ଦେଖନ୍ତୁ ଆପଣ ମାନଙ୍କ ର ପ୍ରିୟ ଫିମେଲ୍ ସିଙ୍ଗର୍ ଦୀପ୍ତିରେଖା ପାଢୀ ବିବାହ ପରେ ତାଙ୍କ ଶାଶୂଘରେ କିପରି ରହିଛନ୍ତି।

0

ଏହି ବ୍ୟସ୍ତବହୁଳ ଜୀବନରେ ପ୍ରତେକ ମଣିଷ ଆନନ୍ଦ ରେ ରହିବା ପାଇଁ ଅନେକ କିଛି ମାଧ୍ୟମ ଖୋଜି ଥାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି,ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ ସହ ଗୀତର ମଧ୍ୟ ବହୁତ ଲୋକପ୍ରିୟତା ରହିଛି। ପ୍ରତେକ ଲୋକ ଫିଲ୍ମ ସହ ଗୀତ ମଧ୍ୟ ଦେଖି ନିଜର ମନରଞ୍ଜନ କରିଥାନ୍ତି। ତେବେ ଅନେକ ଲୋକ ପୁରୁଣା ଫିଲ୍ମ ସହ ପୁରୁଣା ଗୀତ ମଧ୍ୟ ଶୁଣିବାକୁ ଭଲ ପାନ୍ତି। ତେବେ ଦେଖିବାକୁ ଗଲେ ଏହି ବ୍ୟସ୍ତ ବହୁଳ ଜୀବନ ରେ ଲୋକ ମାନେ କିଛି ସମୟ ପାଇଁ ନିଜ ପରିବାର , ବନ୍ଧୁବର୍ଗ ଙ୍କ ସହ ଫିଲ୍ମ , ଗୀତ , ନାଚ ଆଦି ଦେଖି ଥାନ୍ତି, ଆଉ ତା ସହ ବହୁତ ଖୁସି ମଧ୍ୟ ହେଇ ଥାନ୍ତି।


ତେବେ ଆମ ଦେଶ ରେ ଓଡ଼ିଆ ଚଳଚ୍ଚିତ୍ର ର ମଧ୍ୟ ଅନେକ ଚାହିଦା ରହିଛି।ଓଡ଼ିଆ ଫିଲ୍ମ ଜଗତ ରେ ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ଖାଲି ଓଡିଶା ରେ ନୁହଁ , ପୁରା ଦେଶ ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି, ଆଉ ତା ସହ ଲୋକଙ୍କ ମନ ମଧ୍ୟ ଜିତି ପରି ଛନ୍ତି। ତେବେ ଆପଣ ମାନେ ଦେଖି ଥିବେ କି ଏବେ ଘରେ ଘରେ ସ୍ତ୍ରୀ ଲୋକ ମାନେ ସିରିଏଲ ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ ସେଥିରେ ଯେଉଁ ମାନେ ଅଭିନୟ କରି ଥାନ୍ତି , ସେମାନେ ମଧ୍ୟ ନିଜର ଅଭିନୟ , ସୁନ୍ଦରତା ପାଇଁ ଲୋକ ଙ୍କ ପାଖରେ ପ୍ରିୟ ହୋଇ ଥାନ୍ତି।

ତେବେ ଖାଲି କଳାକାର ନୁହଁ ଅନେକ ବଡ଼ ବଡ଼ ସିଙ୍ଗର ରହିଛନ୍ତି , ଯେଉଁ ମାନେ ଓଲିଉଡ଼ ରେ ବହୁତ ଫେମସ । ତେବେ ସେମାନେ ଅନେକ ଗୀତ ଗାଇ ନିଜର ନାମ କମେଇ ଛନ୍ତି। ତେବେ ତାଙ୍କ ଭିତରେ ଏମିତି କିଛି ରହି ଥାନ୍ତି , ଯେଉଁ ମାନେ ଗୀତ ଗାଇ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ତେବେ ଆପଣ ମାନେ ସମସ୍ତେ ଦୀପ୍ତିରେଖାଙ୍କୁ ଜାଣିଥିବେ, ଯିଏ କି ଓଲିଉଡ଼ ରେ ଜଣେ ଶ୍ରେଷ୍ଠ ସିଙ୍ଗର ଭାବେ ପରିଚିତ । ତେବେ ଦେଖିବାକୁ ଗଲେ ସେ ଅନେକ ଫିଲ୍ମ ରେ ଅନେକ ଗୀତ ଗାଇଛନ୍ତି,ଆଉ ଦର୍ଶକ ମାନଂକର ମନ ଜିତିଛନ୍ତି। ତେବେ ସୂଚନା ଆସିଛି କି ଗତ ଶୁକ୍ରବାର ଦିନ ଦିପ୍ତିରେଖା ଙ୍କର ବାହାଘର ହୋଇଛି।

ତେବେ ଏହି ଘଟଣା ବିଷୟ ରେ ଆଗରୁ କୌଣସି ସୂଚନା ମିଳି ନ ଥିଲା, କିନ୍ତୁ ତାଙ୍କ ବାହାଘର ଖବର ହଠାତ ଶୁଣିବାକୁ ମିଳିଛି। ତେବେ ସେ ଭୁବନେଶ୍ଵର ର ଜଣେ ଶିଲ୍ପପତି ସୌମ୍ୟରଂଜନ ଙ୍କୁ ବିବାହ କରିଛନ୍ତି। ତେବେ ତାଙ୍କ ର ବିବାହ କଥା ଶୁଣି ତାଙ୍କର ଫେନ ମାନେ ପୁରା ଖୁସି ହୋଇ ଯାଇଛନ୍ତି। ତେଣେ ସେ ଏବେ ତାଙ୍କ ଶାଶୁ ଘରେ କଣ କରୁଛନ୍ତି , ଏହାର ଖବର ଏତେ ଯାଏ ଜଣା ପଡି ନାହିଁ। ସେ ଜଣେ ଭଲ ସିଙ୍ଗର ତେବେ ତାଙ୍କର ବିବାହ ହେବା କଥା ଶୁଣି କିଛି ଜଣ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି। ତେବେ ବିବାହ ର ଅନେକ ଭିଡିଓ ଓ ଫୋଟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା, ଯାହାକୁ ଅନେକ ଲୋକ ବହୁତ ପସନ୍ଦ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।