ନିଜ ଶ୍ୱଶୁର ଙ୍କୁ ବିବାହ କରି ଚର୍ଚ୍ଚାରେ ବୋହୁ ! ଗାଁ ଲୋକ ମନା କରିବାରୁ ଏମିତି କହିଲେ ବୋହୂ ତା’ପରେ

0

ଆମ ସଂସ୍କୃତି ଓ ପରମ୍ପରା ରେ ବିବାହ କୁ ଏକ ପବିତ୍ର କାର୍ଯ୍ୟ ବଲି ବିବେଚନା କରା ଯାଇଥାଏ। ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କୁ ଏକ ମଧୁର ସମ୍ପର୍କ ବୋଲି ମାନା ଯାଇଥାଏ। କାହିଁକି ନା ଏହି ଯୋଡି ସ୍ୱୟଂ ଭଗବାନ ଙ୍କ ଦ୍ଵାରା ବନା ଯାଇଛି ବୋଲି ବିଶ୍ୱାସ କରା ଯାଇଥାଏ। ଏହି ବନ୍ଧନ ଗୋଟେ ଜନ୍ମ ପାଇଁ ନୁହଁ ବରଂ ସାତ ଜନ୍ମ ପାଇଁ ହୋଇଥାଏ ବୋଲି ଆମ ସଂସ୍କୃତି ରେ ବର୍ଣନା କରା ଯାଇଛି।  କିନ୍ତୁ ଏମିତି କିଛି ବିବାହ ସମ୍ପର୍କ ଗଢି ଉଠିଥାଏ ଯାହାକୁ କି ସହଜରେ କେହି ଗ୍ରହଣ କରି ପାରନ୍ତି ନାହିଁ। ତେବେ ବର୍ତ ମାନ ସମୟରେ ଏପରି ଏକ ଦମ୍ପତି ଙ୍କ ର ଫୋଟୋ ଭାଇରାଲ ହେବାରେ ଲାଗିଛି ଯାହା କି ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଏହି ଫଟ ରେ ଜଣେ ଶଶୁର ତାଙ୍କର ନିଜ ବହୁ କୁ ବିବାହ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ଆମ ସଂସ୍କୃତି ରେ ଶଶୁର ବହୁ ସମ୍ପର୍କ କୁ ବାପ ଝିଅ ର ସମ୍ପର୍କ ବୋଲି ମାନା ଯାଇଥାଏ। ତେବେ ଏହି ଘଟଣା ଟି ଶୁଣିବା ପରେ ନିଶ୍ଚିତ ବ୍ଯବରେ ଶଶୁର ବହୁ ସମ୍ପର୍କ ରେ କଳଙ୍କ ଲାଗି ଯାଇଛି। ଏହି ଘଟଣାଟି ଆମ ସଂସ୍କୃତି କୁ କଳୁଷିତ କରିଛି। ଘଟଣା ଟି ଘଟିଛି ଆମ ରାଜ୍ୟ ଓଡିଶା ର ଅନୁଗୁଳ ଜିଲ୍ଲା ର ତାଳଚେର ଅଂଚଳ ରେ।


ତେବେ ଘଟଣାଟି ହେଉଛି କିଛି ମାସ ପୂର୍ବେ ସେହି ମହିଳା ଜଣଙ୍କର ସ୍ୱମୀ ଙ୍କ ର ମୃତ୍ୟୁ ହୋଇ ଯାଇଥିଲା। ଯାହା ଫଳରେ ସେ ନିଜ ବାପ ଘରକୁ ପଳାଇ ଆସିଥିଲେ। ତେବେ କିଛି ଦିନ ପରେ ତାଙ୍କର ଶଶୁର ତାଙ୍କୁ ଶାଶୁ ଘରକୁ ନେବା ପାଇଁ ଆସିବାରୁ ବହୁ ଟି ନିଜର ଶଶୁର କୁ ବିବାହ କରିବା ପାଇଁ ଜିଦ ଧରି ଥିଲେ। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା । ତେବେ ଏହି ଘଟଣା ବାବଦ ରେ ଉଭୟ ଗାଁ ର ମୁଖିଆ ମାନେ ବିଚାର କରିଥିଲେ ଓ ଶେଷରେ ନିଷ୍ପତି ନେଇଥିଲେ ଯେ ବହୁ ଓ ଶଶୁର ଙ୍କର ବିବାହ କରାଇବେ। ତେବେ ନିଜର ପୁତ୍ର ବଧୁର ଯତ୍ନ ନେବା ପାଇଁ ଓ ତାଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଶଶୁର ଜଣଙ୍କ ବାଧ୍ୟ ହଇ ନିଜର ବହୁ କୁ ବିବାହ କରିଥିଲେ। ଓ ତାଙ୍କୁ ଘରକୁ ଫେରାଇ ଆଣିଥିଲେ।


ତେବେ ଏହି ଘଟଣା ଟି ଘଟିବା ପରେ ସାରା ଓଡ଼ିଶାରେ ରେ ଏହା ଚର୍ଚ୍ଚା ର ବିଷୟ ପାଲଟି ଯାଇଛି। କେତେକ ଲୋକ ଏହାକୁ ସମତି ଦେଉଥିବା ବେଳେ ଆଉ କେତେକ ଲୋକ ଏହା କୁ ଲଜା ର ବିଷୟ ବୋଲି କହିଛନ୍ତି। ତେଣୁ ଏହି ଦୁଇ ପତି ପତ୍ନୀ ଙ୍କର ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।