କରୋନା ସମୟରେ ପୁଣି ମୋଦୀ ସରକାର ଙ୍କର ନୂଆ ଯୋଜନା ! ଠକିଲେ ମିଳିବନି ଦରମା । ଏଣିକି ଯେମିତି କାମକୁ ସେମିତି ଦରମା, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0

ଏବେ ଦେଶ ଅନେକ ଆଗକୁ ଗଲାଣି। ଦେଶ ରେ ଏବେ ଆଧୁନିକତା ଦେଖା ଦେଇଛି । ତେବେ ପ୍ରତେକ ଲୋକ ଏବେ ପାଠ ପଢିବାକୁ ଆଗ୍ରହୀ ହେଉଛନ୍ତି। ସମାଜ ରେ ଏକ ନୂତନ ପରିଚୟ ସୃଷ୍ଟି କାରିବାକୁ ଚେଷ୍ଟା କରୁଛନ୍ତି। ଦେଖିବାକୁ ଗଲେ ଆଉ କେହି ଅଶିକ୍ଷିତ ନାହଁନ୍ତି। ତେବେ ଆଗରୁ ଲୋକ ମାନେ ଅନେକ ପାଠ ପଢା କୁ ଅଧିକ ଗୁରୁତ୍ୱ ଦେଉ ନ ଥିଲେ,କିନ୍ତୁ ଏବେ ସମସ୍ତେ ପଢୁଛନ୍ତି, ଆଉ ଯାହା ଦ୍ୱାରା ଦେଶ ରେ ବିକାଶ ରେ ଅନେକ ସାହାଯ୍ୟ ହେଉଛି। ତେବେ ଲୋକ ମାନେ ପାଠ ପଢୁଛନ୍ତି , ଚାକିରୀ କରି ପଇସା ରୋଜଗାର କରିବେ, ଆଉ ପରିବାର କୁ ମଧ୍ୟ ଖୁସି ରେ ରଖିବେ ।ତେବେ ଏହା ପାଇଁ ପ୍ରତେକ ଲୋକ ଚାକିରୀ ପଛରେ ଗୋଡାଉ ଛନ୍ତି। ତେବେ ଦେଖିବାକୁ ଗଲେ ସରକାର ମଧ୍ୟ ଲୋକ ଙ୍କ ପାଇଁ ଅନେକ ବିଭାଗ ରେ ଚାକିରୀ ପାଇଁ ବ୍ୟବସ୍ତା କରି ଦେଇଛନ୍ତି।


ତେବେ ଲୋକ ମାନେ ମଧ୍ୟ ଟଙ୍କା ପାଇଁ ଦିନ ରାତି କାର୍ଯ୍ୟ କରି ପଇସା ପାଉଛନ୍ତି। ତେବେ ଅନେକ ଲୋକ ଅଧିକ ପଇସା ପାଇଁ ଅଧିକ ସମୟ କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାନ୍ତି,କିନ୍ତୁ ଅନେକ ମାଲିକ ତାଙ୍କୁ ଅଧିକ ସମୟ କାମ କରିଥିବା ଟଙ୍କା ଦିଅନ୍ତି ନାହିଁ। ତେଣୁ ସରକାର ଙ୍କର ତରଫରୁ ଏକ ବଡ଼ ନିଷ୍ପତି ଆସିଛି କି।ଯିଏ ଯେତେ ସମୟ କାର୍ଯ୍ୟ କରିବ ,ତାକୁ ସେତିକି ସମୟ ର ଡବଲ ପଇସା ଦିଆ ଯିବ।ତେବେ ଆସନ୍ତା ବର୍ଷ ଏପ୍ରିଲ୍ ମାସ ରୁ ହିଁ ଏହି ନିୟମ ଲାଗୁ ହେବ,ଯାହା ଦ୍ୱାରା କମ୍ପାନୀ ବାଲାନ୍ସ ସିଟ ରେ ବ୍ୟାପକ ପରିବର୍ତ୍ତନ୍ ଦେଖା ଦେବ।

ତେବେ ଗତବର୍ଷ ସଂସଦରେ ପାରିତ ହୋଇଥିବା ୱେଜ୍ କୋଡର ଏହା ଏକ ଅଂଶ । ତେବେ କାମ ସମୟରେ ଅଧିକ ସମୟ ଦେଉଥିବା କର୍ମଚାରୀ ମାନଂକୁ ଏହି କୋଡ ଅଫ୍ ୱେଜ୍ ୨୦୧୯ ଲାଗୁ ହେବା ପରେ ଓଭରଟାଇମ ନେବାକୁ ବି ଯୋଗ୍ୟ ବିବେଚିତ ହେବ । ତେବେ ଏହି କୋଡରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ସାମିଲ ମଧ୍ୟ କରାଯିବ । ତେବେ ତା ସହ କୁହା ଯାଇଛି କି ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଓଭରଟାଇମ ପାଇଁ କର୍ମଚାରୀଙ୍କ ନିୟମିତ ଦରମାରୁ ଅତି କମରେ ଦୁଇଗୁଣା ହେବା ଦରକାର ।


ତେବେ ଗଣ ମାଧ୍ୟମ ରେ ପ୍ରକାଶିତ ଖବର ଅନୁସାରେ ଏହି ନିୟମ ପ୍ରଣୟନ ହେବା ପରେ ପେ ଷ୍ଟେରକଚର୍ ରେ ପରିବର୍ତ୍ତନ୍ ଦେଖା ଯିବ। ସୂଚନା ଅନୁଯାୟୀ ଉଭୟ କର୍ମଚାରୀ ଓ କମ୍ପାନୀ ର ପିଏଫ୍ ଅବଦାନ ର ବୃଦ୍ଧି ଘଟିବ। ତେବେ ଏହି ପ୍ରୋଭିଜନାଲ୍ ଫଣ୍ଡ କନଟ୍ରିବ୍ୟୁସନ ବୃଦ୍ଧି ପାଇବା ଦ୍ୱାରା ଅନେକ କାର୍ଯ୍ୟନିର୍ବାହୀମାନଙ୍କ ଦରମା ହ୍ରାସ ପାଇପାରେ । ସେହିଭଳି ଚାକିରିରୁ ଅବସର ନେବା ପରେ ଗ୍ରାଚ୍ୟୁଇଟିର ପରିମାଣ ବୃଦ୍ଧି ପାଇବ । ଏହା ଛଡା ପିଏଫ୍ ର ବୃଦ୍ଧି ଯୋଗୁ କମ୍ପାନୀ ର ମୂଲ୍ୟ ବୃଦ୍ଧି ହେବ।ତେବେ ନୂତନ ନିୟମ ଅନୁଯାୟୀ କର୍ମଚରି ମାନଂକର କାର୍ଯ୍ୟ କରିବାର ସମୟ କୁ ୧୨ ଘଣ୍ଟା ଯାଏ ବୃଦ୍ଧି କରି ଦେବାକୁ ପ୍ରସ୍ତାବ। ତେବେ ଯଦି କେହି କର୍ମଚାରୀ ୩୦ ମିନିଟ ରୁ କମ ସମୟ କାର୍ଯ୍ୟ କରନ୍ତି , ତାହାଲେ ତାକୁ ଓଭର ଟାଇମ ବୋଲି ଧାରା ଯିବ ନାହିଁ।ଆଉ ତା ସହ ପ୍ରତି ୫ ଘଣ୍ଟା ରେ ବ୍ରେକ ପାଇଁ ସମୟ ଦେବାକୁ ବାଧ୍ୟ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।