ଦେଖନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ର ବଡଦେଉଳରେ ମହାଦୀପ ଉଠୁଥିବାର ଏହି ଅଲୌକିକ ରହସ୍ୟ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଓଡ଼ିଶା ଭାରତ ଦେଶର ଏକ ରାଜ୍ଯ, ଯାହା ପ୍ରଥମେ କଳିଙ୍ଗ ନାମରେ ନାମିତ ଥିଲା ଏବଂ ଏହି କଳିଙ୍ଗ ମାଟି ରେ ଜନ୍ମ ନେଇଛନ୍ତି ବହୁ ବୀରପୁତ୍ର। ଏଠାରେ ଗଢିଉଠିଛି ବହୁ ଦେବାଦେବୀଙ୍କ ମନ୍ଦିର। ଏଠାକାର ଲୋକେ ବେଶୀ ଭଲ ପାଆନ୍ତି ମହାପ୍ରଭୁ ସେହି କାଳିଆ ଠାକୁରକୁ, ଯାହାକୁ ଜଗତର ନାଥ ଜଗନ୍ନାଥ ବୋଲି କୁହାଯାଏ। ଏହି ଜଗନ୍ନାଥ ମହାପ୍ରଭୁଙ୍କୁ ସମସ୍ତେ ଅଲଗା ଅଲଗା ନାମ ରେ ଡାକି ଥାନ୍ତି। କିଏ ଡାକେ କାଳିଆ ତ କିଏ ଡାକେ ମହାବାହୁ, ଆଉ କିଏ ଡାକେ ଭାବର ଠାକୁର, ଏହି ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପୁରୀରେ ଅବସ୍ଥିତ।


ଏହି ମନ୍ଦିରରେ ଜଗନ୍ନାଥ ମହାପ୍ରଭୁ ନିଜର ବଡଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରା ଙ୍କ ସହ ଅବସ୍ଥାନ କରନ୍ତି। ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ କେବଳ ଭାରତରୁ ନୁହଁ ବରଂ ଅନ୍ୟ ଦେଶରୁ ଭକ୍ତ ଛୁଟି ଆସନ୍ତି। ଏହି ଜଗନ୍ନାଥ ମହାପ୍ରଭୁ ଙ୍କ ଅବଢା ଖାଇବା କୁ ସମସ୍ତେ ବେଶୀ ଭଲ ପାଆନ୍ତି। ଏହି ମନ୍ଦିର ର ପୂଜାରୀ ମାନେ ଏଠାରେ ରହି ମହାପ୍ରଭୁ ଙ୍କ ସେବା କରନ୍ତି। ସବୁଠାରୁ ଆଶ୍ଚର୍ୟ୍ଯ ର କଥା ଜଗନ୍ନାଥ ପ୍ରଭୁ ଙ୍କ ମନ୍ଦିର ର ନେତ ପବନ ର ବିପରୀତ ଦିଗରେ ଉଡେ। ସବୁଠାରୁ ଆଶ୍ଚର୍ୟ୍ଯ ର କଥା ହେଲା ପ୍ରଭୁ ଜଗନ୍ନାଥ ଙ୍କ ର ହାତ କିମ୍ବା ଗୋଡ ନାହିଁ। ଖାଲି ସେତିକି ନୁହଁ ଜଗନ୍ନାଥ ଙ୍କ ବଡଭାଇ ପ୍ରଭୁ ବଳଭଦ୍ର ଏବଂ ସାନ ଭଉଣୀ ଦେବୀ ସୁଭଦ୍ରା ଙ୍କ ର ମଧ୍ଯ ହାତ କିମ୍ବା ଗୋଡ ନାହିଁ, ହେଲେ ହାତ କିମ୍ବା ଗୋଡ ନଥାଇ ମଧ୍ଯ ସେ ନିଜ ଭକ୍ତ ର ଦୁଖ କଷ୍ଟ କୁ ଦୂର କରନ୍ତି।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ତ୍ରୀ ଙ୍କ ନାମ ହେଲା ମହାଲକ୍ଷ୍ମୀ। ଶ୍ରୀ ଜଗନ୍ନାଥ ବର୍ଷକୁ ଥରେ ନିଜର ମାଉସୀ ଙ୍କ ଘର କୁ ନିଜର ରଥରେ ବସି ଯାଆନ୍ତି, ସାଙ୍ଗ ରେ ବଡଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରା ମଧ୍ଯ ନିଜ ରଥରେ ବସି ମାଉସୀ ଙ୍କ ଘର କୁ ଯାତ୍ରା କରନ୍ତି,ଏହାକୁ ରଥ ଯାତ୍ରା ବୋଲି କୁହାଯାଏ। ମାଉସୀ ଙ୍କ ଘରେ ଦୀର୍ଘ ନଅ ଦିନ ରହି ତିନି ଠାକୁର ପୁଣି ନିଜ ନିଜର ରଥରେ ବସି ବଡଦେଉଳ କୁ ଫେରି ଆସନ୍ତି। ଏହି ନଅ ଦିନ ଭକ୍ତ ମାନେ ଭଗବାନ ଙ୍କ ଦର୍ଶନ ପାଆନ୍ତି ନାହିଁ। ପୁଣି ନଅ ଦିନ ପରେ ଭକ୍ତ ମାନେ ଭଗବାନ ଙ୍କ ଦର୍ଶନ ପାଇଁ ଛୁଟି ଆସନ୍ତି। ଏହି ମନ୍ଦିରରେ ଯେତେବେଳେ ମହାଦ୍ୱୀପ ଉଠେ ତାହା ଦେଖିବାକୁ ବହୁତ ଭଲ ଲାଗେ। ଏଠାକାର କିଛି ପୂଜାରୀ ବଡ ଦେଉଳ ଉପରକୁ ଚଢି ମହାଦ୍ୱୀପ ଲଗେଇ ଥାନ୍ତି। ସେତେବେଳେ ଭକ୍ତ ମାନେ ତଳେ ଛିଡ଼ା ହୋଇ ହରିବୋଲ ପକେଇ ଥାନ୍ତି ଏବଂ ଜୟ ଜଗନ୍ନାଥ ବୋଲି ଡାକି ଥାନ୍ତି। ଏବଂ ଏହି ଡାକରେ ପୁରୀ ବଡଦାଣ୍ଡ କମ୍ପି ଉଠେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।