋଭିଡ ପାଇଁ ଛାତ୍ର ଛାତ୍ରୀ ମାନେ ୯ ମାସ ହେବ ସ୍କୁଲ ର ମାଟି ମାଡି ନାହାନ୍ତି। ତେବେ ପିଲା ଙ୍କ ଭବିଷ୍ୟତ କଥା ଚିନ୍ତା କରି ଶିକ୍ଷା ସଚିଵ ଏମିତି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି। ତେବେ ଆଗରୁ ୩୦% ପ୍ରତିଶତ ସିଲବସ କାଟି ଦିଆ ଯାଇଛି, ତଥାପି କ୍ଲାସ ରୁମ ରେ ପାଠ ପଢା ହୋଇ ନ ଥିବାରୁ ଫେବ୍ରୁଆରି ବା ମାର୍ଚ୍ଚରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ର ପରୀକ୍ଷା ହେବ ନାହିଁ ବୋଲି କହିଛନ୍ତି,ତେବେ ପରୀକ୍ଷା ବିଳମ୍ବ ହେବ ବୋଲି କହିଛନ୍ତି ଶିକ୍ଷା ସଚିଵ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।