ପାନମଧୁରୀ ସେବନ କରୁଛନ୍ତି କି ତେବେ ଜାଣନ୍ତୁ ତାହାର ଚମକ୍ତାରିତା ବିଷୟରେ… ଏହି ପାଞ୍ଚୋଟି ବିଶେଷ ଫାଇଦା ରହିଛି ……

0

ଆଜିର ଦୁନିଆରେ ଉଦ୍ଭିଦ ର ଭୂମିକା କୁ ଆକଳନ କରିବା ମଣିଷ ସମାଜ ପାଇଁ ବହୁତ କଷ୍ଟସାଧ୍ୟ ଆସନ୍ତୁ ଆଜି ମୁଁ ଆପଣଙ୍କୁ ଉଦ୍ଭିଦର କିଛି ବିଶେଷ ଗୁଣ ବିଷୟରେ ଜଣାଇବି । ଆଜି ଆମେ ଜାଣିବା ଦୈନନଦିନ ଜୀବନରେ ଆମେ ବ୍ୟବହାର କରୁଥିବା କିଛି ଉଦ୍ଭିଦ ଜାତ ଦ୍ରବ୍ୟ ବିଷୟରେ । ଆପଣ ମାନେ ଜାଣିଛନ୍ତି କି ଆମୋ ଦେଶରେ ରଷେଇ ପାଇଁ ବ୍ୟବହୃତ ହେଉଥିବା ପାନମଧୁରୀ ରେ ବହୁତ ପ୍ରକାରର ଔଷଧୀୟ ଗୁଣି ରହିଛି।ଯାହାକୁ କିଛି ଲୋକ କଞ୍ଚା ଓ ଶୁଖିଲା ମଧ୍ୟ ଖାଇ ଥାନ୍ତି କିନ୍ତୁ ତାର ଔଷଧୀୟ ଗୁଣ ବିଷୟରେ ହୁଏତ ଜନିନଥିବେ ।

ଆଜି ମୁଁ ଆପଣ ମାନଙ୍କୁ ତାର ଉପୋକରିତା ବିଷୟରେ ଜଣାଇବି। ଜନିଛିନ୍ତି ଦର୍ଶକ ବନ୍ଧୁ ପାନମଧୁରୀ ରେ କିଛି ରାସାୟନିକ ଗୁଣ ରହିଛି ( Antioxidant , anti- inflammatory ଓ antibactrial ) ଯାହା ଅମୋ କୁ ବିଭିନ୍ନ ପ୍ରକାର ପେଟ ରଗୋ ସମସ୍ୟା ଓ ତା ସହ ଜଡି ଆପଣ ଖାଇବା ପରେ ପାନମଧୁରୀ ଖାଉଛନ୍ତି ତ ହେଲେ ସେଥିରେ ଥିବା ANTIOXIDANTE ଆପଣ ଙ୍କ ପାଚକ କ୍ରିୟା କୁ ତ୍ଵରାନିତ କରିବା ସହ ଖାଦ୍ୟ ହଜମାରେ ମଧ୍ୟ ସାହାଯ୍ୟ କରିଥାଏ।

ଯଦି ଆପଣଙ୍କ ମୁହଁରେ କଳା ଦାଗ କିମ୍ବା ବ୍ରଣ ସମସ୍ୟା ରହିଛି ତାହେଲେ ପାନମଧୁରୀ କୁ ଛେଁଚି ପାଣିରେ ପକାଇ ତାକୁ ଫୁଟାନ୍ତୁ ଯେତେ ବେଳେ ପାଣିର ରଙ୍ଗ ପରିବର୍ତ୍ତନ ହଇ ହାଲୁକା ନାଲି ରଙ୍ଗ ଦେଖାଯିବ ତ ପରେ ପାଣି କୁ ଥଣ୍ଡା କରି ମୁହଁ ରେ ଲଗାନ୍ତୁ । ଏମିତି ଗୋଟିଏ ସପ୍ତାହ କଲେ ଆପଣଙ୍କ ସମସ୍ୟା ଦୂର ହେଇ ଯିବ।

ଜାଣିଛନ୍ତି କି କଞ୍ଚା ପାନମଧୁରୀ ରେ VITAMIN-C ରହିଛି ଯାହା ଆମୋ ଶରୀର ରେ ଟିସୁ ଗଠନ ଓ କୋଷ ବିଭାଜନ ରେ ସାହାଯ୍ୟ କରେ । ପାନମାଧୁରୀ ରେ ଥିବା Vitamin -C କୋଷ କୁ ପ୍ରତିରକ୍ଷା ଶକ୍ତି କୁ ବୃଦ୍ଧି କରେଇ ଥଏ । ବନ୍ଧୁଗଣ ଜାଣିଛନ୍ତି କି କଞ୍ଚା ପାନମଧୁରୀ ରେ MINERALMAGNESIUM , ରଛି ଯାହା ENZYME କୁ ବୃଦ୍ଧି କରିବା ସହ ହାଡ଼ ଗଠନରେ ସାହାଯ୍ୟ କରେ ।

ଜଦି ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ପାନମଧୁରୀ ଖାଇବା ଅଭ୍ୟାସ କରେ ତା ହେଲେ ଵଜ୍ଞାନିକ ମତରେ ତାକୁ ବିଭିନ୍ନ ରୋଗ ସମସ୍ୟା ଯେପରି — ହୃତପିଣ୍ଡ ଜନିତ ରୋଗ , ମୋଟପଣ , କ୍ୟାନ୍ସର ଭଳି ରୋଗ ହେବାର ସମ୍ଭାବନା କମ୍ ଥାଏ । ଥରେ ଭାବନ୍ତୁ ତ ଆମ ମଣିଷ ସମାଜକୁ ଉଦ୍ଭିଦ ମାନଙ୍କର କେତେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି ।

ଆଜି କାଲି ଆମେ ବହୁତ ଏମିତି କିଛି ଜିନିଷ କୁ ଆମେ ଦେଖୁଛୁ ତା ସଂସ୍ପର୍ଶରେ ଆସିନଥିଲେ ମଧ୍ୟ ପ୍ରତ୍ୟକ୍ଷ ବା ପରକ୍ଷ ଭାବରେ ପ୍ରତ୍ୟେକ ଜିନିଷ ଠୁ ଆମେ ଲାଭ ପାଇ ଥାଉ ।ଏମିତି ଗୁରୁତ୍ଵ ପୂର୍ଣ୍ଣ କୋଠା ଗୁଡ଼ିକ ବିଷୟରେ ଜାଣିବା ପାଇଁ ଅାମୋ ସହୋ ଏମିତି ଜଡି ହଇ ରୁହନ୍ତି।