ଦେଖନ୍ତୁ live ଭିଡିଓ – ଆଖିପିଛୁଳାକେ ହୋଇଗଲେ ଯେ କେମେରାରେ ରେକର୍ଡ ହୋଇନଥିଲେ କେହି ବିଶ୍ବାସ କରିନଥାନ୍ତେ

0

ଆମ ସମାଜ ରେ ଅନେକ ଘଟଣା ସବୁ ଦେଖିବାକୁ ମିଳି ଥାଏ। ଯାହା ଆମ ଜୀବନ ହଠାତ ଘଟି ଥାଏ, ଆଉ ଏମିତି କିଛି ଘଟିବ ବୋଲି ଆମେ କେବେ ଭାବି ମଧ୍ୟ ନ ଥିବା କିନ୍ତୁ ଏମିତି କିଛି ଘଟଣା ଘଟି ଯାଏ , ଯାହା ଆମ ଜୀବନ କୁ ସମ୍ପୁର୍ଣ୍ଣ ଭାବେ ବଦଳାଇ ଦେଇ ଥାଏ,ଆଉ ଏଥି ପାଇଁ ଆମେ ଅନେକ ଅସୁବିଧା ରେ ମଧ୍ୟ ପଡି ଥାଉ।ତେବେ ପ୍ରତିଦିନ ଆମେ ଅନେକ ଘଟଣା ସବୁ ଦେଖିବାକୁ ପାଇ ଥାଉ। ତେବେ ଏହି ସବୁ ସମସ୍ୟା ର ସମାଧାନ ପାଇଁ କୌଣସି ରାସ୍ତା ନ ଥାଏ ,କାରଣ ଏମିତି କିଛି ଘଟଣା ଘଟିବ ବୋଲି ଆମେ ଜାଣି ନ ଥାଉ।ତେବେ ବେଳେ ବେଳେ ଏମିତି କିଛି ଘଟଣା ଘଟି ଥାଏ ,ଯାହା ପାଇଁ ଅନେକ ଲୋକ ଙ୍କର ଜୀବନ ମଧ୍ୟ ଚାଲି ଯାଏ । ଅନେକ ଲୋକ ଏଥିରେ ଆହତ ହୋଇ ଯାନ୍ତି। ତେବେ ଆମେ ପ୍ରତିଦିନ ଏମିତି ଅନେକ ଘଟଣା ଦେଖିବାକୁ ପାଉଥିବା,ଯେଉଁ ଥିରେ ଲୋକ ଙ୍କର ମୁର୍ତ୍ୟୁ ହୋଇ ଯାଏ,ଆଉ ଯେଉଁ ମାନଂକର କିଛି ଭୁଲ ନ ଥାଏ , ସେମାନେ ମଧ୍ୟ ଅନେକ ଅସୁବିଧା ରେ ସମୁଖୀନ ହୋଇ ଥାନ୍ତି।

ତେବେ ପ୍ରତିଦିନ ଆପଣ ମାନେ ସଡ଼କ ଦୁର୍ଘଟଣା ବିଷୟରେ ଶୁଣୁ ଥିବେ। ଆଜିର ଯୁବପିଢି ମାନେ କେମିତି ଭାବରେ ଗାଡି ଚଳାଉଛନ୍ତି, ଆଉ ଯାହା ପାଇଁ ଅସୁଵିଧା ରେ ପଡୁଛନ୍ତି।ତେବେ ଏହି ଘଟଣା ଦିନ କୁ ଦିନ ବଢ଼ିବାରେ ଲାଗିଛି,ଆଉ ଏହି ଦୁର୍ଘଟଣା ରେ ଅନେକ ଲୋକ ଙ୍କର ଜୀବନ ମଧ୍ୟ ଚାଲି ଯାଉଛି। ଆଜି ର ଲୋକ ମାନେ ଅଧିକ ଆଧୁନିକତା କୁ ପାଇ ସବୁ କିଛି ଭୁଲି ଯାଉଛନ୍ତି। ତେବେ ସରକାର ଏହି ଦୁର୍ଘଟଣା ସବୁ କୁ କମ କରିବା ପାଇଁ ସବୁ ପ୍ରକାର ନିୟମ କରିଛନ୍ତି,ଆଉ ସେହି ସବୁ ଲାଗୁ ମଧ୍ୟ ହୋଇଛି, କିନ୍ତୁ ଆଜି ର ଲୋକ ମାନେ ଦୁର୍ଘଟଣା ର ଶିକାର ହୋଇ ନିଜର ଜୀବନ ଦେବେ କିନ୍ତୁ ସରକାର ଙ୍କର କୌଣସି ନିୟମ କୁ ମାନିବେ ନାହିଁ। ତେବେ ପ୍ରତିଦିନ ,ପ୍ରତି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟୁଛି।

ତେବେ ଏହି ଦୁର୍ଘଟଣା ଘଟିବା ରେ ଅନେକ କାରଣ ରହିଛି। ତେବେ କେହି କେହି ଲୋକ ମଦ ପିଇ ଗାଡି ଚଳାଇ ଥାନ୍ତି , କେହି କେହି ଲୋକ ଅଧିକ ଜୋର ରର ଗାଡି ଚଳାଇ ଥାନ୍ତି , ଆଉ କେହି କେହି ଲୋକ ଙ୍କ ସହ ହଠାତ ଦୁର୍ଘଟଣା ଘଟି ଯାଏ। ତେବେ ଏମିତି ଅନେକ କାରଣ ରହିଛି , ଯାହା ପାଇଁ ଦୁର୍ଘଟଣା ଘଟି ଥାଏ। ତେବେ କଥା ରେ ଅଛି ମୁର୍ତ୍ୟୁ କେତେବେଳେ ଆସିବ , ତାହା କେହି କହି ପାରିବେ ନାହିଁ।ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାଟି ଏକ ରାସ୍ତା ଉପରେ ଥିବା ସିସିଟିଭି ଫୁଟେଜ ରୁ ଦେଖା ଯାଇଛି।

ତେବେ ଦେଖିବାକୁ ମିଳିଛି କି ସାମ୍ନାରୁ ଏକ କାର୍ ଜୋରରେ ଆସୁଛି ଆଉ କାର ର ବିପରୀତ ଦିଗ ରୁ ଏକ ଟ୍ରକ ମଧ୍ୟ ଜୋର ରେ ଆସୁଛି।ତେବେ କାର ଟି ରାସ୍ତା ର ଅନ୍ୟ ପଟ କୁ ଯିବା ସମୟ ରେ ବିପରିତ୍ ଦିଗ ରୁ ଆସୁଥିବା ଟ୍ରକ ଟି କାର ର ଦେହରେ ଜୋର ରେ ବାଡେଇ ହୋଇ ଗଲା ,ଆଉ ଯାହା ଦ୍ୱାରା କାର ଓ ଟ୍ରକ ଦୁଇ ଓଲଟି ପଡିଲା। ତେବେ କାର ରେ ବସି ଥିବା ଯାତ୍ରୀ ମାନଂକର ଘଟଣା ସ୍ଥଳ ରେ ମୁର୍ତ୍ୟୁ ହୋଇଛି। ତେବେ ଦେଖିବାକୁ ଗଲେ କାର ଟି ବହୁତ ଜୋର ରେ ବାଡେଇ ହୋଇ ଯାଇଛି,ଆଉ ଯାହା ପାଇଁ ଆଜି ଏହି ଦୁର୍ଘଟଣା ଦେଖିବାକୁ ମିଳିଛି। ତେବେ ଏହି ଘଟଣା ଏବେ ସବୁ ସ୍ଥାନ ରେ ଭାଇରଲ ହୋଇଛି,ଆଉ ସରକାର ଙ୍କର ଏତେ କଡା ନିୟମ ହେଲା ପରେ ମଧ୍ୟ ସଡ଼କ ଦୁର୍ଘଟଣା ଦିନ କୁ ଦିନ ବଢ଼ିବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।