କ’ଣ ଆପଣ ବୋଇଲର ଚିକେନ୍ ଖାଉଛନ୍ତି କି? ତାହେଲେ ହୁଅନ୍ତୁ ସାବଧାନ, ନହେଲେ ହୋଇପାରେ ଏମିତି ଭୟଙ୍କର ସମସ୍ୟା

0

ଆମ ସମାଜରେ ତିନି ପ୍ରକାରର ପ୍ରାଣୀ ବାସ କରନ୍ତି,ସେମାନେ ହେଲେ ନିରାମିଷ, ମାଂସାସୀ ଓ ସର୍ବାହାରୀ,ଆସନ୍ତୁ ଜାଣିବା ସେହି ମାଂସାସୀ ପ୍ରାଣୀ ବିଷୟରେ। ମାଂସାସୀ ପ୍ରାଣୀ ସେମାେନ ଯେଉଁ ମାନେ ମାଂସ ଖାଇବାକୁ ପସନ୍ଦ କରନ୍ତି ଏବଂ ଏହି ମାଂସ ଜାତୀୟ ଦ୍ରବ୍ଯ ବହୁତ ପ୍ରକାରର ସେଥିରୁ କୁକୁଡା ଅନ୍ୟତମ।ଆମ ମଣିଷ ସମାଜରେ ଦୁଇପ୍ରକାର ର ଲୋକ ବାସ କରନ୍ତି,ସେମାନେ ହେଲେ ମାଂସାସୀ ଓ ନିରାମିଷାଶୀ, ସାଧାରଣତଃ ମଣିଷ ମାଂସ ଖାଇବାକୁ ବହୁତ ଭଲ ପାଇଥାଏ ଏବଂ ସେଗୁଡ଼ିକ ହେଲା କୁକୁଡା, ଛେଳି ଏବଂ ମାଛ। ମଣିଷ ଚିକେନ ଖାଇବାକୁ ବେଶୀ ପସନ୍ଦ କରେ କାରଣ ଚିକେନ ଖାଇବାଦ୍ୱାରା ତାକୁ ପ୍ରଚୁର ଶକ୍ତି ମିଳେ।


ଏହାଛଡା ଯେଉଁ ବ୍ଯକ୍ତି ଜିମ୍ ଯାଇଥାନ୍ତି ସେମାେନ ନିଜର ମସଲ୍ ବଢେଇବା ପାଇଁ ଚିକେନ ଖାଇବାକୁ ପସନ୍ଦ କରନ୍ତି। ବର୍ତ୍ତମାନ ବଜାରରେ ବିଭିନ୍ନ ଜାତିର କୁକୁଡା ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ବ୍ରଏଲର ଗୋଟିଏ ପ୍ରଜାତିର। ହଁ ଆଜ୍ଞା ବ୍ରଏଲର ର ଦାମ୍ କମ୍ ହୋଇଥିବାରୁ ଲୋକେ ବ୍ରଏଲର ଖାଇବାକୁ ପସନ୍ଦ କରନ୍ତି,କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ବ୍ରଏଲର କୁକୁଡା ଖାଇବାଦ୍ୱାରା ଆପଣଙ୍କୁ କେଉଁ ଭୟଙ୍କର ପରିସ୍ଥିତି ର ସାମ୍ନା କରିବାକୁ ପଡିବ।ଆସନ୍ତୁ ଜାଣିବା ଏହିଭଳି ଏକ ଖବର ଯାହାକୁ ଶୁଣିଲେ ଆପଣଙ୍କ ଆଖି ର ନିଦ ହଜିଯିବ। ହଁ ଆଜ୍ଞା ଏମିତି ଏକ ଖବର ନା ଆପଣ ଆଗରୁ କେବେ ଶୁଣିଥିବେ କି ଜାଣି ବି ନଥିବେ,ତାହେଲେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବରଟି କଣ।

ସାଧାରଣତଃ ବ୍ରଏଲର କୁକୁଡା ଅସୁଆସ୍ଥିଅ ପରିବେଶ ସ୍ରୁଷ୍ଟି କରନ୍ତି। ଏହି କୁକୁଡା ମାନେ ବିଭିନ୍ନ ଧରଣର ରୋଗ ର ସମ୍ମୁଖିନ ରେ ଆସିଥାନ୍ତି,ତେଣୁ ଏହି ରୋଗରୁ ବଞ୍ଚିବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାରର ଇଞ୍ଜେକସନ ଦିଆଯାଇଥାଏ ଏବଂ ଏହି ଇଞ୍ଜେକସନରେ ସେମାନଙ୍କୁ ଆଣ୍ଟିବାୟୋଟିକ ଦିଆଯାଇଥାଏ। ଯାହା ଦେଶୀ କୁକୁଡା ପାଖରେ ଘଟିନଥାଏ କାରଣ ସେମାନେ ଉତ୍ତମ ପରିବେଶରେ ବଢି ଥାଆନ୍ତି ଏବଂ ସେମାନଙ୍କୁ କୈଣସି ପ୍ରକାରର ଆଣ୍ଟିବାୟୋଟିକଦିଆଯାଇନଥାଏ।ତେଣୁ ଦେଶୀ କୁକୁଡା ଛଡା ବ୍ରଏଲର କୁକୁଡା ଖାଇବା ଦ୍ବାରା ଆମେ କେତେକ ଅସୁବିଧାର ସମ୍ମୁଖୀନ ହେଉ।


ଯେଉଁ ଆଣ୍ଟିବାୟୋଟିକ ବ୍ରଏଲର କୁକୁଡା କୁ ଦିଆଯାଇଥାଏ ସେହି କୁକୁଡା କୁ ଖାଇବା ଦ୍ବାରା ତାହା ଆମ ଦେହ ଭିତରକୁ ପ୍ରବେଶ କରେ, ଯାହା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି କୁ କମ୍ କରିଦିଏ।ଦେଖିବାକୁ ଗଲେ ଆଜିକାଲି ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରି ପ୍ଲାଷ୍ଟିକ ଚାଉଳ, ପ୍ଲାଷ୍ଟିକ ଅଣ୍ଡା ବଜାରକୁ ଆସିଲାଣି ଏବଂ ଏହି ଚାଉଳ କିମ୍ବା ଅଣ୍ଡା କୁ ସହଜରେ ଚିହ୍ନିବା ବହୁତ କଷ୍ଟ। ସେହିଭଳି ବ୍ରଏଲର କୁକୁଡା କୁ ଶୀଘ୍ର ବଡ ଓ ତାହାର ଓଜନ ବଢେଇବା ପାଇଁ ରାସାୟନିକ ପଦାର୍ଥ ର ବ୍ୟବହାର କରାଯାଉଛି,ଯାହାକୁ ଖାଇବାଦ୍ୱାରା ଆମ ଶରୀରର ରେବ ନଷ୍ଟ ହେଉଛି ଏବଂ ଆମେ ବହୁ ରୋଗ ରେ ସମ୍ମୁଖୀନ ହେଉଛୁ।ତେଣୁ ଯଦି ଆପଣ ନନ୍ଭେଜ୍ ଖାଇବାଖାଇବାକୁ ପସନ୍ଦ ହୋଇଥାଏ ଓ ନନ୍ ଭେଜ୍ ରେ ଚିକେନ ଖାଇବାକୁ ପସନ୍ଦ କରିଥାନ୍ତି ତାହା ହେଲେ ଆପଣ ବ୍ରଏଲର ନ ଖାଇ ଦେଶୀ କୁକୁଡା ଖାଆନ୍ତୁ,କାରଣ ଦେଶୀ କୁକୁଡା ଖାଇବାଦ୍ୱାରା ଆପଣଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି ନଷ୍ଟ ହୋଇନଥାଏ ଓ ଆପଣଙ୍କ ସ୍ବାସ୍ଥ୍ଯ ର ସମସ୍ଯା ହୋଇନଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।