ରେଲୱେ ତରଫରୁ ଆପଣ ମାନଙ୍କ ପାଇଁ ଆସିଛି ଏକ ବହୁତ ହିଁ ବଡ ସୁଯୋଗ ଦେଖନ୍ତୁ ଏହି ସୁଯୋଗ ଟି ଚାଲିଯିବା ଆଗରୁ ତାର ଫାଇଦା ଉଠାନ୍ତୁ

0

ଯୁଗ ବହୁତ ବଦଳି ଗଲାଣି ,ଏବେ ସମୟରେ ଆଧୁନିକତା ଅଧିକ ଦେଖିବାକୁ ମିଳୁଛି, ଆଉ ତା ସହ ଆମ ଦେଶ ମଧ୍ୟ ଅନେକ ଆଗକୁ ଗଲାଣି । ଲୋକ ମାନେ ଶିକ୍ଷିତ ହେବା ସହ ନିଜ ଗୋଡ଼ ରେ ଛିଡା ହେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ତେବେ ଯାହା ଦ୍ୱାରା ସମାଜ ରେ ଏକ ନୂତନତା ଦେଖା ଦେଇଛି,ତେଣେ ଲୋକ ମାନେ ମଧ୍ୟ ଆଉ ଆଗ ଭଳି ଅଶିକ୍ଷିତ ରହିବାକୁ ପସନ୍ଦ କରୁ ନାହାନ୍ତି। ସମସ୍ତେ ଶିକ୍ଷିତ ହେବା କୁ ଚେଷ୍ଟା କରୁଛନ୍ତି,ଆଉ ନିଜର ପରିଚୟ ସୃଷ୍ଟି କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି।ତେବେ ଆଜି ଯାଏ ବି ଆମ ଦେଶ ରେ ଅନେକ୍ ଗରିବ୍ ଲୋକ ରହିଛନ୍ତି, ଯେଉଁ ମାନେ କି ନିଜ ପିଲା ମାନଂକୁ ପାଠ ପଢ଼ାଇବା ପାଇଁ ପଇସା ଯୋଗାଇ ଦେଇ ପାରୁ ନାହାନ୍ତି,ତେଣୁ ଏଥି ପାଇଁ ସେମାଙ୍କୁ ଅଧାରୁ ପଢ଼ା ଛାଡିବାକୁ ପଡିଥାଏ ।

ପଦବୀ ସଂଖ୍ୟା:-

ତେବେ ଆପଣ ମାନେ ଜାଣି ଥିବେ କି ଏବେ ଅନେକ ପ୍ରକାର ଚାକିରୀ ର ସୁବିଧା ରହିଛି। କିନ୍ତୁ ଉଚ୍ଚ ଶିକ୍ଷିତ ଙ୍କ ପାଇଁ ଚାକିର ର ବ୍ୟବସ୍ଥା ଅଧିକ ରହିଛି।ତେବେ ଯେଉଁ ମାନେ ଅଧିକ ପଢି ଥିବେ। ତେବେ ପୁଣି ଥରେ ରେଳବାଇ ତରଫ ରୁ ଏକ ବଡ଼ ନିଯୁକ୍ତି ଆସିଛି । ଯାହା ସମସ୍ତ ଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି। ତେବେ ଏହି ପୋଷ୍ଟ ଟି ପାଇଁ ୧,୦୦୪ ପୋଷ୍ଟ ରହିଛି। ତେବେ ଏହି ଚାକିରୀ ପାଇଁ ଆବେଦନ କରିବା ପାଇଁ ୧୦୦ ଟଙ୍କା ରହିଛି। ଆଉ ଯେଉଁ ମାନେ ଏସସି , ଏଷ୍ଟି ସେମାନଙ୍କ ପାଇଁ ଆବେଦନ କରିବା ପାଇଁ କୌଣସି ପଇସା ଦେବାକୁ ପଡିବ ନାହିଁ।

ଆବେଦନ ପ୍ରଣାଳୀ:-

ତେବେ ଏହି ଚାକିରୀ ପାଇଁ ସମସ୍ତେ ଅନଲାଇନ ଆବେଦନ କରି ପାରିବେ ,ଆଉ ଏହି ଚାକିରୀ ପାଇଁ ଆବେଦନ କରିବାର ଆରମ୍ଭ ତାରିଖ ହେଉଛି ୧୦/୧୨/୨୦୨୦ ଆଉ ଶେଷ ତାରିଖ ହେଉଛି ୨୬/୧୨/୨୦ ରହିଛି। ତେବେ ଏହି ଚାକିରୀ ଟି ପାଇଁ ଆପଣ ଙ୍କର ମାର୍କ ଦେଖିକି ସିଲେକ୍ସନ କରା ଯିବ।

ଶିକ୍ଷାଗତ ଯୋଗ୍ୟତା:-

ତେବେ ଏହି ଚାକିରୀ ପାଇଁ ପ୍ରାଥୀ ମାନଂକୁ ଦଶମ ପାସ ହେବାକୁ ପଡିବ। ତେବେ ଏହା ସମସ୍ତ ଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି,ଆଉ ଏଥିରେ କୌଣସି ପରୀକ୍ଷା ହେବ ନାହିଁ। ତେବେ ଯେଉଁ ମାନେ ରହି ଚାକିରୀ ଟି ପାଇଁ ଇଛୁକ ଶୀଘ୍ର ଆବେଦନ କରି ଦିଅନ୍ତୁ।ତେବେ ଏହା ସମସ୍ତ ଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି । ତେବେ ଏହା ସରକାରୀ ଚାକିରୀ ହୋଇ ଥିବାରୁ ଦରମା ମଧ୍ୟ ଅଧିକ ମିଳିପରେ। ତେବେ ଯେଉଁ ମାନେ ଦଶମ ସହ ଆଇଟିଆଇ କରିଛନ୍ତି କେବଳ ସେମାନେ ହିଁ ଆବେଦନ କରିବେ , ଅନ୍ୟ କେହି କରି ପାରିବେ ନାହିଁ। ତେବେ ଶେଷ ତାରିଖ ସରିବା ଆଗରୁ ଏହି ଚାକିରୀ ପାଇଁ ଆବେଦନ କରି ଦିଅନ୍ତୁ, ଆଉ ସୁଯୋଗ କୁ ହାତ ଛଡା କରନ୍ତୁ ନାହିଁ। ତେବେ ଏହା ଦଶମ ପାସ କରିବା ପିଲା ଙ୍କ ପାଇଁ ଏକ ଭଲ ଓ ବଡ଼ ସୁଯୋଗ ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।