ଆସନ୍ତୁ ଜାଣିବା କେତେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ – ସ୍ତ୍ରୀର ଏମିତି କେଉଁ ରୂପ ଅଛି ଯାହାକୁ ସ୍ୱାମୀ ଦେଖିପାରେ ନାହିଁ । ଏହାର ଉତ୍ତର 90 ପ୍ରତିଶତ ଲୋକଙ୍କୁ ଜଣା ନାହିଁ ।

0

ପ୍ରତେକ ଇଣ୍ଟରଭ୍ୟୁରେ ଆମକୁ ଅନେକ ପ୍ରଶ୍ନ ପଚାରା ଯାଇଥାଏ ଯାହାର ଉତ୍ତର ସହଜ ହୋଇଥାଏ କିନ୍ତୁ ଏହାର ଉତ୍ତର ଆମ ଚିନ୍ତା ଶକ୍ତିର ବାହେରେ ରହିଥାଏ । କିନ୍ତୁ ଏମିତି ପ୍ରଶ୍ନ ହିଁ ଆମର ବୁଦ୍ଧି ମାପିବାରେ ସାହାର୍ଯ୍ୟ କରିଥାଏ। ଆସନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ ସହିତ ତାହାର ଉତ୍ତର ମଧ୍ୟ ।

ପ୍ରଶ୍ନ ନମ୍ୱର – 1 କେଉଁ ମାସରେ ଅଧିକ ଛୁଆ ଜନ୍ମ ହେୋଇଥାନ୍ତି ?
ଉତ୍ତର – ଫେବୃଆରୀ । କାରଣ ଫେବୃଆରୀ ମାସଟି 28 ଦିନିଆ ହୋଇଥାଏ ।

ପ୍ରଶ୍ନ ନମ୍ୱର – 2 କେଉଁ ପଶୁକୁ ଆଇନା ଦେଖିଲେ ଡର ଲାଗିଥାଏ ?
ଉତ୍ତର – ଘୁଷୁରି ।

ପ୍ରଶ୍ନ ନମ୍ୱର – 3 କେଉଁଁ ଦେଶରେ 50 ହଜାର ନୋଟ ଚଳିଥାଏ ?
ଉତ୍ତର – ଦକ୍ଷିଣ କୋରିଆରେ ।

ପ୍ରଶ୍ନ ନମ୍ୱର – 4 ବିଶ୍ୱରେ ଏମିତି କେଉଁ ଦେଶ ରହିଛି ଯେଉଁଠି ମଶା ନାହାନ୍ତି ?
ଉତ୍ତର – ଫ୍ରାନ୍ସ ।

ପ୍ରଶ୍ନ ନମ୍ୱର – 5 ସବୁଠାରୁ ଶୀଘ୍ର ହେଉଥିବା ଫସଲଟି କଣ ଅଟେ ?
ଉତ୍ତର – ମକା ।

ପ୍ରଶ୍ନ ନମ୍ୱର – 6 ଭାରତର ସବୁଠାରୁ ବଡ ସଡକର ନାମ କଣ ?
ଉତ୍ତର – ଗ୍ରାଣ୍ଡଟ୍ରକ ରୋଡ ।

ପ୍ରଶ୍ନ ନମ୍ୱର – 7 ସ୍ତ୍ରୀର ଏମିତି କେଉଁ ରୂପ ଅଛି ଯାହାକୁ ତାର ସ୍ୱାମୀ ଦେଖିପାରେ ନାହିଁ ?
ଉତ୍ତର – ବିଧବା ରୂପ । କାରଣ ତାର ସ୍ୱାମୀ ମରି ସାରିଥାଏ ।

ପ୍ରଶ୍ନ ନମ୍ୱର – 8 କେଉଁ ପ୍ରାଣୀର ତିନୋଟି ହୃତପିଣ୍ଡ ରହିଛି ?
ଉତ୍ତର – ଅକ୍ଟୋପସ ।


ପ୍ରଶ୍ନ ନମ୍ୱର – 9 ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ ମହାଦୀପର ନାମ କଣ ?
ଉତ୍ତର – ଆଫ୍ରିକା ମହାଦୀପ ।

ପ୍ରଶ୍ନ ନମ୍ୱର – 10 ବିଶ୍ୱରେ କଳା ରଙ୍ଗର ହଂଶ କେଉଁ ଦେଶରେ ମିଳିଥାଏ ?
ଉତ୍ତର – ଅଷ୍ଟ୍ରେଲିଆ ।

ପ୍ରଶ୍ନ ନମ୍ୱର – 11 ଜେରକ୍ସକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର – ପ୍ରତିଲିପି ।

ପ୍ରଶ୍ନ ନମ୍ୱର – 12 ଆମ୍ୱୁଲାନ୍ସ କୁ ଓଡିଆରେ କଣ କୁହାଯାଏ ?
ଉତ୍ତର – ଆପାତ କାଳ ବାହାନ ।

ପ୍ରଶ୍ନ ନମ୍ୱର – 13 କେଉଁ ଭିଟାମିନ୍ ଅଭାବରୁ ତୁଣ୍ଡ ଘା ହୋଇଥାଏ ?
ଉତ୍ତର – ଭିଟାମିନd b – 2 ।

ପ୍ରଶ୍ନ ନମ୍ୱର – 14 ଆୟୋଡିନ୍ ଅଭାବରୁ କେଉଁ ରୋଗ ହୋଇଥାଏ ?
ଉତ୍ତର – ଗଳଗଣ୍ଡ ରୋଗ ।

ପ୍ରଶ୍ନ ନମ୍ୱର – 15 କେଉଁ ଗ୍ରୁପ୍ ଥିବା ବ୍ୟକ୍ତି ସମସ୍ତଙ୍କୁ ରକ୍ତ ଦାନ କରିପାରିବେ ?
ଉତ୍ତର – ଓ ଗ୍ରୁପ୍ ।

ପ୍ରଶ୍ନ ନମ୍ୱର – 16 ପ୍ଲେଗ ରୋଗ କାହା ଦ୍ୱାରା ବ୍ୟାପିଥାଏ ?
ଉତ୍ତର – ମୂଷା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।