ଜୁମ୍‌ ମିଟିଂ ବେଳେ ସେ-କ୍ସ କରୁଥିଲେ ସରକାରୀ ଅଧିକାରୀ – ତା ପରେ ଯାହା ହେଲା ଜାଣିଲେ ମୁଣ୍ଡ ତଳକୁ ହୋଇଯିବ ! ଭିଡ଼ିଓ ହେଉଛି ଭାଇରାଲ….

0

ଆମ ଦେଶର କିଛି ବିଜ୍ଞ ବ୍ୟକ୍ତି ମାନେ ଏହି ୨୦୨୦ କୁ ଏକ କଳା ବର୍ଷ ଭାବେ ବିବେଚିତ କରିଛନ୍ତି । କାରଣ ୨୦୨୦ ର ପ୍ରାରମ୍ଭରୁ ଚୀନ ରେ ବାହାରି ଥିବା ଏହି କରନା ଭୁତାଣୁ (covid-19) ର ପ୍ରବାହ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହି ଭୁତାଣୁ ର ସଂକ୍ରମଣ କୁ ରୋକିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ବି ଉପଚାର ସାରା ବିଶ୍ୱରେ ବାହାର କରିବାରେ ଅସଫଳ ହୋଇଛି । କିନ୍ତୁ ଏହା କୁ ରୋକିବା ର ମାତ୍ର ଗୋଟିଏ ଉପାୟ ରହିଛି ତାହା ହେଉଛି ସାରା ଦେଶ କୁ ଲକଡାଉନ କରିବା ।ଯାହାକି ଆମ ସରକାର ଆପଣେଇଛନ୍ତି ।


ତେବେ ଏହି ଲୋକଡାଉନ ପାଇଁ ସମଗ୍ର ଦେଶରେ ପ୍ରାୟ ଅର୍ଥନୈତିକ, ସାମାଜିକ ,ସାଂସ୍କୃତିକ ତଥା ଶିକ୍ଷାଗତ ସମସ୍ୟା ଦେଖା ଦେଇଛି ।ଏବଂ ଏସବୁ ସମସ୍ୟା ର ସମାଧାନ ପାଇଁ ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀ ମାନେ ବିଭିନ୍ନ ଅନଲାଇନ ଭିଡ଼ିଓ କନ୍ଫରେନ୍ ଆପ ସାହାଯ୍ୟ ରେ ନିଜର କାମ କରୁଛନ୍ତି ।ତେବେ ଏହି ଆପ ମାନଙ୍କ ମଧ୍ୟରେ ଜୁମ ଆପ ମଧ୍ୟ ରହିଛି ଯାହାକି ବର୍ତ୍ତମାନ ଭିଡ଼ିଓ କନ୍ଫରେନ୍ ପାଇଁ ଅଧିକାଂଶ ସରକାରୀ ଅଧିକାରୀ ମାନେ ବ୍ୟବହାର କରୁଛନ୍ତି ।କିନ୍ତୁ ଏହି ଜୁମ ଆପ ରେ ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ଯାହା ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇ ଦେବ ।


ତେବେ ସୂଚନାଯୋଗ୍ୟ ଯେ , ପିଲିଫାଇନ୍ସ ରେ ଜଣେ ସରକାରୀ କର୍ମଚାରୀ ଜୁମ ଆପ ରେ ଏକ ମିଟିଙ୍ଗ ରେ ଯୋଗ ଦେବା ପରେ କିଛି ଏମିତି କାର୍ଯ୍ୟ କରିଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ ।ତେବେ ଆମେ ଆପଣଙ୍କୁ ଜଣେଇଦେଉଛୁ ଯେ ଜୁମ ଆପ ର ମିଟିଙ୍ଗ କରିବା ପାଇଁ ଲାକଟପ ,କମ୍ପୁଟର ବା ମୋବାଇଲ ର ବ୍ୟବହାର କରାଯାଏ।ଏବଂ ଏଥିରେ କ୍ୟାମେରା ଅନ ବା ଅଫ କରିବାର ଅପ୍ସନ ମଧ୍ୟ ରହିଥାଏ।ତେବେ ପିଲିଫାଇନ୍ସ ର ଜଣେ ସରକାରୀ କର୍ମଚାରୀ (ଜଣେ କାଉଁସିଲର)ଏକ ଜୁମ ମିଟିଙ୍ଗ ରେ ଯୋଗ ଦେବା ପରେ ନିଜ ଲାକଟପ ର କ୍ୟାମେରା କୁ ବନ୍ଦ କରିବାକୁ ଭୁଲିଯାଇଥିଲେ ।ଏବଂ ସେହି ସମୟରେ ରୁମ ର ଏକ କୋଣ ରେ ଜଣେ ମହିଳା କର୍ମଚାରୀ ଙ୍କ ସହ ସେକ୍ସ କରିବାରେ ବ୍ୟସ୍ତ ଥିଲେ।


ତେବେ ସେ ସମ୍ପୂର୍ଣ୍ଣ ଭୁଲିଯାଇଥିଲେ କି ସେ ତାଙ୍କ ଲାକଟପ ର କ୍ୟାମେରା ଅଫ କରିନାହାନ୍ତି ବୋଲି। ଫଳରେ ଯେତେବେଳେ ମିଟିଙ୍ଗ ଟି ଆରମ୍ଭ ହୋଇଥିଲା ଓ ଏଥିରେ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ସେତେବେଳେ ସେମାନେ ଏହି କାଉଁସିଲର ଙ୍କର କର୍ମଚାରୀ ସହ ସେକ୍ସ କରୁଥିବା ର ଭିଡ଼ିଓ ଦେଖି ତାହାକୁ ରେକର୍ଡ କରିଥିଲେ ।ଯାହା ଏବେ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବରେ ଲାଗିଛି ।ତେବେ ସେହି କାଉଁସିଲର ଜଣଙ୍କ ସେକ୍ସ କରିବା ପରେ ପୁଣି ଆସି ସେହି ମିଟିଙ୍ଗ ରେ ଯୋଗ ଦେଇଥିଲେ । ତେବେ ଏହି ଭିଡ଼ିଓ ଟି ଭାଇରଲ ହେବା ପରେ ସେହି କାଉଁସିଲର ଜଣଙ୍କୁ ଚାକିରୀ ରୁ ବାଦ ଦେବା ସହ କୌଣସି ସରକାରୀ କର୍ମଚାରୀ ଙ୍କୁ ଏପରି କରିବାକୁ ବାରଣ କରାଯାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।