Dr. Monoj Das – ଯଦି ଫୁଲ କୋବି ଖାଉଛନ୍ତି ତେବେ ଏହି ପୋଷ୍ଟ ଟିକୁ ନିଶ୍ଚୟ ଦେଖନ୍ତୁ ନଚେତ୍ ହୋଇପାରେ ଅସୁବିଧାର ସମ୍ମୁଖୀନ

0

ପ୍ରତ୍ୟେକ ଲୋକ ମାନଙ୍କ ର ସବୁ ଜିନିଷ ରେ ଅଲଗା ଅଲଗା ରୂଚି ରହିଥାଏ। ତେବେ ସମସ୍ତ ଙ୍କ ର କାର୍ଯ୍ୟ କରିବାରେ ଖାଇବାରେ ସବୁଥିରେ ସମସ୍ତ ଙ୍କ ର ଅଲଗା ଅଲଗା ରୂଚି ରହିଥାଏ। ଆମର ତ ଖାଇବା ପାଇଁ ଅନେକ ପ୍ରକାର ର ଖାଦ୍ୟ ସବୁ ରହିଛି, ସେହି ସବୁ ଜିନିଷ ସମସ୍ତ ଙ୍କୁ ଖାଇବା ପାଇଁ ପସନ୍ଦ ଆସି ନଥାଏ। ଅନେକ ଜଣଙ୍କୁ ଗୋଟିଏ ଖାଦ୍ୟ ଖାଇବା ପାଇଁ ବହୁତ ଭଲ ଲାଗୁଥିବା ବେଳେ ଆଉ କେତେ ଜଣଙ୍କୁ ଖାଇବା ପାଇଁ ସେହି ଖାଦ୍ୟ ଟି କୁ ଜମାବି ଭଲ ଲାଗି ନଥାଏ। ଅନେକ ଜଣଙ୍କ ର ଅନେକ ଖାଦ୍ୟ ରେ ଆଲର୍ଜି ମଧ୍ୟ ଥାଏ, ସେହି ଖାଦ୍ୟ କୁ ଖାଇଲେ ସେମାନଙ୍କ ଶରୀରରେ ଆଲର୍ଜି ବାହାରିଥାଏ, ସେଥିପାଇଁ ବି ଅନେକ ଲୋକ ଅନେକ ଖାଦ୍ୟ ଖାଇ ନଥାନ୍ତି।


ଆମେ ମାନେ ଅନେକ ନିରାମିଷ, ଆମିଷ ରେ ମଧ୍ୟ ଅନେକ ପ୍ରକାର ର ଖାଦ୍ୟ ସବୁ ଖାଇଥାଉ। ତେବେ ସେହି ସବୁ ଖାଦ୍ୟ ରୁ ଆମ ମାନଙ୍କୁ ଅନେକ ପ୍ରକାର ର ନ୍ୟୁଟ୍ରେସନ୍ ସବୁ ମିଳିଥାଏ। ଆମେ ମାନେ କିଛି ଖାଦ୍ୟ ସମ୍ପର୍କରେ ଜାଣିଥିବା କି ସେହି ଖାଦ୍ୟ କି ପରିବା କୁ ଖାଇବା ଦ୍ୱାରା ଆମ ଶରୀର ସେଥି ପାଇଁ କେତେ ଲାଭବାନ୍ ହୋଇଥାଏ। ତେବେ ଆସେ ଆଜି ଆପଣ ମାନଙ୍କୁ ଏକ ପରିବା ସମ୍ପର୍କରେ କହିବୁ। ଏହା କହିବୁ କି ସେହି ପରିବାକୁ ଖାଇବା ଦ୍ୱାରା ଆମ ଶରୀର ପାଇଁ ତାହା କେତେ ଲାଭବାନ୍ ଓ କେତେ କ୍ଷତି ହୋଇଥାଏ।

ଆମେ ଆଜି ଆପଣ ମାନଙ୍କୁ ଫୁଲକୋବି ର ଉପକାରିତା ସମ୍ପର୍କରେ କହିବୁ। ଏହାକୁ ଖାଇବା ଦ୍ୱାରା ଆମର କଣ ସବୁ ଲାଭ ହୋଇଥାଏ, ଆମ ଶରୀର କୁ କଣ ସବୁ ଭିଟାମିନ୍ ମିଳିଥାଏ। ଫୁଲକୋବି ସାଧାରଣତଃ ଶୀତ ଦିନରେ ମିଳିଥାଏ। ଲୋକ ମାନେ ସମସ୍ତେ ପ୍ରାୟତଃ ତାକୁ ଖାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି। ଫୁଲକୋବି କୁ ନେଇ ଅନେକ ପ୍ରକାର ର ଭେରାଇଟି ଡିସ୍ ସବୁ ମଧ୍ୟ ଅଛି ଯାହାକୁ ଖାଇବା ପାଇଁ ଲୋକ ମାନଙ୍କୁ ବହୁତ ଭଲ ଲାଗିଥାଏ। ତେବେ ଆସନ୍ତୁ ଜାଣିବା ଫୁଲକୋବି ର ଉପକାରିତା ଏବଂ ଅପକାରିତା ସମ୍ପର୍କରେ ଏବଂ ଏହା ମଧ୍ୟ ଜାଣିବା କି ଫୁଲକୋବି ରେ କେଉଁ ସବୁ ନ୍ୟୁଟ୍ରେସନ୍ ଏବଂ ମିନେରାଲ୍ସ ରହିଛି, ଯାହାକୁ ଖାଇବା ଦ୍ୱାରା ଆମ ଶରୀର ପାଇଁ ତାହା କେତେ ଲାଭବାନ୍ ହୋଇଥାଏ।


ତେବେ ଫୁଲକୋବି ରେ ଅନେକ ପ୍ରକାର ର ଭିଟାମିନ୍ ସବୁ ରହିଛି ଯେପରିକି ଭିଟାମିନ୍ C, ଭିଟାମିନ୍ k, B6, B1, B2, E ପରି କ୍ୟାଲସିୟମ, ମ୍ୟାଗ୍ନେସିୟମ୍, ଫସଫରସ, ପୋଟାସିୟମ୍, ମାଙ୍ଗାନିଜ, ପ୍ରୋଟିନ୍, ଡାଇଟେରିବ ଓ ଫାଇବର ପରି ଆହୁରି ଅନେକ ପ୍ରକାରର ନ୍ୟୁଟ୍ରିଏଣ୍ଟସ୍ ଏବଂ ମିନେରାଲ୍ସ ରହିଛି। ଫୁଲକୋବି ରେ କିନ୍ତୁ ଭିଟାମିନ୍ C, ଫୋସଫେଟ୍, ଭିଟାମିନ୍ କେ ଏବଂ ଭିଟାମିନ୍ B6 ଅଧିକ ମାତ୍ରାରେ ରହିଥାଏ। ଏହା ସହ ଏହାକୁ ଖାଇବା ଦ୍ୱାରା ଆମ ଶରୀର ରେ ପ୍ରୋଟିନ୍ ଏବଂ ପୋଟାସିୟମ୍ ସୂଚାରୁ ରୂପେ କାର୍ଯ୍ୟ କରିଥାଏ। ଫୁଲକୋବି ଖାଇବା ଦ୍ୱାରା ଆମ ଶରୀରରୁ ଅନେକ ପ୍ରକାର ରୋଗ ଦୂରେଇ ଯାଇଥାଏ ଯେପରିକି କ୍ୟାନ୍ସର୍, ହାର୍ଟ ପ୍ରୋବ୍ଲେମ୍, ଅଲସର୍ ଓ ଆଖି ରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଅସୁବିଧା ନେଉର୍ ଜେନେରେକ୍ ଡେସୋବ୍ରେସ୍, ହାଇପର୍ ଟେନସନ୍, ସୁଗାର ଭଳି ଅନେକ ପ୍ରକାର ରୋଗ ରୁ ଦୂରକରିବା ରେ ସାହାଯ୍ୟ କରିଥାଏ।


ଫୁଲକୋବି ଆମ ଶରୀରରେ ଆଣ୍ଟି ଓବିଡେଣ୍ଟ ଓ ଆଣ୍ଟିଅକ୍ସିଡେଣ୍ଟ ଏଜେଣ୍ଟ ଭାବରେ କାମ କରିଥାଏ। ଏହାକୁ ଖାଇବା ଦ୍ୱାରା ଏହା ଆମ ଶରୀରର ଷ୍ଟ୍ରେସ୍ ଲେଭେଲ୍ କୁ କମ୍ କରିଥାଏ ଓ ଆମ ଡାଇଜେସନ୍ କରିବାରେ ଏହା ବହୁତ ସାହାର୍ଯ୍ୟ କରିଥାଏ। ଆମ ଶରୀରରେ ଯଦି କିଛି ବି ବିଷାକ୍ତ ଦ୍ରବ୍ୟ ରହିଛି ତେବେ ତାହାକୁ ବାହାର କରିବାରେ ଫୁଲକୋବି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ଆମ ୟୁନିୟନ୍ ସିଷ୍ଟମ୍ କୁ ବହୁତ ସୁସ୍ଥ ଓ ମଜବୁତ କରିଥାଏ। ଫୁଲକୋବି ଗର୍ଭବତୀ ମହିଳା ମାନଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ,ସେମାନଙ୍କୁ ବହୁତ ପ୍ରକାର ର ଶକ୍ତି ଦେଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।