ଦେଉରଙ୍କ ସହିତ ଫେରାରହେଲେ ମୁସଲିମ ମହିଳା ଘରକୁ ଫେରି ଦେଖିଲେ ସ୍ୱାମୀ କରିଲେ ଏହିଭଳି କାମ ସ୍ତ୍ରୀ ର ଉଡିଗଲା ହୋସ

0

ଉତ୍ତର ପ୍ରଦେଶର ଜଣେ ମହିଳା ନିଜ ପ୍ରମିକ ସହ ଘରୁ ବାହରି ଯାଇଥିଲେ ଏବଂ ଘରକୁ ଫେରିନଥିଲେ ଏହାପରେ ପ୍ରେମିକ ମହିଳା ଜଣଙ୍କୁ ଛାଡିଦେଲେ । ଯେତେବେଳେ ମହିଳା ଜଣକ ପୁଣି ଥରେ ଘରକୁ ଆସିବାରୁ ଘୋରଲୋକମାନେ ତାଙ୍କୁ ଆପଣେଇ ନଥିଲେ । ଏହାପରେ ମହିଳା ଜଣକ ଥାନାରେ ନିଜ ପ୍ରମିକ ନାରେ କମ୍ପ୍ଲେନ କରିଥିଲେ ।

ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଉତ୍ତର ପ୍ରଦେଶର ବରେଲି ର ଇଜ୍ଜନଗରରେ ଜଣେ ମହିଳା ତାଙ୍କର ପ୍ରେମିକଙ୍କ ସହିତ ରହୁଥିଲେ କିନ୍ତୁ ତାଙ୍କ ଦିଅରଙ୍କ ସହିତ ମହିଳାଙ୍କର ଚକର ଚାଲିଥିଲା । ମହିଳା ଜଣକ ତାଙ୍କ ପ୍ରମିକର ଭାଇ ସହିତ ପଳାଇଯିବା ପାଇ ପ୍ଲାନ କରିବା ସହିତ ହରିଦ୍ୱାରରେ ଯାଇ ପହଞ୍ଚିଥିଲେ । ସେଠାରେ ଉଭୟ ସାଥୀ ହୋଇ ରହିଲେ ଏବଂ କିଛି ଦିନ ଗଲା ପରେ ତାଙ୍କ ଦେଉର ଛାଡିଦେଇଥିଲେ । ମହିଳା ଜଣକ ପୁଣିଥରେ ତାଙ୍କ ପୁରୁଣା ପ୍ରେମିକର ଘରକୁ ଆସିଥିଲେ ।

ମହିଳା ଜଣକ ବାରଦରି ସହରରେ ରହୁଥିଲେ ଏବଂ ତାଙ୍କ ବିବାହ 7 ବର୍ଷ ପୂର୍ବରୁ ହୋଇଥିଲା ତାଙ୍କ ସ୍ୱାମୀ ଜଣେ ଆର୍ୟୁ କର୍ମଚାରୀ ଥିଲେ ଓ ତାଙ୍କର ଦୁଇ ସନ୍ତାନ ମଧ୍ୟ ଥିଲେ । ମହିଳା ଜଣକର ତାଙ୍କ ଦେଉରଙ୍କ ସହିତ 7 ମାସ ପୂର୍ବରୁ ପ୍ରେମ ସମ୍ପର୍କ ରଖିଥିଲେ ଏବଂ ତାଙ୍କ ସହିତ ପଳାଇଯାଇ ହରିଦ୍ୱାରରେ ରହିଥିଲେ । ପତ୍ନୀ ପଳାଇଯିବା ପରେ ପୁଅ ଘରର ପରିବାର ଲୋକମାନେ ତାଙ୍କୁ ପୁଣିଥରେ ବିବାହ କରାଇଲେ ।

କିଛି ଦିନ ଯିବା ପରେ ମହିଳା ଜଣକ ପୁଣି ଆସି ତାଙ୍କ ଶାଶୁଘରେ ପହଞ୍ଚିଲେ କିନ୍ତୁ ପୁଅର ପରିବାର ଲୋକମାନେ ତାଙ୍କୁ ଘରକୁ ପ୍ରବେଶ କରିବା ପାଇ ଦେଲେନାହିଁ ।ସେଥିପାଇ ମହିଳା ଜଣକ ଇଜ୍ଜତ ନଗର ଥାନାକୁ ଯାଇ ପୋଲିସଙ୍କୁ ସାହାର୍ଯ୍ୟ ମାଗିଥିଲେ କିନ୍ତ ପୋଲିସ ଏ ବାବଦରେ କହିଥିଲେ କି ଆପଣ ନିଜ ଇଚ୍ଛାରେ ଆପଣଙ୍କର ଦେଉରଙ୍କ ସହିତ ପଳାଇ ଯାଇଥିଲେ । ଏହା ଜାଣିବା ପରେ ମହିଳା ଜଣକ କହିଥିଲେ କି ଏ ସମସ୍ତ ଘଟଣା ଗୋଟିଏ ଚକ୍ରାନ୍ତ ଥିଲା ଏବଂ ଯେଉଁଥିରେ ମୁଁ ପଡିଯାଇଥିଲି ।


ମହିଳାଙ୍କ କହିବା ଅନୁସାରେ ଶାଶୁଘର ଲୋକ ମାନଙ୍କୁ ତାଙ୍କ ଦେଉରଙ୍କ ବିଷୟରେ କହିଥିଲେ ଏ ସମସ୍ତ କଥା ଜାଣିବା ପରେ ମଧ୍ୟ ସେମାନେ ତାଙ୍କ ଦେଉରଙ୍କ ସହିତ ହରିଦ୍ୱାରକୁ ପଠାଇଦେଇଥିଲେ । ସେ ତାଙ୍କ ସହିତ 4 ମାସ ରହିଥିଲେ ଓ ସେଠାରେ ତାଙ୍କୁ 4 ମାସ ପର୍ଯ୍ୟନ୍ତ ରେଫ୍ କରିଥିଲେ ଏବଂ ଏହାପରେ କୁଆଡେ ଫେରାର ହୋଇଯାଇଥିଲେ ।

ମହିଳା ଜଣକ ଘରକୁ ଆସିବା ପାଇ ଲୋକମାନଙ୍କ ଠାରୁ ପଇସା ଆଣି ଘରକୁ ଫେରିଥିଲେ ଏବଂ ସେଠାରେ ଆସି ଦେଖିଲେ କି ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିସାରିଥିଲେ । ପରିବାର ଲୋକମାନଙ୍କ କହିବା ଅନୁସାରେ ସେ ତାଙ୍କ ନିଜ ଇଚ୍ଛାରେ ତାଙ୍କ ସହିତ ପଳାଇଥିଲେ ଓ ସେ ଫେରାର ହୋଇଯିବାରୁ ପୁଣି ନିଜ ସ୍ୱାମୀ ପାଖକୁ ଆସିଛନ୍ତି । ପୋଲିସ ଏହାର ସଠିକ ତଦନ୍ତ କରୁଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।