ମଙ୍ଗଳବାର ରେ ହନୁମାନଙ୍କ ଏହି ମନ୍ତ୍ର କୁ କେବଳ ଶୁଣିଦେଲେ ସବୁ ଇଛା ପୁରଣ ହୋଇଥାଏ ନିଶ୍ଚିତ ଭାବେ ଜାଣନ୍ତୁ ଏହି ମନ୍ତ୍ର ସମ୍ବନ୍ଧରେ

0

ଆମ ଦେଶ ରେ ପ୍ରତେକ ଲୋକ ଈଶ୍ୱର ଙ୍କୁ ପୂଜା କରନ୍ତି , ତାଙ୍କୁ ଭକ୍ତି କରନ୍ତି । ତେବେ ସମସ୍ତଙ୍କର ଈଶ୍ୱର ଙ୍କର ଉପରେ ମଧ୍ୟ ପୂର୍ଣ୍ଣ ବିଶ୍ୱାସ ରହିଛି, ଆଉ ସମସ୍ତେ ଭାବନ୍ତି ଈଶ୍ୱର ଜାହା କରିବେ ସମସ୍ତ ଙ୍କ ମଙ୍ଗଳ ପାଇଁ । ତେବେ ବେଳେ ବେଳେ ଆପଣ ଭଗବାନ ଙ୍କର ଅନେକ ଲୀଳା ମଧ୍ୟ ଦେଖିବାକୁ ମିଳି ଥାଏ,ଯାହା ଅତି ଆଶ୍ଚର୍ଯ୍ୟ ଲାଗେ । ତେବେ ଆମ ହିନ୍ଦୁ ଧରମ ରେ ଅନେକ ଦେବା ଦେବି ରହିଛନ୍ତି , ତେବେ ସେମାନେ ତାଙ୍କର ଭିନ୍ ଭିନ୍ ରୂପ ରେ ଲୀଳା ଦେଖାଇ ଆଜି ଜଗତ ରେ ପୂଜା ପାଉଛନ୍ତି। ତେବେ ପୁରାଣ କୁହେ କି ପ୍ରତେକ ଦେବା ଦେବି ଙ୍କର ଅନେକ ନାମ ରହିଛି । ତେବେ ଏହି ନାମ ରହିବାର କାରଣ ସେମାନେ ଶତ୍ରୁ କୁ ବିନାଶ କରିବା ସମୟ ରେ ଭିନ୍ ରୂପ ଧାରଣ କରିଥିଲେ,ଆଉ ତା ପାଇଁ ସେହି ଅନୁସାରେ ସେମାଙ୍କର ନାମ ହୋଇଛି। ତେବେ ପ୍ରତେକ ନାମ ର କିଛି ନା କିଛି ରହସ୍ୟ ନିହତି ରହି ଥାଏ।


ତେବେ ଆମ ହିନ୍ଦୁ ଧର୍ମ ରେ ହନୁମାନ ଙ୍କୁ ସଙ୍କୋଟମୋଚନ ବୋଲି କୁହା ଯାଏ , କାରଣ ତାଙ୍କ ନାମ ଜପ କରିଲେ ସମସ୍ତ ସଙ୍କଟ ଦୂର ହୁଏ , ଆଉ ସେ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ର ଙ୍କର ପରମ ଭକ୍ତ। ତେବେ ତାଙ୍କୁ ପ୍ରତିଦିନ ଜପ କରିଲେ ବା ତାଙ୍କର ମନ୍ତ୍ର ଜପ କରିଲେ ସମସ୍ତ ସମସ୍ୟା ଦୂର ହୋଇ ଥାଏ । ତେବେ ଆପଣ ମାନେ ଜାଣି ଥିବେ ପ୍ରଭୁ ହନୁମାନ ଙ୍କର ଅନେକ ରହସ୍ୟମୟ ଗଳ୍ପ ରହିଛି। ତେବେ ଯାହା ସମସ୍ତ ପୁରାଣ ରେ ଲିପିବଧ ରହିଛି। ତେବେ ଏହା ଶୁଣିବାକୁ ଅତି ସୁନ୍ଦର ଲାଗି ଥାଏ


ତେବେ ଆପଣ ହନୁମାନ ଙ୍କର ଛୋଟ ବେଳ ରୁ ଅନେକ ଆଶ୍ଚର୍ଯ୍ୟ ଓ ରହସ୍ୟମୟ ଘଟଣା ରହିଛି। ତେବେ ଏହି ସବୁ ଘଟଣା ର ଅନେକ୍ ମହତ୍ୱପୂର୍ଣ୍ଣ କାରଣ ରହିଛି, ଯାହା ପାଇଁ ଏହା ପୁରାଣ ରେ ରହିଛି। ତେବେ ଏହି ସବୁ ଘଟଣା ରୁ ଆମେ ଅନେକ କିଛି ଶିଖିବାକୁ ମିଳି ଥାଏ। ତେବେ ହନୁମାନ ଙ୍କର ପିଲାବେଲ ର ଏକ କାହାଣୀ ରହିଛି। ତେବେ ହନୁମାନଙ୍କୁ ଛୋଟ ବେଳେ ବହୁତ ଭୋକ ଲାଗି ଥିଲା । ସେ ଝରକା ବାହାର କୁ ଦେଖିଲେ ଯେ ଆକାଶ ରେ ଏକ ଲାଲ ରଙ୍ଗ ସୂର୍ଯ୍ୟ କୁ ଦେଖି ର ଗୋଲ ଭଳି କଣ ଦେଖା ଯାଉଛି । ସେ ଏହାକୁ ଖାଇବାକୁ ଆକାଶ କୁ ଚାଲିଗଲେ। ତେବେ ଏହ ଦେଖି ଇନ୍ଦ୍ର ଦେବ ବହୁତ ରାଗି ଯାଇ ଥିଲେ ,ଆଉ ହନୁମାନ ଙ୍କ ଉପରେ ପ୍ରହାର କରିଥିଲେ । ତେବେ ସେ ତାଙ୍କ ପ୍ରହାର ସହି ନ ପରି ମୁର୍ଛିତ୍ ହୋଇ ଯାଇଥିଲେ। ତେବେ ତାଙ୍କ ପିତା ବାୟୁ ଦେବ ଏହା ଜାଣି ପାରି ବହୁତ ରାଗି ଯାଇଥିଲେ। ତେବେ ସମସ୍ତ ଦେବତା ମଧ୍ୟ ଜାଣି ପାରିଲେ ଯେ ହନୁମାନ ହେଉଛିନ୍ତି ପ୍ରଭୁ ଶିବ ଙ୍କର ଅବତାର।

ତେବେ ସେତେବେଳେ ସମସ୍ତ ଦେବତା ତାଙ୍କୁ ଅନେକ ସକ୍ତି ଦେଇ ଥିଲେ। ତେବେ ଆପଣ ମାନେ ଜାଣି ଥିବେ କି ହନୁମାନ ଚାଳିଶା କୁ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ପାଠ କରିଲେ ଏହା ଅନେକ ସମସ୍ୟା ଦୂର ହୋଇ ଥାଏ। ତେବେ ଏହି ହନୁମାନ ଚାଳିଶା ରେ ପାଦ ରହିଛି,ଯାହା କୁ ପାଠ କରିଲେ ସମସ୍ତ ଦୁଃଖ ଦୂର ହୋଇ ଥାଏ ।

*ତେବେ ପ୍ରଥମ ପାଦ ଟି ହେଉଛି ” ଭୁତ ପିସାଚ ନିକଟ ନେହିଁଁ ଆବେ , ମହାବୀର ଜବ ନାମ ସୁନବୈ ” । ତେବେ ଏହାକୁ ଜପ କରିବା ଦ୍ୱାରା ମନ ରେ ରହିଥିବା ସମସ୍ତ ଭୟ ଦୂର ହୋଇ ଯିବ ।

*ତେବେ ଦ୍ୱିତୀୟ ଟି ହେଉଛି “ନସେ ହରେ ସବ ପିରା ଜପତ ନିରନ୍ତର ହନୁମତ ବିରା ” । ତେବେ ଏହି ମନ୍ତ୍ର ଟି କୁ ଜପ କରିଲେ ଆପଣ ଙ୍କ ସମସ୍ତ ରୋଗ ରୁ ମୁକ୍ତି ପାଇଁ ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।