ଦେଖନ୍ତୁ କଳିଯୁଗ କୁ ନେଇ ଜ୍ୟୋତିଷ ମାନଙ୍କ ର ଭବିଷ୍ୟବାଣୀ କ’ଣ ପାଇଁ କଳିଯୁଗ ରେ ଏପରି ଏମିତି ଘଟୁଛି ଏବଂ ଆଗକୁ କଣ ସବୁ ଘଟିବାକୁ ଯାଉଛି?

0

ତିନୋଟି ଯୁଗ ର ଶେଷ ପରେ କଳି ଯୁଗ ର ଆବିଷ୍କାର ହୋଇଛି। ଏହି କଳି ଯୁଗ ରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି ,ଯାହା ଆଗରୁ ବିଭିନ୍ନ ପୋଥି ବା ମାଲିକା ରେ ଲିପିବଧ ଅଛି। ଅନେକ ମହାପୁରୁଷ ମାନେ ଆଗତ ଭବିଷ୍ୟତ କୁ ବିଚାର କରି ଅନେକ ତଥ୍ୟ ଲେଖି ଦେଇଛନ୍ତି,ଯାହା ଏବେ ସବୁ ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି ଓ ଏହି କଥା ଗୁଡିକ ଆମକୁ ସତର୍କ କରିବା ପାଇଁ ଲେଖିଛନ୍ତି। ତେବେ ଏହି ସବୁ ଘଟଣା ବଳି ଆମ ଜୀବନ ର ଗୋଟିଏ ଗୋଟିଏ ଅଂଶ ଭାବରେ ରହିଛି।ଯାହା ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି। ଆଉ ମହାପୁରୁଷ ଏହି ଘଟଣା ଗୁଡିକ ର ମଧ୍ୟ ସମାଧାନ ରଖିଛନ୍ତି।

ଏହି ସମାଜ ରେ ରହୁ ଥିବା ଲୋକ ଆଧୁନିକତା ପଛରେ ଗୋଡ଼ାଇ ଅନେକ ଅନ୍ୟାୟ ଅତ୍ୟାଚାର ରେ ଲିପ୍ତ ରହୁଛି, ଯାହା ମାଲିକା ରେ ମଧ୍ୟ ଆଗରୁ ଲେଖା ହୋଇ ରହିଛି। ତେବେ ତାହା ଏହି ମଣିଷ ମାନଙ୍କ ଅପକର୍ମ ପାଇଁ ସତ ହୋଇ ଯାଉଛି। ତେବେ ଏହି ଦେଖିବାକୁ ଗଲେ ଆଗରୁ ତିନୋଟି ଯୁଗ ର ଅବସାନ ହୋଇ ସାରିଲାଣି । ତେବେ ସେତେବେଳ ର ଲୋକ ଙ୍କ ମଧ୍ୟ ରେ ନ୍ୟାୟ ଥିଲା , ଧର୍ମ ଥିଲା , ପ୍ରେମ ଥିଲା , ଆଦର ଥିଲା କିନ୍ତୁ ଏହି ତିନୋଟି ଯୁଗ ପରେ ଏବେ ଆସିଛି କଳି ଯୁଗ ଏହି ଯୁଗ ରେ ଲୋକ ଙ୍କ ପାଖରେ ସବୁ କିଛି ଓଲଟା ରହିଛି। ଏହି ଯୁଗ ର ଲୋକ ମାନେ ଅନ୍ୟାୟ ଅତ୍ୟାଚାର ରେ ମାତି ପାପ ର ଭାଗିଦାର ହେଉଛନ୍ତି। ଏହି ଯୁଗ ରେ ମଣିଷ ମାନଙ୍କ ଭିତରେ ରାଗ , କ୍ରୋଧ , ଲୋଭ , ମୋହ , ମାୟା ଆଦି ଭରି ରହିଛି,ଯାହା ପାଇଁ ଆଜି ର ଯୁଗ ରେ ପ୍ରତେକ ଲୋକ ଖରାପ କାମ କରୁଛି,

ଆଜିର ନାରୀ ମାନେ କଷ୍ଟ ପାଉଛନ୍ତି , ସୁରକ୍ଷିତ ନାହାନ୍ତି। ତେଣୁ କୁହା ଯାଏ କି ଭଗବାନ ସବୁ ଯୁଗ ରେ ପାପୀ ମାନଂକର ବିନାଶ କରିବା ପାଇଁ ଅନେକ ଅବତାର ନେଇଛନ୍ତି। ତେବେ ଏହି କଳି ଯୁଗ ରେ ତ ପ୍ରତେକ ଲୋକ ପାପୀ ଅସତ , କୁ କର୍ମ , ମିଥ୍ୟା , ହତ୍ୟା ଆଦି ରେ ବୁଡି ରହୁଛନ୍ତି। ଏହି ଯୁଗ ରେ ତ ଲୋକ ମାନେ ଭଗବାନ ଙ୍କର ଆଦର କରୁ ନାହାନ୍ତି, ସବୁ କିଛି ମିଛ ବୋଲି ଭାବୁଛନ୍ତି।


ତେବେ ପୁରାଣ ରେ ଲେଖା ହୋଇଛି କି ଏହି କଳି ଯୁଗ ରେ ଅତି ଶୀଘ୍ର ମହା ପ୍ରଭୁ କଳକି ଅବତାର ନେବେ , ଆଉ ପାପୀ ମାନଂକୁ ସଂହାର କରିବେ। ତେବେ ଭଗବାନ ଙ୍କର କଳକି ଅବତାର ଅତି ନିକଟତର ହୋଇ ଯାଇଛି। ତେବେ ବହୁତ ଶୀଘ୍ର କଳି ଯୁଗ ସାରିବାକୁ ଯାଉଛି, ଆଉ ଅନନ୍ତ ଯୁଗ ଆରମ୍ଭ ହେବାକୁ ଯାଉଛି।ତେବେ ଅଚ୍ୟୁତ ଏହି କଳି ଯୁଗ ଉପରେ ଅନେକ କଥା କହିଛନ୍ତି।ସେ କହିଛନ୍ତି ଯେଉଁ ଦିନ ବୈସାଖ ଶୁକ୍ଲ ଅଷ୍ଟମୀ ଗୁରୁବାର ଦିନ ଏହି କଳି ଯୁଗ ର ସମାପ୍ତି ହେବ, ଆଉ ଅଚ୍ୟୁତନନ୍ଦ କହିଛନ୍ତି ,

ଯେଉଁ ସମୟ ରେ ବଟ ଗଛ ର ପାତ୍ର ଶିର ରେ ଲାଗିବ , ସେହି ଦିନ ଗୁରୁବାର ରେ କଳି ର ସମାପ୍ତି ହେବ। ତେବେ ସତ୍ୟ ଯୁଗ କେମିତି ଆସିବ ଆଉ କିପରି ଆସିବ , ତା କେହି ଜାଣି ପାରିବେ ନାହିଁ। ତେବେ ଆମେ ମାନେ ଖୁବ ନିକଟ ରେ ପ୍ରଭୁ ଙ୍କର କଳକି ଅବତାର ଦେଖିବାକୁ ପାଇବା । ତେବେ ପ୍ରଭୁ କଳକି ଅବତାର ଯାଜପୁର ରେ ଜନ୍ମ ହେବେ, ତେବେ କଳି ଯୁଗ ର ଶେଷ ସମୟ ଆସି ଯାଇଛି ବୋଲି ଅଚ୍ୟୁତନନ୍ଦ ଙ୍କ ସହ ଅନେକ ମହାପୁରୁଷ ମାନେ କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।