ପର୍ଦାଫାସ କଲା ସୋସିଆଲ ମିଡ଼ିଆ – ଏହି ଖାଦ୍ୟ ଖାଇବା ଯୋଗୁଁ ବ୍ୟାପିଛି କରୋନା ଭାଇରସ ଚାଇନା ର ଲୋକମାନେ ଏହିପରି କାର୍ଯ୍ୟ କରିଥିବାରୁ ଧରାପଡିଛି

0

୨୦୨୦ ବର୍ଷ ଟି ବୋଧହୁଏ ଆମ ସମସ୍ତଙ୍କ ପାଇଁ ଏକ ଅଭିଶପ୍ତ ବର୍ଷ ଅଟେ ଯେଉଁ ଥିରେ ସାରା ବିଶ୍ୱ ନିଜକୁ ନିଜ ର ପାରିସୀମା ମଧ୍ୟରେ ବନ୍ଦ ରଖିବାକୁ ବାଧ୍ୟ ହୋଇଛି । ବର୍ତ୍ତମାନ ସମଗ୍ର ଦେଶ ଏହି ମାରାତ୍ମକ କରନା ଭୁତାଣୁ ଠାରୁ ନିଜକୁ ମୁକୁଳେଇବାକୁ ଚେଷ୍ଟା ପରେ ଚେଷ୍ଟା କରିଚାଲିଛି ।ମାତ୍ର ଏହାର ପ୍ରକୃତ ନିରାକରଣ କଣ ଏପର୍ଯ୍ୟନ୍ତ କେହି ଜାଣିବାର ସକ୍ଷ୍ୟମ ହୋଇନଥିଲେ ମଧ୍ୟ ଏହା ବହୁତ ଶୀଘ୍ର ସମ୍ଭବ ହେବ ବୋଲି ଆଶା କରାଯାଉଛି ।


ତେବେ ଏହି ଭୁତାଣୁ ର ବିନାଶ କରିବା ପାଇଁ ଦେଶର ପ୍ରାୟ ସମସ୍ତ ଦେଶ ନିଜ ନିଜର ଚେଷ୍ଟା ଦ୍ୱାରା ଏହାର ଭ୍ୟାକସିନ ବାହାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଭାରତ ମଧ୍ୟ ଏହି ଭ୍ୟାକସିନ ପ୍ରସ୍ତୁତ କରିବା ପାଇଁ ବହୁତ ଅର୍ଥ ଖର୍ଚ୍ଚ କରିବା ସହ ବାରମ୍ବାର ନିଜର ଚେଷ୍ଟା କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ନିରାକରଣ ସଠିକ ଭାବରେ ବାହାର ହୋଇ ନାହିଁ ବା ଲୋକମାନ ଙ୍କ ପାଇଁ ଲକଡ଼ାଉନ ଛାଡ ଅନ୍ୟ କୌଣସି ବିକଳ୍ପ ମଧ୍ୟ ନାହିଁ ।

ତେବେ ଏହି ମାରାତ୍ମକ କରନା ଭୁତାଣୁ ର ତାଣ୍ଡବ ଆରମ୍ଭ ହୋଇଥିଲା ଚୀନ ର ଉହାନ ଠାରେ ।ଆପଣ ଏମିତି ମଧ୍ୟ କହି ପାରିବେ କି ଏହି କରନା ଭୁତାଣୁ ର ସୃଷ୍ଟି ଚୀନ ରୁ ହିଁ ହୋଇଛି ।ତେବେ ଏହା ପ୍ରାୟ ସାରା ବିଶ୍ୱ ର ମୁଣ୍ଡ ବିନ୍ଧାର କାରଣ ହୋଇଗଲାଣି ।ତେବେ କିଛି ଦିନ ତଳେ ଏକ ଇଂରାଜୀ ଖବର କାଗଜ ରେ ଏହି ଭୁତାଣୁ ର ସୃଷ୍ଟି ହେବା ପଛରେ ଥିବା କାରଣ ବିଷୟରେ ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ ପ୍ରକାଶିତ ହୋଇଥିଲା ।ଯାହା ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ।


ତେବେ ଇଂରାଜୀ ଖବର କାଗଜ ଅନୁସାରେ , ଯେଉଁ ଭୁତାଣୁ (କରନା ଭୁତାଣୁ) ଏବେ ସାରା ବିଶ୍ୱ ରେ ତାଣ୍ଡବ ଲୀଳା ଚଲେଉଛି ତାହା ଚୀନ ରୁ ହିଁ ବାହାରିଛି ।ସୂଚନା ଅନୁସାରେ ଚାଇନା ର ଲୋକ ମାନଙ୍କର ଖାଦ୍ୟ ସାମଗ୍ରୀ ରୁ ହିଁ ଏହା ଜନ୍ମ ନେଇଥିଲେ ।ଉଲ୍ଲେଖ ଯୋଗ୍ୟ ଯେ ଚୀନ ର ଲୋକ ମାନଙ୍କର ଖାଦ୍ୟ ପ୍ରଣାଳୀ ସମସ୍ତ ଙ୍କ ଠାରୁ ଭିନ୍ନ ଓ ଅଜବ ଅଟେ ।ସେମାନେ ନିଜ ଖାଇବା ରେ ବେଙ୍ଗ, ବିଛା,ସାପ,ଅସରପା,ଝିଟିପିଟି ,ଜିଆ ଆଜି କୀଟ କୁ ବ୍ୟବହାର କରିଥାନ୍ତି ।ସେମାନେ ନିଜର ଖାଦ୍ୟ କୁ ଭଲ ଭାବରେ ରୋଷେଇ ନକରି ଅଧା ସିଝା କଞ୍ଚା ଖାଦ୍ୟ ଖାଇଥାନ୍ତି ।ଯେଉଁ କାରଣ ରୁ କରନା ଭଳି ଏକ ମାରାତ୍ମକ ରୋଗ ର ସୃଷ୍ଟି ହୋଇଥିଲା ଆଉ ଏବେ ଏହା ସାରା ଦେଶରେ ମାତିବାକୁ ଲାଗିଛି ।

କିଛି ଦିନ ତଳେ ଏହି ଉପରେ ସୋସିଆଲ ମିଡ଼ିଆ ରେ ଏକ ଚାଇନା ର ଏକ ହୋଟେଲର ଭିଡ଼ିଓ ଭାଇରଲ ହୋଇଥିଲା ଯେଉଁଥିରେ ଦୃଶ୍ୟମାନ ହେଉଥିଲା କି ସେଠାରେ ସାପ ତରକାରୀ, ବିଛା ସୁପ, ଝିଟିପିଟି ଭଜା ଆଦି ଖାଦ୍ୟ ଆଇଟମ ରହିଥିଲା। ତେବେ ବୈଜ୍ଞାନିକ ଙ୍କ ମତରେ ଏହି ସବୁ ଖାଇବା ଫଳରେ କରନା ରୋଗ ସୃଷ୍ଟି ହୋଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।