Face tips – ଲୁଣ କୁ ବ୍ୟବହାର କରି କିପରି ନିଜ ମୁହଁ କୁ ସୁନ୍ଦର ବନେଇବେ ଜାଣନ୍ତୁ 100 % ଗ୍ୟାରେଣ୍ଟି

0

ପ୍ରକୃତିର ଅବଦାନ ଆମୋ ଜୀବ ସମାଜ ପାଇଁ ବହୁତ୍ ମାତ୍ର ରେ ରହିଛି ଯାହା କୁ ଉପଯୋଗ କରି ଆମେ ନିଜର ଆବଶ୍ୟକତା ପୁରଣ କରୁ । ଆଜି ଆମେ ଏମିତି କିଛି ଜିନିଷ ବିଷୟରେ ଜାଣିବା ଯାହା ଆମୋ ମୁହଁ ର ସନ୍ଦର୍ଯ୍ୟ ତାକୁ ବୃଦ୍ଧି କରିବା ସହ ଉଜ୍ଜ୍ୱଳ ମଧ୍ୟ କରିବାରେ ବୋହୁତ ସାହାଯ୍ୟ କରେ । ଆମେ ସାଧାରଣତଃ ଲୁଣ କୁ ରୋଷଇ କରିବା ଓ ଖାଇବା ପାଇଁ ବ୍ୟବହାର କରି ଥାଉ ଯାହା ଦ୍ଵାରା ଖାଦ୍ୟ ସୁସ୍ୱାଦୁ ଲାଗେ । ଆପଣ ମାନେ ଜାଣିଛନ୍ତି କି ଆମେ ଖାଉଥିବା ଲୁଣ ରେ Antibacterial properties ରହିଛି ଯାହା ଆମ ମୁହଁରେ ବାହାରୁ ଥିବା ବ୍ରଣ କୁ ହଟାଇବା ସହ ମୁହଁକୁ ଉଜ୍ଜ୍ୱଳ କରେ ।

 

ଲେମ୍ବୁ ରେ ଅଧିକ ପରିମାଣରେ citric acid ଥାଏ ଯାହା ବ୍ରଣ କୁ ଭଲ କରିବା ଏବଂ ମୁହଁ ର ଦାଗ କୁ ଭଲ କରିବାରେ ସହାୟକ ହାଇ ଥାଏ । ଲୁଣ ଓ ଲେମ୍ବୁ କୁ ବ୍ୟବହାର କରିବାର କିଛି ପଦ୍ଧତି ରହିଛି ଯାହା ଦ୍ଵାରା ଅମାେ ମୁହଁ କୁ ଆମେ ଉଜ୍ଜ୍ୱଳ କରିବା ସହ ବ୍ରଣ କୁ ମଧ୍ୟ ଭଲ କରି ପାରିବା।

ଆବଶ୍ୟକ ସାମଗ୍ରୀ –

ଗୋଟିଏ ଚାମଚ୍ଲୁ ଣ ତା ସହ ଚିନି ପାଉଡର୍ ଗୋଟିଏ ଚାମଚ୍ ଓ ଲେମ୍ବୁ ରସ ଗୋଟିଏ ଚାମଚ(ବହୁ ପରିମାଣରେ ସାଇଟ୍ରିକ୍ ଏସିଡ ରହିଛି ଯାହା ମୁହଁକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରେ )କିମ୍ବା ଟମାଟୋ ରସ(ଏଥିରେ ବୋହୁତ ପରିମାଣରେ malic acid ରହିଛି ଓ ଭିଟାମିନ C ମଧ୍ୟ ରହିଛି ଯାହା ଚର୍ମ କୁ କମଳ ରଖିଥାଏ।ଏହି ସୋବୁ ସାମଗ୍ରୀ କୁ ବ୍ୟବହାର କରି ଗୋଟିଏ ପାତ୍ରରେ ଭଲ ଭାବରେ ଗୋଳାଇ ତାକୁ ମୁହଁରେ ଲଗାନ୍ତୁ । ପଞ୍ଚଃ ରୁ ଦସ ମିନିଟ ପାଇଁ ତାକୁ ମାସଜ୍ କରନ୍ତୁ। ତା ପରେ ସାଧାରଣ ପାଣି ରେ ନିଜ ମୁହଁକୁ ଧଇ ଦିଅନ୍ତୁ ଏମିତି ଗୋଟିଏ ସପ୍ତାହ କଲେ ନିଜ ମୁହଁ ରେ ବାହାରୁଥିବା ବ୍ରଣ ସମ୍ପୂର୍ଣ୍ଣ ଭଲ ହୋଇଯିବ ଏବଂ ମୁହଁ ଉଜ୍ଜ୍ୱଳ ଦେଖା ଯିବ।

ଆଜି ର ଦୁନିଆରେ ଏମିତି କିଛି କିଛି ଜିନିଷ ରହିଛି ଯାହା ଆମେ ଆମ ଅଖ ପାଖରେ ଦେଖୁଛୁ କିନ୍ତୁ ତାହା ବିଷୟରେ ଜାଣି ନଥାଉ । ପ୍ରତ୍ୟେକ ଜିନିଷ କିମ୍ବା ଉଦ୍ଭିଦ ରେ କିଛିନା କିଛି ଔଷଧିୟ ଗୁଣ ରହିଛି ଯାହା କୁ ଆମେ ବ୍ୟବହାର କରିବାର ପ୍ରଣାଳି ଜାଣି ନଥାଉ ।ଏମିତି ନୂଆ ନୂଆ କିଛି ଜିନିଷ ସମ୍ପର୍କରେ ଜାଣିବା ଓ ବ୍ୟବହାର କରିବା ପ୍ରଣାଳୀ ଶିଖିବା ପାଇଁ ଆମ ସହ ଜଡି ହୋଇ ରୁହନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।