ବନ୍ଦେ ମାତରମ କିଏ ରଚନା କରିଥିଲେ ? କହିପାରିବେ ଏହି ପ୍ରଶ୍ନର ଉତ୍ତର କଣ ହେବ କମେଣ୍ଟ କରି ଜଣାନ୍ତୁ….

0

ଆଜିର ଏହି ଜଗତରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।


ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।

 

୧)ବନ୍ଦେ ମାତରମ କିଏ ରଚନା କରିଥିଲେ?


ଉତ୍ତର:- ବଙ୍କିମ ଚନ୍ଦ୍ର ଚାଟାର୍ଜୀ

୨)ବିନ୍ଦୁ ସାର ଙ୍କ ପିତା ଙ୍କ ନାମ କଣ ?
ଉତ୍ତର:- ଚନ୍ଦ୍ର ଗୁପ୍ତ ମୋର୍ଜ୍ୟ

୩) ସୁପ୍ରସିଦ୍ଧ ସଂଗୀତଜ୍ଞ ତାନସେନ ଓ ବୈଜୁ ବାୱରା କାହା ଶାସନ ସମୟ ରେ ବିଖ୍ୟାତ ଥିଲେ ?
ଉତ୍ତର:- ଆକବର

୪)ଚାଣକ୍ୟ ଅନ୍ୟ କେଉଁ ନାମରେ ପରିଚିତ ?
ଉତ୍ତର:- ବିଷ୍ଣୁ ଗୁପ୍ତ

୫) ଭାରତ ସରକାର ବିଦେଶ ରେ ଫସି ରହିଥିବା ଭାରତୀୟ ଙ୍କୁ ଭାରତ ଆସିବା ପାଇଁ କେଉଁ ଅଭିଯାନ କରିଥିଲେ?
ଉତ୍ତର:- ବନ୍ଦେ ଭାରତ ମିଶନ

୬)କେଉଁ ରାଜ୍ୟ ୧୮ ଜୁନ ୨୦୨୦ ରୁ ମାସ୍କ ଦିବସ ଭାବେ ପାଳନ କରିଥିଲେ ?
ଉତ୍ତର:- କର୍ଣ୍ଣାଟକ

୭)ଏକ କୋଟି କୋଭିଡ-୧୯ ଟେଷ୍ଟ କରିବା ଥିବା ପ୍ରଥମ ଭାରତୀୟ ରାଜ୍ୟ କେଉଁଠି ?
ଉତ୍ତର:- ଉତ୍ତର ପ୍ରଦେଶ

୮)କେଉଁ ଦେଶ ୟୁରୋପ୍ ରେ କୋରୋନା ଭାଇରସ ମୁକ୍ତ ହୋଇ ଥିବା ପ୍ରଥମ ଦେଶ ?
ଉତ୍ତର:- ସ୍ଲବେନିଆ

୯)କୋଭିଡ-୧୯ ମୁକାବିଲା ପାଇଁ କେଉଁ ରାଜ୍ୟ କୋଭା ଆପ ଲଞ୍ଚ କରିଥିଲା ?
ଉତ୍ତର:- ପଞ୍ଜାବ

୧୦)ହୋମ କରେଣ୍ଟାଇନ ଥିବା ଲୋକ ମାନଙ୍କ ତଦାରଖ କରିବା ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁଟି quarentine app ଲଞ୍ଚ କରିଥିଲା ?
ଉତ୍ତର:- ଆଇ ଆଇ ଟି ମୁମ୍ବାଇ

୧୧) ମୁକୁନ୍ଦ କେଉଁ ଦେବତା ଙ୍କର ନାମ ?
ଉତ୍ତର:- ବିଷ୍ଣୁ

୧୨) କଥା ରେ ଅଛି ‘ _____ ବିଦ୍ୟା ଭୟଙ୍କରି ?
ଉତ୍ତର:- ଅଳ୍ପ ବିଦ୍ୟା

୧୩) ଜ୍ୟେଷ୍ଠ ର ବିପରୀତ ଶବ୍ଦ କଣ ?
ଉତ୍ତର:- କନିଷ୍ଠ

୧୪)ମହାଭାରତ ର ଦୁର୍ଜ୍ୟାଧନ ଓ ଜୟତ୍ରଥଙ୍କର ସମ୍ପର୍କ କଣ ?
ଉତ୍ତର:- ଶଳା – ଭିଣେଇ

୧୫)କାହାକୁ ବାହୁରେ ପିନ୍ଧା ଯାଉ ଥିବା ଗହଣା ?
ଉତ୍ତର:- ତାଗା

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।